ଏଥର ଜମିବ ବାଲେଶ୍ୱର ଗଡ଼ଗଡ଼ିଆ ଛକ ଦୁର୍ଗାପୂଜା – ପାରମ୍ପରିକ ବାଦ୍ୟ ନୃତ୍ୟରେ ଦୁଲୁକିବ ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ  (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ସୁନ୍ଦର ଆଲୋକ ମାଳା ଓ ମନଲୋଭା ତୋରଣରେ ଏବେ ହସି ଉଠୁଛି ବାଲେଶ୍ୱର ସହର। ପୂଜା ମଣ୍ଡପଗୁଡ଼ିକରେ ଅଭୟଦାୟିନୀ ମା ଦୁର୍ଗାଙ୍କୁ ଆବାହନ ଲାଗି ପ୍ରସ୍ତୁତି...

ଆଜି ଦୁର୍ଗତିନାଶିନୀଙ୍କ କାତ୍ୟାୟିନୀ ରୂପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ନବରାତ୍ରିର ଷଷ୍ଠ ଦିନ। ଏହି ଦିନ ଦୁର୍ଗାଙ୍କୁ କାତ୍ୟାୟନୀ ବେଶରେ ସଜ୍ଜିତ କରି ପୂଜା କରାଯାଏ। ମା’ଙ୍କ ଏହି ରୂପରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସବୁ କଷ୍ଟ...

ଜୟପୁର ସାଂସ୍କୃତିକ କାଯ୍ୟକ୍ରମରେ ନାଚିଲେ ତାରା ପ୍ରସାଦ ବାହିନୀପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସୌରାସାହିସ୍ଥିତ ମା’ ବସନ୍ତାୟୀ ମନ୍ଦିର ଛକଠାରେ ଭଜନ ସମାରୋହ ସହ ମେଲୋଡି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଷ୍ଟେଜ୍‌ ଉପରେ...

ଆଜି ଷଷ୍ଠୀ- ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ମହାଷଷ୍ଠୀରେ ଆବିର୍ଭାବ ହେବେ ଦଶଭୁଜା। ଏଥିପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଛି। ନୂଆରଙ୍ଗ ଓ ନୂଆରୂପରେ ସଜେଇ ହୋଇଛି ରାଜ୍ୟର...

ବାରବାଟୀ ମା’ଙ୍କ ଷୋଡ଼ଶ ପୂଜା ନୀତି; ଯୁବପିଢ଼ିଙ୍କ ହାତରେ ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ପୁରୀର ବିଭିନ୍ନ ପୀଠ ଓ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି। ପୂଜାକୁ ଅଧିକ...

କଟକ ଦଶହରାରେ ସାହି ମୁରବିମାନଙ୍କର କ’ଣ ଥାଏ ଭୂମିକା?

ଓଡ଼ିଶାଲାଇଭ୍ ବ୍ୟୁରୋ ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା। (କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଶୁଭ୍ର ଆକାଶ ତଳେ ଆଉ ଏକ...

୩୯ତମ ବିଶ୍ୱ କବି ସମ୍ମିଳନୀର ଦ୍ୱିତୀୟ ଦିନ – ‘‘ବୌଦ୍ଧିକ କବିତା ଆମ ଜୀବନକୁ ଆଲୋକିତ କରିଥାଏ’’

ଓଡ଼ିଶାଲାଇଭ୍ ବ୍ୟୁରୋ କିଟ୍‌ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା ବିଶ୍ୱ କବି ସମ୍ମିଳନୀର ଆଜି ଥିଲା ଦ୍ୱିତୀୟ ଦିନ। ଏହି ଦ୍ୱିତୀୟ ଦିନ ସମ୍ମିଳନୀର ବୌଦ୍ଧିକ କବିତା ଅଧିବେଶନକୁ ଉଦ୍‍ଘାଟନ...

ଆରମ୍ଭ ହେଲା ବିଶ୍ୱ କବି ମହାକୁମ୍ଭ – ‘‘କବିତା ମାଧ୍ୟମରେ ହୋଇପାରିବ ସାମାଜିକ ପରିବର୍ତ୍ତନ’’

ଓଡ଼ିଶାଲାଇଭ୍ ବ୍ୟୁରୋ କିଟ୍‌ ସମ୍ମିଳନୀ କକ୍ଷରେ ବିଶ୍ୱ କବି ସମ୍ମିଳନୀ ଗାନ୍ଧୀ ଜୟନ୍ତୀରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହେଲେ ୪ ଜଣ ବିଶିଷ୍ଟ ବ୍ୟକ୍ତି ୬ରେ ଉଦ୍‌ଯାପନୀ ଉତ୍ସବ ଯୋଗ ଦେବେ...

କେମିତି ପ୍ରସ୍ତୁତ କରିବେ ଚିକେନ୍‌ ସୁପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତୁ ଜାଣିବା କିଭଳି ଘରେ ପ୍ରସ୍ତୁତ କରିବା ହଟ୍‌ ଆଣ୍ଡ ସୋର୍‌ ଚିକେନ୍‌ ସୁପ୍‌? ଆବଶ୍ୟକୀୟ ସାମଗ୍ରୀ – ୧୦୦ଗ୍ରାମ୍‌ ବୋନ୍‌ଲେସ୍‌ ଚିକେନ୍‌, ଖଣ୍ଡିଏ ଛୋଟ ଅଦା, ୩ଟି ତେଜପତ୍ର, ୨ଟି ଗୁଜରାତି, ୨ଚାମଚ କର୍ଣ୍ଣଫ୍ଲୋର, ୧ଟି ପିଆଜ, ଅଳ୍ପ ଧନିଆ ପତ୍ର, ୧ଚାମଚ...

ଗାୟତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପଞ୍ଚମୀ। ଶୁକ୍ରବାର ଷଷ୍ଠୀ। ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା’। ଆଜି କଟକ ଚଣ୍ଡୀରେ ମା’ଙ୍କ ଗାୟତ୍ରୀ ବେଶ ଅନୁଷ୍ଠିତ ହୋଇଛି। ସକାଳୁ ମା’ଙ୍କର ଏହି ଅପୂର୍ବ ବେଶ...