ଉଦ୍‌ଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା – ‘‘ଭାରତରେ ଯେତେ ଉତ୍ସବ ଅନୁଷ୍ଠିତ ହେଉଛି ସେଥିମଧ୍ୟରୁ ଧନୁଯାତ୍ରା ଶ୍ରେଷ୍ଠ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଂସ୍କୃତି ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼ ସହର ବରପୂତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଧାନ, ଧନୁ ଏବଂ ବାନ୍ଧକଳା ପାଇଁ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାକୁ କେନ୍ଦ୍ରୀୟ ମାନ୍ୟତା ପାଇଁ ଉଦ୍ୟମ ହେବ: ସୁରେଶ...

୨୦୧୯ରେ ମିଠା କଳି – ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ବର୍ଷରେ ଓଡ଼ିଶା ରସଗୋଲାକୁ କିଭଳି ଜିଆଇ ମାନ୍ୟତା ପ୍ରଦାନ କରାଯାଇଥିଲା, ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୧୯ର ଏହି ରିପୋର୍ଟରେ। କ୍ୟାଲେଣ୍ଡରରେ ନୂଆବର୍ଷ ଯୋଡିହେବାକୁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ନୂଆବର୍ଷକୁ...

ପୁରୀ ଐତିହ୍ୟ କରିଡର ବଦଳିବା ପରେ କେମିତି ଦିଶିବ ଶ୍ରୀକ୍ଷେତ୍ର? ଦେଖନ୍ତୁ ଭିଡିଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=E7zQDvpP2WM] ବଦଳିଯିବ ଶ୍ରୀକ୍ଷେତ୍ର ରୂପରେଖ। ନୂଆରୂପରେ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର। ନୂଆ ରୂପରେ ଶ୍ରୀକ୍ଷେତ୍ର। ସମ୍ନାକୁ ଆସିଛି ବହୁପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡରର ଝଲକ। କିଭଳି ଭାବେ ପବିତ୍ର ଶ୍ରୀମନ୍ଦିର ଚୌହଦୀ...

ନୂଆବର୍ଷର ଅନୁଚିନ୍ତା: ଓଡ଼ିଆ ଭାଷାର କିଏ ଭରସା!

କପିଳାସ ଭୂୟାଁ ୨୦୧୯ ଶେଷ ହୋଇ ନୂଆବର୍ଷ ୨୦୨୦ ଆରମ୍ଭ ହେବ। ପୁରୁଣାକୁ ପଛରେ ଛାଡ଼ି ଆମେ ସମସ୍ତେ ଆଗକୁ ବଢ଼ିବା। ପୁରୁଣା ବର୍ଷରେ ଘଟିଥିବା ବହୁତ କିଛି ବାବଦରେ ଆମେ ଚିରାଚରିତ ଭାବେ...

ନୂଆବର୍ଷ ଲାଗି ରାତି ୧ରୁ ଖୋଲା ରହିବ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆବର୍ଷକୁ ଆଉ କେଇ ଘଣ୍ଟା ବାକି ଅଛି। ନୂତନବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଭକ୍ତମାନଙ୍କ ଭିଡ଼ ଜମିଲାଣି। ଏହାସହ ନୂଆବର୍ଷ ଦିନ ରାତି ୧ଟାରୁ ଶ୍ରୀମନ୍ଦିର ଖୋଲା...

ଆଜିଠୁ ୧୧ ଦିନ ପାଇଁ ବରଗଡ଼ରେ କଂସ କରିବେ ଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠୁ ଚାଲିବ କଂସ ମହାରାଜଙ୍କ ରାଜୁତି। (ବରଗଡ଼ରୁ କୃତ୍ତିକା ଶତପଥୀ): କଂସ କରିବେ ଶାସନ। ପୌରାଣିକ କଥାବସ୍ତୁ ଅନୁସାରେ କଂସର ସିଂହାସନ ଆରୋହଣଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ...

ଶୀତୁଆ ସନ୍ଧ୍ୟାରେ ଚା’ ସହ ଖାଆନ୍ତୁ ନଡ଼ିଆ ପକୁଡ଼ି, ଜାଣନ୍ତୁ କେମିତି କରିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାଡ଼ରେ ଥରୁଛି ଓଡ଼ିଶା। ଏହି ପାଗରେ ଚା’ ସହ ପକୁଡ଼ି ଖାଇବାର ମଜା ବେଶ୍‌ ଅଲଗା। ଘରେ ହିଁ ପ୍ରସ୍ତୁତ କରନ୍ତୁ ନଡ଼ିଆ ପକୁଡ଼ି। ଜାଣନ୍ତୁ, ଏହାର ପ୍ରସ୍ତୁତି ସମ୍ପର୍କରେ…  ଆବଶ୍ୟକ ସାମଗ୍ରୀ ପ୍ରଥମେ...

‛ଚଇତି’ର ଶେଷ ରଜନୀ – ଲୋକନୃତ୍ୟରେ ମତୁଆଲା ହେଲେ ବିଦେଶୀ ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦୀର୍ଘ ୫ ଦିନ ଧରି ଚାଲିଥିବା ରାୟଗଡ଼ା ଜିଲ୍ଲାର ଲୋକ ମହୋତ୍ସବ ଚଇତି ଉଦ୍‌ଯାପିତ ହୋଇଛି। ମହୋତ୍ସବର ଉଦ୍‌ଯାପନୀ ଉତ୍ସବ ଥିଲା ବେଶ୍ ମନୋରମ। ଓଡ଼ିଶୀ,...

ଆଜିଠୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜିଠାରୁ ଆରମ୍ଭ ହୋଇ ଜାନୁଆରି ୧୦ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଏହି ମୁକ୍ତାକାଶ ରଙ୍ଗମଞ୍ଚ। ବିଶ୍ୱର ସବୁଠୁ ବଡ଼ ଖୋଲା...

ସଜେଇ ହେଉଛି ବରଗଡ଼ ସହର: କାଲିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧନୁଯାତ୍ରାକୁ ସ୍ୱାଗତ ପାଇଁ ବରଗଡ଼ରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିପାଇଁ ସଜେଇ ହେଉଛି ବରଗଡ଼ ସହର। ସହରର ବିଭିନ୍ନ ପ୍ରବେଶ...