ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଲିଖିତ ୩ଟି ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂରାଜୀ ପୁସ୍ତକ ‘ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍’ ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ ‘ସ୍ନେହଲତାର ଶେଷ ଚିଠି’ ଏବଂ ‘ଅନ୍ଧଶ୍ରଦ୍ଧା’ ଉନ୍ମୋଚିତ ଡକ୍ଟର ଫକୀର ମୋହନ ନାହାକଙ୍କୁ ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାର ପଞ୍ଜାବର ମୋହାଲି ସ୍ଥିତ...

ନୟାପଲ୍ଲୀ ଦୁର୍ଗାପୂଜା : ଏଥର ତୋରଣରେ ‘ମାତୃଭକ୍ତି’

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ଖୁବ୍ ଧୁମଧାମରେ ଦଶହରା ପର୍ବ ପାଳନ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇପଡ଼ିଛି। ସହରର ୧୭୮ଟି ପୂଜା ମଣ୍ଡପରେ ମା’...

ବିଶାଖାପାଟଣାରେ ୪୪ ବର୍ଷର ପରମ୍ପରା ବଜାୟ ରଖିଛନ୍ତି ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କୌଣସି ସଂଗଠନ ହେଉ କିମ୍ବା ପରମ୍ପରା, ସମୟ ପରିବର୍ତ୍ତନ ହେବା ସହ ତାହା ଧୀରେ ଧୀରେ ମଉଳି ଯାଏ। କିନ୍ତୁ ବିଶାଖାପାଟଣା ସହରରେ ରହିଥିବା ପ୍ରବାସୀ...

କୋରାପୁଟ: ବିଏସଏଫ ପକ୍ଷରୁ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ ଜିଲ୍ଲା ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ସେପ୍ଟେମ୍ବର ୨ ତାରିଖରେ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀମା ସୁରକ୍ଷା ବଳର ସଂଗଠନ,...

ଆଜି ଜାତୀୟ ନଡ଼ିଆ ଦିବସ : ଚିତ୍ରକଳାରେ ନଡ଼ିଆର ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଜାତୀୟ ନଡ଼ିଆ ଦିବସ। ନଡ଼ିଆ ପାଟିକୁ ଯେତେ ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ । ନଡ଼ିଆର ବିଭିନ୍ନ ଅଂଶକୁ ଆମେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉ। ନଡ଼ିଆ...

୬ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ପୁଞ୍ଜି ନିବେଶକଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଦେଶରେ ପୁଞ୍ଜି ନିବେଶ କରିବା ପାଇଁ ଓଡ଼ିଶା...

ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ, ଦ୍ୱାଦଶ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ଉତ୍ସବରେ...

ପାର୍ବଣ ପାଇଁ କଟକଣା: ୨୦ ଫୁଟ୍ ଟପିବନି ମୂର୍ତ୍ତିର ଉଚ୍ଚତା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣେଶପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ପ୍ରିଭେନ୍ସନାଲ ଆଣ୍ଡ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ ରୁଲ୍ସ-୨୦୧୧’ ଆଧାରରେ କଟକଣା ଲଗାଯାଇଛି । କଟକଣା ଅନୁସାରେ ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିର...

ପାପଡାହାଣ୍ଡି ସହିଦ ସ୍ତମ୍ଭ ସହିଦଙ୍କ ତ୍ୟାଗର ମୂକ ସାକ୍ଷୀ: ସାଂସଦ ରମେଶ ଚନ୍ଦ୍ର ମାଝି

(ନବରଙ୍ଗପୁରରୁ କୁନା ପାତ୍ର): ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ପାପଡାହାଣ୍ଡିଠାରେ ସହିଦ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗଦେଇ ଇତିହାସକୁ ପରିବର୍ତ୍ତନ କରିବାର...

ପଦ୍ମ ପୁରସ୍କାର ପାଇଁ ‘ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ’ କାର୍ଯ୍ୟକ୍ଷମ: ଜାଣନ୍ତୁ ପଦ୍ମ ପୁରସ୍କାରର ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟକ୍ତିବିଶେଷ ଓ ସଂଗଠନଗୁଡିକୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ୨୦୨୩  ଅବସରରେ ପ୍ରଦାନ କରାଯିବାକୁ ଥିବା...