ଘରେ ପ୍ରସ୍ତୁତ କରନ୍ତୁ ମାଛ ସାକରା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଛ ସାକରା ହେଉଛି ଗଞ୍ଜାମର ପ୍ରସିଦ୍ଧ ଖାଦ୍ୟ। ଜାଣନ୍ତୁ, ଏହାକୁ କେମିତ ପ୍ରସ୍ତୁତ କରିବେ?
ପ୍ରଥମେ ୩୦୦ ଗ୍ରାମ୍ ମାଛକୁ ଧୋଇ ସେଥିରେ ଲୁଣ ହଳଦୀ ମିଶାଇ ମ୍ୟାରିନେଟ୍ କରନ୍ତୁ।
ଏବେ ଗ୍ୟାସ୍ ଲଗାଇ...
କେମିତି ଘରେ ପ୍ରସ୍ତୁତ କରିବେ ସୁଆଦିଆ ଝାଲ ମୁଢ଼ି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆମାନଙ୍କ ଏକ ପ୍ରିୟ ଖାଦ୍ୟ ହେଉଛି ମୁଢ଼ି। ସାଧାରଣତଃ ସନ୍ଧ୍ୟା ସମୟରେ ଓଡ଼ିଆମାନେ ଝାଲ ମୁଢ଼ି ଖାଇବାକୁ ବେଶ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଘରେ କେମିତି ବନେଇବେ ଓଡ଼ିଆ ଷ୍ଟାଇଲରେ...
ଜାଣନ୍ତୁ, ଘରେ କେମିତି ପ୍ରସ୍ତୁତ କରିବେ ମଟନ୍ ଡାଲମା?
ଓଡ଼ିଶାଲାଇଭ୍ ବ୍ୟୁରୋ
ମଟନ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ମଟନକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରିପାରିବେ। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଭିନ୍ନ ଷ୍ଟାଇଲ୍ରେ ମଟନ ଡାଲମା ବା ମାଂସ ଡାଲମା।
ସାମଗ୍ରୀ
ଖାସି ମାଂସ...
ମାଷ୍ଟରସେଫ୍ ଇଣ୍ଡିଆ ଫାଇନାଲରେ ଓଡ଼ିଆ ପୁଅ ଅବିନାଶ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଡ଼ିଆ ଖାଦ୍ୟ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରାନ୍ଧି ଫାଇନାଲ ରାଉଣ୍ଡରେ ପହଞ୍ଚିଲେ ଅବିନାଶ ନାୟକ।
ଷ୍ଟାରପ୍ଲସ୍ରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟରସେଫ୍ ଇଣ୍ଡିଆ’ର ସିଜନ୍ ୬ର ଫାଇନାଲରେ ନିଜ...
ବିନା ମାଇକ୍ରୋଓ୍ୱେଭ୍ରେ ପ୍ରସ୍ତୁତ କରନ୍ତୁ ପନିର ଟିକ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ପନିରରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିଛି ଲୋକଙ୍କ ଘରେ ମାଇକ୍ରୋଓ୍ୱେଭ୍ ବା ତନ୍ଦୁର ଚୂଲ୍ଲୀ ନ ଥିବାରୁ ଏହାକୁ ଘରେ ପ୍ରସ୍ତୁତ କରିପାରନ୍ତି ନାହିଁ। ତେବେ...
ଘରେ କେମିତି ପ୍ରସ୍ତୁତ କରିବେ ଚା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଚା’ ପିଇବା ସମସ୍ତଙ୍କ ଇଛା। କିନ୍ତୁ କିଛି ଲୋକ ଚା’ ପ୍ରସ୍ତୁତ କରିବା ବେଳେ ଚା’କୁ ପାଣିଚିଆ କରି ଦିଅନ୍ତି, ତ କିଛି ଲୋକ ଚା’କୁ ଠିକ୍ ସେ କରିପାରନ୍ତି ନାହିଁ।...
ବିଛଣାରେ ବସି ଖାଦ୍ୟ ଖାଉଛନ୍ତି କି? ସ୍ୱାସ୍ଥ୍ୟ ପାଇଁ ହେବ କ୍ଷତିକାରକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକାଂଶ ଲୋକଙ୍କର ବିଛଣାରେ ବସି ଖାଦ୍ୟ ଖାଇବାର ଏକ ମନ୍ଦ ଅଭ୍ୟାସ ରହିଥାଏ। ହେଲେ ଆପଣ ଜାଣନ୍ତି କି ବିଛଣାରେ ବସି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ବିଭିନ୍ନ ରୋଗ ହୋଇପାରେ।...
ଜାଣନ୍ତୁ, କେମିତି କରିବେ ଗ୍ରୀନ୍ ମଟର ପରଟା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତୁ ଜାଣିବା ଟେଷ୍ଟି ଗ୍ରୀନ୍ ମଟର ପରଟା ବନାଇବାର ପ୍ରଣାଳୀ ସମ୍ପର୍କରେ…
ଆବଶ୍ୟକୀୟ ସାମଗ୍ରୀ – ୧ କପ୍ ଗ୍ରୀନ୍ ମଟର, ୨ କପ୍ ଅଟା, ୨ଟି ସିଝାଆଳୁ, ୧ଟି ପିଆଜ, ୨ ଚାମଚ...
ପିଲାଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସେଓ ରାବିଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ଛୋଟ ପିଲାମାନଙ୍କୁ ମିଠା ଖାଇବାକୁ ବେଶ୍ ପସନ୍ଦ କରିଥା’ନ୍ତି। ଏଥିପାଇଁ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସେଓ ରାବିଡ଼ି।
ଗ୍ୟାସ୍ରେ ଗୋଟେ ପ୍ୟାନ୍ ବସାଇବେ। ଏବେ ଏଥିରେ ଗୋଟେ ଚାମଚ ଘିଅ ପକାଇବେ।...
ଘରେ କରନ୍ତୁ ମାଣ୍ଡିଆ ରସାବଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଣ୍ଡିଆ ଖାଇବା ସ୍ୱାସ୍ଥ୍ୟପାଇଁ ବେଶ୍ ଲାଭଦାୟକ। ମାଣ୍ଡିଆରେ ପ୍ରସ୍ତୁତ ଖିରି ସମସ୍ତେ ଖାଇଥିବେ ମାତ୍ର ମାଣ୍ଡିଆରେ ପ୍ରସ୍ତୁତ ରସାବଳି ବେଶ୍ ସୁଆଦିଆ।
ରାବିଡ଼ି – ଗୋଟେ ଲିଟର କ୍ଷୀରକୁ ଫୁଟାଇ ଫୁଟାଇ ମାରିଦେବେ।...





















