ରୋଷଘର ଚୁଲି ଭଙ୍ଗା ଘଟଣା: ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ଘଟିଛି। କଡ଼ା ସୁରକ୍ଷା ସତ୍ତ୍ଵେ ବଡ଼ଦେଉଳ ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ଏବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ...
ଏବେ ପୁରୀରେ ଗଡ଼ିବ ମୋ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଏବଂ କଟକ ପରେ ଏବେ ପୁରୀ ସହରରେ ଗଡ଼ିବ ମୋ ବସ୍। ପୁରୀ ସହରରେ ପହଞ୍ଚିବ ରାଜ୍ୟ ସରକାରଙ୍କ ମୋ ବସ୍ ସେବା। ଏପ୍ରିଲ ୧ ତାରିଖରୁ ପୁରୀରେ ମୋ...
ବଡ଼ ଠାକୁରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ଣ ୨ଟା ୩୦ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର...
ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ସ୍ଵତନ୍ତ୍ର ବମାନ ଯୋଗେ ୧୨ଟା...
ପୁରୀ ରାଜକୁମାରୀଙ୍କ ହାତଗଣ୍ଠି ପଡ଼ିଲା, ରୋଷଣୀରେ କମ୍ପିଲା ରାଜଧାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର ବୈଦିକ ରୀତିନୀରେ ଶେଷ ହୋଇଛି। ମହାରାଜା ଦିବ୍ୟ ସିଂହଦେବଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ବିବାହ କରିଛନ୍ତି ବର୍ଦ୍ଧମାନର ରାଜକୁମାର ଆଦିତ୍ୟ କେହେରଙ୍କୁ।...
ବର୍ଦ୍ଧମାନ ରାଜକୁମାରଙ୍କ ଜୀବନ ସାଥୀ ହେବେ ଗଜପତି ମହାରାଜାଙ୍କ ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର। ମହାରାଜା ଦିବ୍ୟ ସିଂହଦେବଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ଵରସ୍ଥିତ ହୋଟେଲ ମେ’...
ମିଳିବ ଗୁପ୍ତଧନ ! ପୁଣି ଖୋଳା ହେଲା ପୁରୀ ଏମାର ମଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁପ୍ତଧନ ଆଶାରେ ଶୁକ୍ରବାର ପୁଣି ପୁରୀ ଏମାର ମଠ ଖୋଳା ଆରମ୍ଭ ହୋଇଛି। ଗତ ୨୦୨୧ ମସିହା ସେପ୍ଟେମ୍ବର ୧୬ ତାରିଖରେ ଗୁପ୍ତଧନ ରହିଥିବା ନେଇ ଏମଆର ମଠର ତିନିଟି ଜାଗାକୁ...
ଫେବ୍ରୁଆରି ପହିଲାରୁ ଖୋଲିବ ଶ୍ରୀମନ୍ଦିର – ପୁଣି ହେବ ଜଗା ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ପହିଲାରୁ ପୁଣି ଜଗା ଦର୍ଶନ
ପୂର୍ବ ଭଳି ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
କୋଭିଡ୍ ନିୟମ ମାନି ଦର୍ଶନ କରିବେ ଶ୍ରଦ୍ଧାଳୁ
ଫେବ୍ରୁଆରି ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର।...
ପଞ୍ଚାୟତ ନିର୍ବାଚନ ବେଳେ କଂଗ୍ରେସରେ ଫୁଟିଲା ‘ପ୍ରସାଦ ବୋମା’
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଗାଁ ଗଣ୍ଡାରେ ସୃଷ୍ଟି ହୋଇଛି ନିର୍ବାଚନୀ ମାହୋଲ। ପଞ୍ଚାୟତ ବାଜି ଜିତିବାକୁ ବିଜେଡି, ବିଜେପି କମର କଷୁଥିବା ବେଳେ...
ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୧୦ ତାରିଖଠାରୁ ଲାଗୁ ହେବ। ସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ ପାଇଁ ଅନୁମତି ଦିଆଯାଇ ନାହିଁ।...




















