ପବିତ୍ର ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ସ୍ୱତନ୍ତ୍ର ନୀତିକାନ୍ତି ଯୋଗୁଁ ଶ୍ରୀମନ୍ଦିରରେ ସର୍ବସାଧାରଣ...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି – ଅପରାହ୍ନ ୪ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି। ଏହି ଅବସରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ତେଣୁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ...
୪ ମାସ ପରେ ଜଗା ଦର୍ଶନ – ଭାବର ଠାକୁରଙ୍କୁ ଦେଖି ଭକ୍ତ ଆଖିରେ ଭାବର ଲୁହ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ମଧ୍ୟରେ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଜଗା ଦର୍ଶନ ଆରମ୍ଭ ହୋଇଛି।
୪ ମାସ ପରେ ଆଜି ଭକ୍ତ ଭଗବାନଙ୍କର ଅପୂର୍ବ ମିଳନ ହୋଇଛି। ରତ୍ନ ସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି...
ପୁରୀ ବାହାର ବାସିନ୍ଦାଙ୍କ ପାଇଁ ଅଗଷ୍ଟ ୧୬ରୁ ଖୋଲିବ ସ୍ଵର୍ଗଦ୍ଵାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗଷ୍ଟ ୧୬ରୁ ଖୋଲିବ ସ୍ଵର୍ଗଦ୍ଵାର। କୋଭିଡ କଟକଣା ଭିତରେ ପୁରୀ ବାହାର ବାସିନ୍ଦା ସ୍ଵର୍ଗଦ୍ଵାରରେ ଶବ ସତ୍କାର କରିପାରିବେ। ଏନେଇ ଶନିବାର ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।
ରାଜ୍ୟରେ କରୋନାର...
ବିମାନ ବନ୍ଦର ପାଇଁ ସିପସରୁବାଲିକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ସବୁଜ ସଙ୍କେତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଦ୍ଵିତୀୟ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ପୁରୀର ସିପସରୁବାଲି ଚୂଡ଼ାନ୍ତ ହୋଇଛି। ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଏହି ସ୍ଥାନକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସବୁଜ ସଙ୍କେତ ମିଳିଛି।
ଏୟାର...
ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଛି ଧର୍ମାନୁଷ୍ଠାନ – ଅଗଷ୍ଟ ୧୬ରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଧର୍ମାନୁଷ୍ଠାନଗୁଡ଼ିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲି ଦିଆଯାଇଛି। ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି।...
ଖୋଲିଲା କୋଣାର୍କର ସୂର୍ଯ୍ୟ ମନ୍ଦିର – ଦୈନିକ ୨ହଜାର ପର୍ଯ୍ୟଟକଙ୍କୁ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କୋଣାର୍କର ବିଶ୍ଵପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଏସଓପି ଜାରି କରାଯାଇଛି। ଏସଓପି ଅନୁସାରେ ମନ୍ଦିର ଭିତରକୁ ଦୈନିକ ୨ ହଜାର ପର୍ଯ୍ୟଟଙ୍କୁ...
ସମଗ୍ର ରାଜ୍ୟରେ କୋହଳ କଟକଣା – ଫୋକସ୍ରେ କଟକ, ଭୁବନେଶ୍ଵର, ପୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ପରିସ୍ଥିତି ଓ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟାକୁ ଆପଣେଇଛନ୍ତି ରାଜ୍ୟ ସରକାର। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ କମ୍...
ଖବର ବିଶ୍ଳେଷଣ – କୋହଳ କରାଯାଉ ଶ୍ରୀମନ୍ଦିର ଦର୍ଶନ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ପାଇଁ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଏହାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଅନ୍ୟପଟେ କରୋନା କଟକଣା ଭିତରେ ଦର୍ଶନ ବ୍ୟବସ୍ଥାକୁ ଅନୁମତି...
ଆହା କି ସୁଆଦିଆ ଆମ ରସଗୋଲା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=nweMqG0gk90]ରସଗୋଲା ହେଉଛି ମିଠାମାନଙ୍କ ରାଜା। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। କୁହାଯାଏ ନୀଳାଦ୍ରି ବିଜେ ସମୟରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ...




















