ରାଉରକେଲାରେ ନିୟନ୍ତ୍ରଣ ହେଉନି ଝାଡ଼ାବାନ୍ତି ସ୍ଥିତି, ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ନୂଆ ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ନୟନ୍ତ୍ରଣକୁ ଆସୁନାହିଁ। ଗୁରୁବାର ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁଣି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଥିବାବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ବୁଧବାର ଦିନ ସ୍ଵାସ୍ଥ୍ୟ...
ମାଓବାଦୀଙ୍କ ସହ ମୁକାବିଲା ହେବ ଆହୁରି ବ୍ୟାପକ, ଓଡ଼ିଶା ପୋଲିସ ପାଇଁ କିଣାଯିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମାଓବାଦୀଙ୍କ ସହ ମୁକାବିଲା ଲାଗି ଓଡ଼ିଶା ପୋଲିସ ପାଇଁ କିଣାଯିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଏଥିରେ ପୋଲିସ ପାଇଁ କର୍ଣ୍ଣରସଟ୍ ବନ୍ଧୁକ ଓ ଅତ୍ୟାଧୁନିକ ଡ୍ରୋନ୍ କିଣିବାକୁ ଯୋଜନା କରାଯାଇଛି। ଭୁବନେଶ୍ୱରରେ ବୁଧବାର...
ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ହାଇକୋର୍ଟଙ୍କ ଅନୁମତି: ଅଲଗା ହେବେ ବର୍ଷା-ଅନୁଭବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଲଗା ହେବେ ଓଲିଉଡ ସେଲିବ୍ରିଟି କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି। ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।
ପୂର୍ବରୁ କଟକ ପରିବାର ଅଦାଲତ...
ଭୁବନେଶ୍ୱରରେ ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’: ଓଡ଼ିଶାର ଜନଜାତି କଳାକୃତି ଏବଂ ଜିଆଇ ମାନ୍ୟତା ପାଇଥିବା ବିଭିନ୍ନ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ୧୮ତମ ‘ତୋଷାଳି’ - ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ...
ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ଭୁବନେଶ୍ଵର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।
ପ୍ରଶାନ୍ତ ଗନ୍ତାୟତଙ୍କର ଭୁବନେଶ୍ଵର,...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜି ପ୍ରଥମେ ମହାପ୍ରଭୁଙ୍କୁ କରାଯିବ ନିମନ୍ତ୍ରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପ୍ରଥମେ ବଡ଼ଠାକୁରଙ୍କୁ କରାଯିବ ନିମନ୍ତ୍ରଣ। ଏଥିପାଇଁ ଗୁରୁବାର ଅପରାହ୍ଣରେ ମହାପ୍ରଭୁଙ୍କ ନିକଟରେ ନିମନ୍ତ୍ରଣ ପତ୍ର ଅର୍ପଣ କରାଯିବ। ଏହାପରେ ଅନ୍ୟ ଧାର୍ମିକ ଅନୁଷ୍ଠାନ...
ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ସୁଧୁରୁଛି – ଶାଳିନୀ ପଣ୍ଡିତ
ଓଡ଼ିଶାଲାଇଭ୍ ବ୍ୟୁରୋ
“ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ସୁଧୁରୁଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ନୂଆ ରୋଗୀଙ୍କ ଅବସ୍ଥା ପୂର୍ବପରି ଆଉ ଗୁରୁତର ହେଉନାହିଁ। ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଶୀଘ୍ର ଭଲ ହୋଇ ଘରକୁ ଫେରୁଛନ୍ତି। ଆସନ୍ତା...
ଭୁବନେଶ୍ୱର: ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପର ବିକାଶ ପାଇଁ ଅର୍ଥ ମଞ୍ଜୁର କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପର ବିକାଶ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏଥିରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଥିବା ୫୦୭ଟି ମଠ, ମନ୍ଦିର...
ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ, ଆଜି ସ୍ଥିତି ଅନୁଧ୍ୟାନ କରିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ମାର୍ଗଶିର ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି...




















