ଭୁବନେଶ୍ଵରରେ ‘ବିଶ୍ଵ ଛେନାପୋଡ଼ ଦିବସ’ – ସାରା ବିଶ୍ଵକୁ ଦେଉଛି ଓଡ଼ିଆ ଖାଦ୍ୟସଂସ୍କୃତିର ବାର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ 'ବିଶ୍ଵ ଛେନାପୋଡ଼ ଦିବସ' ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ ଏହି ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଏଠାରେ ଛେନାପୋଡ଼ର ଉତ୍ପତ୍ତି, ପ୍ରସାର ଓ...

ଭୁବନେଶ୍ୱରସ୍ଥିତ ଓଡ଼ିଶାଲାଇଭ୍ ମୁଖ୍ୟ କାର୍ଯ୍ୟାଳୟରେ ‘ବିଶ୍ୱ ଛେନାପୋଡ଼ ଦିବସ’ 

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ବିଶ୍ଵ ଛେନାପୋଡ଼ ଦିବସ। ନୟାଗଡ଼ ଜିଲ୍ଲା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟଠାରେ...

ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରୀରାମ ନବମୀ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପାବନ କ୍ଷେତ୍ରରେ ଗୁରୁବାର ଦିନ ଧୁମଧାମରେ ପାଳନ ହୋଇଯାଇଛି ଶ୍ରୀରାମ ନବମୀ ଉତ୍ସବ। ୯ ଦିନ ଧରି ଚାଲିବ ପ୍ରଭୁ ଶ୍ରୀରାମଙ୍କ...

ବଢ଼େଇ ବାଙ୍କରେ ଅଟକିଲା ବାବା ଲିଙ୍ଗରାଜଙ୍କ ରୁକୁଣା ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଅଶୋକାଷ୍ଟମୀ ତିଥି ସାଙ୍ଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ଉତ୍ସାହର ସହ ରଥ ଟାଣିବାକୁ ଏକାଠି ହୋଇଥିଲେ...

ଆଜି ରୁକୁଣା ରଥଯାତ୍ରା, ୩ଟା ପରେ ଗଡ଼ିବ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ, ରୁକୁଣା ରଥ ଟାଣିବାକୁ ଉତ୍ସାହର ସହ ଚାହିଁରହିଛନ୍ତି ଭକ୍ତ। ବୁଧବାର ଦିନ ଅଶୋକାଷ୍ଟମୀ ଅବସରେ...

ନବରଙ୍ଗପୁରରେ ୯ ଦିନ ଧରି ଚାଲିବ ମା’ ଭଣ୍ଡାରଘରଣୀ ଓ ମା’ ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରେ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ଏବଂ ମା’ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ନବଦିନାତ୍ମକ ଘଟଯାତ୍ରା ବା ଘଟପର୍ବ। ଆସନ୍ତା ଏପ୍ରିଲ ୪ ତାରିଖ...

ମାଟି କଣ୍ଢେଇରୁ କାଠି କଣ୍ଢେଇ: ଦକ୍ଷ ବିନ୍ଧାଣୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟି କଣ୍ଢେଇରୁ କାଠି କଣ୍ଢେଇ, ଦକ୍ଷ ବିନ୍ଧାଣୀ ମାଗୁଣି ଚରଣ ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନ। ହଜିଯାଉଥିବା କାଠି କଣ୍ଢେଇ ନୃତ୍ୟକୁ ଜୀବିତ ରଖିବାରେ ତାଙ୍କର ଏହି ପ୍ରୟାସ ପାଇଁ ରାଷ୍ଟ୍ରପତିଙ୍କଠାରୁ...

ବିଶ୍ଵ ପଖାଳ ଦିବସ: ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ଆସ ଜୀବନ ଧନ ମୋର ପଖାଳ କଂସା’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=a2pSli1khlo] ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ କେବଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ...

ଆଃ! ମୋ ପଖାଳ କଂସା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=8xPx-CZEmOE] ଓଡ଼ିଶା ଏବଂ ଓଡ଼ିଆଙ୍କ ନିତିଦିନିଆ ଜୀବନ ସହ ପଖାଳର ସମ୍ପର୍କ ଅତି ନିବିଡ଼ ଓ ପୁରାତନ। ଗଣ୍ଡାଏ ପଖାଳକୁ ଢୋକେ ତୋରାଣି ମନକୁ ଶାନ୍ତି ଆତ୍ମାକୁ ତୃପ୍ତ କରିଦିଏ। ଗାଁଠୁ ସହର...

ଆଜି ବିଶ୍ୱ ପଖାଳ ଦିବସ: ଆସ ପଖାଳର ମଜା ନେବା

ଓଡ଼ିଶାଲାଇଭ୍ ବ୍ୟୁରୋ ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି। ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ...