ସଙ୍ଗୀତ ନାଟକ ଏକାଡେମୀ, ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମର ହେବ ଡିଜିଟାଲ୍ ପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ କାରଣରୁ ସାରା ଦେଶ ଏବେ ଘରେ ବସିଛି। ଏଭଳି ସମୟରେ ଡିଜିଟାଲ୍ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ସଂସ୍କୃତି ବିଭାଗ। ଓଡ଼ିଶା ସଙ୍ଗୀତ...
ଜୁନ୍ ୫ରେ ସ୍ନାନଯାତ୍ରା – ରାତି ୧ଟାରୁ ଭୋର୍ ୪ଟା ଯାଏଁ ହେବ ମହାପ୍ରଭୁଙ୍କ ପହଣ୍ଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ସକାଳ ୭ଟା୩୦ରୁ ୯ଟା୩୦ ଭିତରେ ସ୍ନାନଯାତ୍ରା ଓ ଛେରା ପହଁରା
ଦିନ ୧୧ଟା ୧୨ଟା ଭିତରେ ହାତୀ ବେଶ
ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡା ପହଣ୍ଡି
ଜୁନ୍ ୫ ତାରିଖରେ...
ଗୁରୁବାର ଶୀତଳ ଷଷ୍ଠୀ – ତିନି ରଥରେ ସଂଯୋଗ ହେବ ଚକ ଓ ଅଖ
ଓଡ଼ିଶାଲାଇଭ୍ ବ୍ୟୁରୋ
(ପୁରୀରୁ ଵିଶାଲ ମହାନ୍ତି): ପୁରୀ ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଗୁରୁବାର ଶୀତଳ ଷଷ୍ଠୀ ଥିବାରୁ ଏହିଦିନ ତିନି ରଥରେ ୪୨ଟି ଚକ ସହ...
୨୯ରୁ ପୁରୀରେ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୨୯ ତାରିଖରୁ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ। ଏନେଇ ପୁରୀ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ...
ଓଟିଡିସିର ନୂଆ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’ – ଜୁନ୍ ୨୭ ପୂର୍ବରୁ କରନ୍ତୁ ରେଜିଷ୍ଟ୍ରେସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୃହିଣୀମାନଙ୍କ ରୋଷେଇ ଦକ୍ଷତା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ଭାରର ପ୍ରଚାର ପ୍ରସାର ପାଇଁ ଓଟିଡିସିର ନୂଆ କାର୍ଯ୍ୟକ୍ରମ।
କରୋନାପାଇଁ ଏବେ ସାରା ଦେଶ ଲକଡାଉନ୍ ହୋଇ ରହିଛି। କର୍ମଜୀବୀ ମହିଳାଙ୍କଠାରୁ ଆରମ୍ଭ...
ଯାତ୍ରା କଳାକାର ସଂଘର ଦାବି – ଯାତ୍ରାକଳାକୁ ଲୋକକଳାର ମାନ୍ୟତା ମିଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଯାତ୍ରାକୁ ଲୋକେ ଭଲ ପାଉଛନ୍ତି। ଲକ୍ଷ ଲକ୍ଷ ଲୋକ ରାତି ଅନିଦ୍ରା ହୋଇ ଯାତ୍ରା ଦେଖୁଛନ୍ତି। ସିନେମା ଏବଂ ଟିଭି ସିରିଏଲକୁ ସରକାର ଯେତିକି ଅଗ୍ରାଧିକାର ଦେଉଛନ୍ତି ଯାତ୍ରାକୁ ସେତିକି ମିଳୁନି।...
ସ୍ୱାସ୍ଥ୍ୟ ସହ ସୁନ୍ଦରତା: ଉଭୟ ପାଇଁ ଜରୁରୀ ତରଭୁଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗରମ ଦିନରେ ତରଭୁଜର ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଶରୀରକୁ ଥଣ୍ଡା ରଖିବା ସହ ସୁସ୍ଥ ମଧ୍ୟ ରଖିଥାଏ। ହେଲେ ଗରମ ଦିନର ଏହି ଆରାମଦାୟୀ ଫଳ ଆପଣଙ୍କ ତ୍ୱଚାରେ...
ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ମାଟି ପାତ୍ର ରନ୍ଧା ଖାଦ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗେଇ ଚାଲିଥିବା ସମୟ ସହ ଆମ ରହଣସହଣ, ଖାଦ୍ୟ ପେୟ ସବୁକିଛିରେ ପରିବର୍ତ୍ତନ ଆସିଛି। ଆଗକାଳରେ ଘରେ ରନ୍ଧା କାର୍ଯ୍ୟ ପାଇଁ ମାଟିରେ ତିଆରି ଚୁଲି ତଥା ମାଟି ତିଆରି ପାତ୍ର...
ମହାରାଜା କୃଷ୍ଣଚନ୍ଦ୍ର ଗଜପତି – ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ମହାନ ବରପୁତ୍ରମାନଙ୍କର ଅବଦାନ ଥିଲା ସେମାନଙ୍କ ଭିତରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି...
ଭାବର ଗାୟକ ଭଜନ ସମ୍ରାଟ ଭିକାରୀ ବଳ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ZqNcEsnUVZE]
ଓଡ଼ିଆ ଭଜନ ଗାଇ ଓଡ଼ିଶା ମାଟିକୁ ଧନ୍ୟ କରିଛନ୍ତି ଭଜନ ସମ୍ରାଟ ଭିକାରୀ ବଳ। ତାଙ୍କର ଏହି ଅବଦାନ ପାଇଁ ସେ ଚିରକାଳ ସ୍ମରଣୀୟ।
କୋଠ ଭୋଗଖିଆ, ମୋ ଚକା ଆଖିଆ...





















