ଅକ୍ଟୋବର ୧୫ରୁ ଗଡ଼ିବ ଭୁବନେଶ୍ୱର-ନୟାଗଡ଼ ଏକ୍ସପ୍ରେସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୧୫ ଅପରାହ୍ଣ ୨ଟାରେ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ୍। ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଏହି ଏହି ଟ୍ରେନ୍ଟି ନିୟମିତ ଭାବେ ଭୁବନେଶ୍ୱରରୁ ନୟାଗଡ଼ ଚଳାଚଳ କରିବ।
୧୮୪୨୩ ଟ୍ରେନ୍ ନମ୍ବର...
ମାଣିଆବନ୍ଧ ହେବ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’ ମାନ୍ୟତା ପ୍ରଦାନ କରାଯିବ। ଏନେଇ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟରୁ କଟକ ଜିଲ୍ଲାପାଳଙ୍କୁ...
‘ଓଡ଼ିଶୀ ଆସର’ – ଶ୍ୟାମାମଣି ଦେବୀଙ୍କ କଣ୍ଠରେ ‘ଘେନ ମୋର ବିନୟ ବାଣୀଟି’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=IZcPT-VBH5A
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ‘ଓଡ଼ିଶୀ ଆସର’।
ଓଡ଼ିଶୀ ସଙ୍ଗୀତ ଏକ ଅନନ୍ୟ ଧାରା ଏବଂ ଏହା ଭାରତୀୟ ସଙ୍ଗୀତ ପରମ୍ପରାର ଏକ...
୪୨ ହାବିଲଦାରଙ୍କୁ ଡ୍ରିଲ୍ ସବ୍ଇନ୍ସପେକ୍ଟର ଭାବେ ପଦୋନ୍ନତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଓଡ଼ିଶା ପୋଲିସ୍ ସିଲେକ୍ସନ୍ ବୋର୍ଡର ଅନୁମୋଦନକ୍ରମେ ରାଜ୍ୟ ପୋଲିସ୍ ବାହିନୀରେ କାର୍ଯ୍ୟରତ ଥିବା ୪୨ ଜଣ ହାବିଲଦାର ମେଜରଙ୍କୁ ପଦୋନ୍ନତି ମିଳିଛି। ସମ୍ପୃକ୍ତ କର୍ମଚାରୀମାନେ ଡ୍ରିଲ୍ ସବ୍ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି...
ଦଶହରା ଭସାଣି ଶେଷ – କଟକ ଦେବୀଗଡ଼ାରେ ଗଡ଼ିଲେ ୧୨୮ ମେଢ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହର ବୁଲିଲା ଗଙ୍ଗାମନ୍ଦିର ଚାନ୍ଦିମେଢ଼।
କଟକ: ଦଶହରା ଭସାଣି ଗୁରୁବାର ରାତିରେ ଶେଷ ହୋଇଛି। ମୋଟ୍ ୧୨୮ଟି ପ୍ରତିମା ଦେବୀଗଡ଼ାରେ ବିସର୍ଜିତ ହୋଇଛନ୍ତି। ଆଜି ଶେଷ ତଥା ତୃତୀୟ ଦିନରେ ୯ଟି...
ବାରବାଟୀ ଷ୍ଟାଡିୟମରୁ ଫେରିଯିବ ମ୍ୟାଚ୍! ଅନିଶ୍ଚିତତାରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫନି କ୍ଷୟକ୍ଷତିରୁ ମୁକୁଳିପାରୁନି ଷ୍ଟାଡିୟମ୍
କେବଳ ଫ୍ଲଡଲାଇଟ୍ ସଜାଡିବାକୁ ଲାଗିବ ମାସେ
କଟକ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ କ୍ରିକେଟ...
ତେଜିଲା ‘ଆବାସ’ କଳି – ରାଜଭବନ ଆଗରେ ବିଜେପିର ଧାରଣା, ମନ୍ତ୍ରୀ କହିଲେ ଓଡ଼ିଶାକୁ ମିଳୁନି ହକ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ତେଜିଲା ଆବାସ କଳି। ପ୍ରଧାନମନ୍ତ୍ରୀ ଆବାସରେ ଚଞ୍ଚକତା ଅଭିଯୋଗ ଆଣି ବିଜେପି ରାଜଭବନ ସମ୍ମୁଖରେ ଧାରଣା ଦେଇଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ଏହାର ଦୃଢ଼ ଜବାବ ଦେଇଛନ୍ତି। କେନ୍ଦ୍ର...
ଫଟୋରେ ଫଟୋରେ ମା’ଙ୍କୁ ବିଦାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତ୍ଜନନୀ ମା’ ଦୁର୍ଗା। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଏଥିପାଇଁ କଟକ ଏବଂ ଭୁବନେଶ୍ୱର ଉତ୍ସବମୁଖର ହୋଇ...
ମେଲାଣି ନେଉଛନ୍ତି ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତମାନେ। ଆନନ୍ଦ ଉଲ୍ଲାସରେ ମା’ଙ୍କୁ ବିଦାୟ ଦିଆଯାଉଛି। ଗତ ପାଞ୍ଚ...
ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଆଶ୍ୱୀନ ମାସ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ...





















