ଛେରାପହଁରା ନୀତିରେ ଗଜପତିଙ୍କ ୫୦ ବର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଚଳିତ ବର୍ଷ ରଥଯାତ୍ରାରେ ଗଜପତି ମହାରାଜା ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ଏବର୍ଷକୁ ମିଶାଇ ଛେରାପହଁରାରେ ୫୦ବର୍ଷ...

ଶ୍ରୀଜିଉଙ୍କ ‘ଛେରା ପହଁରା’ ନୀତି ସମ୍ପନ୍ନ – ଆରମ୍ଭ ହୋଇଛି ରଥ ଟଣା କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରିବାପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଥିବା ତିନି ରଥର...

ବାହୁଡ଼ାଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପ୍ରିୟ ପୋଡ଼ ପିଠା ଭୋଗ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଡ଼ ପିଠା ହେଉଛି ଏକ ପାରମ୍ପରିକ ପିଠା। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହୁଏ ଏହି ପୋଡ଼ ପିଠା। ଓଡ଼ିଶାରେ ଏହି ପିଠାର ସ୍ଵତନ୍ତ୍ର ପରିଚୟ ରହିଛି। ବାହୁଡ଼ାଯାତ୍ରାରେ ମାଉସୀଙ୍କ ପ୍ରସ୍ତୁତ...

ପବିତ୍ର ବାହୁଡ଼ାଯାତ୍ରା – ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ନୀତିକାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ ଓ କାହାଳି ତାଳେ ତାଳେ...

ଆଜି ହେବ ଲକ୍ଷ୍ମୀ-ନାରାୟଣ ଭେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହୁଡ଼ାଯାତ୍ରାର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି ଲକ୍ଷ୍ମୀ ନାରାୟଣ ଭେଟ। ଅଭିମାନିନୀ ମା’ ଲକ୍ଷ୍ମୀ ଆଜି ଶ୍ରୀନଅରରେ ପ୍ରଭୁ ଜଗନ୍ନାଥଙ୍କୁ ଭେଟିବେ। ମା’ ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କୁ ନେଇ ମାଉସୀ...

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା – ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ। ଏଥିପାଇଁ ସେବାୟତମାନେ ରାଘବ ଦାସ ମଠ ଠାରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମସ୍ତକର ଶୋଭା...

ମହାପ୍ରଭୁଙ୍କ ବାହୁଡ଼ା ପ୍ରସ୍ତୁତି – ତିନି ରଥର ହେବ ଦକ୍ଷିଣ ମୋଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ନନ୍ଦିଘୋଷ ରଥର ଚକ ଭାଙ୍ଗିବାପରେ ଆଜିଠୁ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି। ଏଥିପାଇଁ ମହାପ୍ରଭୁଙ୍କ ପାଖରୁ ଆଜ୍ଞାମାଳ ଆସି...

ମହାପ୍ରଭୁଙ୍କ ଦକ୍ଷିଣମୋଡ଼ ପୂର୍ବରୁ ତିନି ରଥରେ ଫାଟ, ଚାଲିଛି ମରାମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜୁଲାଇ ୧୭ତାରିଖରେ ତିନିରଥର ହେବ ଦକ୍ଷିଣ ମୋଡ଼। ପ୍ରତିବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ତିନି ରଥର ଯାଞ୍ଚ କରାଯାଇଥାଏ। ଆଜି ମଧ୍ୟ ଏକ ସ୍ଵତନ୍ତ୍ର...

ଶ୍ରୀମନ୍ଦିରର ୨୦ ବିଲୁପ୍ତ ସେବା

ଶୁଭ୍ରାଂଶୁ ପଣ୍ଡା ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ବିଷୟରେ ଆସନ୍ତୁ ଜାଣିବା। ପ୍ରାତରୁତ୍‌ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା ଇତି ବିଶ୍ଵାବସୋର୍ବାଣୀଂ...

ଦଳୀୟ ସାଙ୍ଗଠନିକ ସ୍ଥିତିକୁ ନେଇ ବିଜେଡି ସୁପ୍ରିମୋଙ୍କ ସମୀକ୍ଷା

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ମଙ୍ଗଳବାର ଦିନ ଏହି ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି।...