ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା – କଟକରୁ ୧୩ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା। ବିଭିନ୍ନ ଜିଲ୍ଲାକୁ ଫେରିଥିବା କୁମ୍ଭମେଳା ଫେରନ୍ତା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏମାନଙ୍କ ପାଇଁ ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି...

ପିପିଲି ଉପନିର୍ବାଚନ ପାଇଁ ମେ’ ୧୩ରେ ହେବ ଭୋଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ। ଆସନ୍ତା ମେ' ୧୩ ତାରିଖରେ ପିପିଲିରେ ଭୋଟ ହେବ। ଏନେଇ ଶୁକ୍ରବାର ରାଜ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମେ' ୧୩...

ଏଣିକି ଶ୍ରୀମନ୍ଦିରରେ ରାତି ୮ଟା ଯାଏଁ ହେବ ଜଗା ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ। ସେହିପରି ଆସନ୍ତା ୨୪ ତାରିଖରୁ ସପ୍ତାହର ଦୁଇଦିନ...

କରୋନା କଟକଣା – ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଏହି ଦୁଇଦିନ ମନ୍ଦିର ପରିସରକୁ ସାନିଟାଇଜ କରାଯିବ। ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବ।...

ବିଜେପୁର ବାଟ ଧରିବ କି ପିପିଲି?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପିପିଲି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ଖରାପ, ଲଢ଼େଇ ବିଜେପି ଓ ବିଜେଡି ମଧ୍ୟରେ ସୀମିତ। ପିପିଲି ଉପନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିଲା ବେଳେ ମୁଖ୍ୟତଃ ଦୁଇଟି ଦଳ ବିଜେଡି ଆଉ...

ଶେଷ ଚରଣରେ ପିପିଲି ନିର୍ବାଚନ ପ୍ରଚାର, ନେତାଙ୍କ ତୋଫାନୀ ଗସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳର ଦଳୀୟ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ଦଳୀୟ...

ପିପିଲି ଉପନିର୍ବାଚନ – ରୁଦ୍ରଙ୍କ ପାଇଁ ଆଜି ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଅପରାହ୍‌ଣ ୪ଟାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ...

୩୫ ମାସରେ ପିପିଲିବାସୀଙ୍କୁ ସୁଶାସନ ଦେବି – ଆଶ୍ରିତ ପଟ୍ଟନାୟକ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=fufgMctTFSk] ଏଥର ଉପନିର୍ବାଚନରେ ପିପିଲି ଆସନ ଜିତିବାକୁ ରଣକୌଶଳ ପ୍ରସ୍ତୁତ କରିଛି ବିଜେପି। "ବିଗତ ୩୫ ବର୍ଷର କୁଶାସନରେ ପିପିଲିର ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ତେଣୁ ସେମାନେ ନିଷ୍ପତ୍ତି ନେଇ ସାରିଛନ୍ତି ଆଗାମୀ...

ଏଥର ପିପିଲିରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ?

(ପିପିଲିରୁ ଶୁଭଶ୍ରୀ ନାୟକ ଓ ବିଶ୍ଵଜିତ ସାହୁ) [youtube https://www.youtube.com/watch?v=M6P-ybn4Wis] ଉପନିର୍ବାଚନ ପାଇଁ ସରଗରମ ହେଉଛି ପିପିଲି ରାଜନୀତି, କିଏ ହେବ ପିପିଲିର ଆଗାମୀ ମହାରଥୀ? ଫାଟିବ ଶଙ୍ଖ ଫୁଟିବ ପଦ୍ମ… ୩୫ ବର୍ଷ ବନାମ ୩୫ ମାସ… ପିପିଲିରେ...

ପୁରୀରେ ୧୨ରାଜ୍ୟର ପର୍ଯ୍ୟଟଙ୍କ ପାଇଁ କଟକଣା – ଦର୍ଶନ ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ପର୍ଯ୍ୟଟକମାନଙ୍କ ପାଇଁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଏଣିକି ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ପ୍ରଶାସନର ତୀକ୍ଷ୍ଣ...