ଆଜି ଦେଶର ଦୁଇ ମହାନାୟକ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର ୧୫୩ତମ ଜୟନ୍ତୀ ପାଳନ ହେଉଥିବାବେଳେ ଶାସ୍ତ୍ରୀଜୀଙ୍କର...

ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଏୟାର ସୋ’ର ଫୁଲ୍ ଡ୍ରେସ ଅଭ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’। ଏହା ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ର...

ସ୍ଵପ୍ନାଦେଶ ପରେ କନିକା ରାଜାଙ୍କ ମେଣ୍ଢାଶାଳ ଜମିରୁ ଆବିର୍ଭାବ ହୋଇଥିଲେ ମା’ କଟକଚଣ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକ ଚଣ୍ଡୀ ପୂଜା ପାଇଆସୁଛନ୍ତି।...

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି.ଏସ୍‍ ମୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର...

ଅକ୍ଟୋବର ୨୮ ତାରିଖରେ ଧଉଳି ଶାନ୍ତିସ୍ତୁପ ପାଳିବ ସୁବର୍ଣ୍ଣ ଜୟନ୍ତୀ  

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଏହାକୁ ସ୍ମରଣୀୟ କରିବା ପାଇଁ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ...

ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଲିଖିତ ୩ଟି ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂରାଜୀ ପୁସ୍ତକ ‘ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍’ ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ ‘ସ୍ନେହଲତାର ଶେଷ ଚିଠି’ ଏବଂ ‘ଅନ୍ଧଶ୍ରଦ୍ଧା’ ଉନ୍ମୋଚିତ ଡକ୍ଟର ଫକୀର ମୋହନ ନାହାକଙ୍କୁ ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାର ପଞ୍ଜାବର ମୋହାଲି ସ୍ଥିତ...

ନୟାପଲ୍ଲୀ ଦୁର୍ଗାପୂଜା : ଏଥର ତୋରଣରେ ‘ମାତୃଭକ୍ତି’

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ଖୁବ୍ ଧୁମଧାମରେ ଦଶହରା ପର୍ବ ପାଳନ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇପଡ଼ିଛି। ସହରର ୧୭୮ଟି ପୂଜା ମଣ୍ଡପରେ ମା’...

ବିଶାଖାପାଟଣାରେ ୪୪ ବର୍ଷର ପରମ୍ପରା ବଜାୟ ରଖିଛନ୍ତି ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କୌଣସି ସଂଗଠନ ହେଉ କିମ୍ବା ପରମ୍ପରା, ସମୟ ପରିବର୍ତ୍ତନ ହେବା ସହ ତାହା ଧୀରେ ଧୀରେ ମଉଳି ଯାଏ। କିନ୍ତୁ ବିଶାଖାପାଟଣା ସହରରେ ରହିଥିବା ପ୍ରବାସୀ...

କୋରାପୁଟ: ବିଏସଏଫ ପକ୍ଷରୁ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ ଜିଲ୍ଲା ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ସେପ୍ଟେମ୍ବର ୨ ତାରିଖରେ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀମା ସୁରକ୍ଷା ବଳର ସଂଗଠନ,...

ଆଜି ଜାତୀୟ ନଡ଼ିଆ ଦିବସ : ଚିତ୍ରକଳାରେ ନଡ଼ିଆର ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଜାତୀୟ ନଡ଼ିଆ ଦିବସ। ନଡ଼ିଆ ପାଟିକୁ ଯେତେ ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ । ନଡ଼ିଆର ବିଭିନ୍ନ ଅଂଶକୁ ଆମେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉ। ନଡ଼ିଆ...