କୋରାପୁଟରେ ଅନରକିଲିଂ – ପରିବାରର ଆତ୍ମସମ୍ମାନ ପାଇଁ ବଳି ପଡ଼ିଲେ ପ୍ରେମୀଯୁଗଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାସେ ହେଲା ଚାଲିଥିଲା ତଦନ୍ତ ହତ୍ୟା ଅଭିଯୋଗରେ ଗିରଫ ହେଲେ ୫ ଅଭିଯୁକ୍ତ ଝିଅର ବାପା, ଭାଇ ଏବଂ ତିନି ସହଯୋଗୀ ଗିରଫ ପରିବାରର ଆତ୍ମସମ୍ମାନ ପାଇଁ ପୁଣି ବଳିପଡ଼ିଲେ ପ୍ରେମୀଯୁଗଳ।...

ଡି ଲିଙ୍କ୍ – କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧଳସାମନ୍ତ ବ୍ରଦର୍ସଙ୍କ ସହ ଲିଙ୍କ୍ ଅଭିଯୋଗରେ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ରଞ୍ଜିତା ଖୁବ୍‌ଶୀଘ୍ର ଜେଲ୍‌ରୁ ମୁକୁଳିବେ। ଗତ ମାର୍ଚ୍ଚ ୭ ତାରିଖରେ ରଞ୍ଜିତାଙ୍କୁ କମିଶନରେଟ୍ ପୋଲିସ ଗିରଫ...

ଦେଶ ବିରୋଧୀ ମେସେଜ୍‌ ପଠାଇବା ହେଲା କାଳ, ଜେଲ୍‌ରେ ‘ହ୍ୱାଟ୍‌ସଆପ୍‌ ଗ୍ରୁପ୍’ ଆଡମିନିଷ୍ଟ୍ରେଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଦେଶ ବିରୋଧୀ ମ୍ୟାସେଜ ପଠାଇବା ଅଭିଯୋଗରେ ମଧ୍ୟପ୍ରଦେଶର ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ଆଡମିନଷ୍ଟ୍ରେଟର ଜୁନେଦ ଖାନ୍‌ ୫ ବର୍ଷ ହେଲା ଜେଲ୍ ଯାଇଛନ୍ତି। ପିଲା ଚୋରି ଗୁଜବ ସଂପର୍କିତ ମେସେଜ୍‌କୁ କେନ୍ଦ୍ର...

ଟିଟୋ ଦେଲା ଚାଞ୍ଚଲ୍ୟକର ବୟାନ, କହିଲା – ମତେ ଫସାଇ ଦିଆଯାଇଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିମାଣ୍ଡ ଅବଧି ଶେଷ ହେବା ପରେ ଗ୍ୟାଙ୍ଗଷ୍ଟର ଟିଟୋ ଆଜି ଜେଲ୍ ଯାଇଛି। କେନ୍ଦ୍ରାପଡ଼ାର ବାରିମୂଳ ଜେଲ୍‌କୁ ଟିଟୋକୁ ପଠାଇ ଦିଆଯାଇଛି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବା ବେଳେ ଟିଟୋ...

ଟିଟୋ ସ୍ତ୍ରୀକୁ ଜେରା କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିଟୋ ସ୍ତ୍ରୀକୁ ଦେଢ଼ଘଣ୍ଟା ଜେରା କେନ୍ଦ୍ରାପଡ଼ା ଡିଲାରପୁର ଘରେ ଜେରା ଏତେ ସମ୍ପତ୍ତି କୁଆଡୁ ଆସିଲା? ସିଏସ୍‌ଓ ଅଫିସରେ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ ପେଟ୍ରୋଲ ପମ୍ପ୍ ଲାଇସେନ୍ସକୁ ନେଇ ଖୋଳତାଡ଼ ଗ୍ୟାଙ୍ଗଷ୍ଟର...

ବଢ଼ୁଛି ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ସାତ ମାସ ଭିତରେ ଅନ୍ତତଃ ଦଶଟି ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର ବିଷୟ ହେଲା...

ଟିଟୋର ୫ଟି ଆକାଉଣ୍ଟ ଫ୍ରିଜ୍ କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫ଟି ଆକାଉଣ୍ଟରେ ଥିଲା ୧୬ ଲକ୍ଷ ୪୨ ହଜାର ଟଙ୍କା ବେଆଇନ୍ ପେଟ୍ରୋଲ ପମ୍ପକୁ ନେଇ ଖୋଳତାଡ଼ ସ୍କାନର୍‌ରେ ଟିଟୋ ସ୍ତ୍ରୀ ଟିଟୋ ସ୍ତ୍ରୀକୁ ଜେରା କରିବ କ୍ରାଇମବ୍ରାଞ୍ଚ ଦିନ ଯେତିକି...

ବୋହୂର ଲୋମଟାଙ୍କୁରା ବୟାନ: ‘ସ୍ୱାମୀ-ଶାଶୂ ଧରିଲେ, ଶ୍ୱଶୁର କିରୋସିନ ଢ଼ାଳି ନିଆଁ ଲଗାଇଦେଲେ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ବୋହୂ। ସ୍ୱାମୀ, ଶାଶୂ ଏବଂ ଶ୍ୱଶୁର ବୋହୂକୁ ମିଳିମିଶି ପୋଡ଼ିଦେବା ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଚହଳ ପକାଇ ଦେଇଛି। "ବନ୍ଦ କୋଠରୀରେ ସ୍ୱାମୀ ଏବଂ ଶାଶୂ...

ଟିଟୋର ଓଲିଉଡ ଲିଙ୍କ୍, ‘ବିଶ୍ୱନାଥ’ ଫିଲ୍ମ ନିର୍ମାଣରେ ଲାଗିଛି ଟିଟୋର ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିଟୋର ଓଲିଉଡ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ସୁରାକ୍‌। ଓଲିଉଡ୍‌ରେ ଲାଗିଛି ଗ୍ୟାଙ୍ଗ୍‌ଷ୍ଟାର ଟିଟୋର ଟଙ୍କା। ଚିଟ୍‌ଫଣ୍ଡ ଟଙ୍କାରେ ଓଡ଼ିଆ ଫିଲ୍ମ ନିର୍ମାଣ ହେବାପରେ ଏବେ ଗ୍ୟାଙ୍ଗଷ୍ଟର ଟିଟୋ ଟଙ୍କାରେ ଓଲିଉଡ ଫିଲ୍ମ...

ଟିଟୋ ସାମ୍ରାଜ୍ୟର ଜନ୍ମ ଜାତକ: ଆଳୁ ବେପାରୀରୁ ଗ୍ୟାଙ୍ଗଷ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରାଇମବ୍ରାଞ୍ଚ କବ୍‌ଜାରେ ଗ୍ୟାଙ୍ଗଷ୍ଟର ଟିଟୋ। ଆଳୁ ବେପାରୀରୁ ଅପରାଧ ଜଗତର ବାଦଶାହ ପାଲଟିଥିବା ଟିଟୋ ସାମ୍ରାଜ୍ୟ ଉପରୁ ଉଠୁଛି ପରଦା। ସୟଦ ଉସମାନ ଅଲ୍ଲୀ ଓରଫ୍ ଟିଟୋ। ଏହି ନାଁ ଶୁଣିଲେ କେନ୍ଦ୍ରାପଡ଼ାରୁ...