୩୧ରୁ ବରଗଡ଼ ଧନୁଯାତ୍ରା – ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ବରଗଡ଼ରେ ଆରମ୍ଭ ହୋଇଛି ପ୍ରସ୍ତୁତି। ମଥୁରା ନଗରୀ ପରେ ଆଜି ଅମ୍ବାପାଲ୍ଲୀ (ଗୋପପୁର)ରେ ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି। ଉପଜିଲ୍ଲାପାଳ ପ୍ରଭାସ କୁମାର ଦଣ୍ଡସେନା ଏହି...
ବିନା ପିଆଜରେ ପ୍ରସ୍ତୁତ କରନ୍ତୁ ‘କଞ୍ଚା ଲଙ୍କା ମଟନ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିନା ମସଲାରେ କେହି କେବେ ମଟନ, ଚିକେନ୍ ଖାଇନଥିବେ। ହେଲେ ବିନା ପିଆଜରେ ରାନ୍ଧନ୍ତୁ ସ୍ଵାଦିଷ୍ଟ କଞ୍ଚା ଲଙ୍କା ମଟନ୍।
ସାମଗ୍ରୀ
ଖାସି ମାଂସ – ୫୦୦ଗ୍ରାମ୍
ସୋରିଷ ତେଲ – ୨...
ଉଦ୍ଘାଟିତ ହେଲା ମଣ୍ଡେଇ ଲୋକ ମହୋତ୍ସବ, ମନମୋହିଲା ନାଟକ ‘ଫାଶୀ’
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇର ମଞ୍ଚ ନାଟକ ଉଦଘାଟିତ ହୋଇଯାଇଛି। ଏହି ମଞ୍ଚ ନାଟକ ନବରଙ୍ଗପୁର ଉପକଣ୍ଠସ୍ଥ ଶାସ୍ତ୍ରୀଭବନଠାରେ ଉଦ୍ଘାଟିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ...
ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କଲେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ ଜୟୀ ରାଜଗୁରୁ ଏବଂ ବକ୍ସି ଜଗବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ।
ରାଷ୍ଟ୍ରପତି କହିଥିଲେ, ‘‘ଆମ ଇତିହାସର...
କେମିତି କରିବେ ଅଣ୍ଡା ବେସର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ପ୍ରସ୍ତୁତ କରନ୍ତୁ ନୂଆ ଆଇଟମ୍ ଅଣ୍ଡା ବେସର।
ସୋରିଷ ବଟା – ୨ ଚାମଚ ସୋରିଷରେ ଗୋଟେ ବୁଦା ରସୁଣ ପକାଇ ବାଟନ୍ତୁ।
ପ୍ରଥମେ ଗ୍ୟାସ୍ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ୩...
ଭୂତ ପ୍ରେତ ଓ ବୈଦିକ ବିଜ୍ଞାନ
ଜଗନ୍ନାଥ ପ୍ରସାଦ ଦାସ
ଇତିହାସର ପ୍ରାକ୍କାଳରେ ଯେତେବେଳେ ଆଦି ମଣିଷର ବୁଦ୍ଧିଶକ୍ତିର ଉଦ୍ଭବ ହେଲା, ସେ ବିଭିନ୍ନ ବିଷୟରେ ଚିନ୍ତା କଲା ଏବଂ ପ୍ରଶ୍ନ କରିବାକୁ ଆରମ୍ଭ କଲା। ସେ ଜାଣିପାରିଲା କିପରି ନିଆଁ...
ଟେରାକୋଟା ଶିଳ୍ପକୁ ଜୀବିକା କରିଛନ୍ତି ନବରଙ୍ଗପୁରବାସୀ, ମାସକୁ ରୋଜଗାର କରୁଛନ୍ତି ୧୬ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରର ଗୌରାଙ୍ଗ ପାତ୍ର): ମାଟି ହେଉଛି ଆମ ସମସ୍ତଙ୍କର ମାଆ। ସମସ୍ତଙ୍କୁ ନିଜର କୋଳରେ ସ୍ଥାନ ଦେଇଥିବା ଏହି ମାଆ ଆଜି ବହୁ ପରିବାରକୁ ଜୀବିକା ମଧ୍ୟ ଯୋଗାଇପାରିଛି। ମାଟିରେ ଟେରାକୋଟା ପ୍ରସ୍ତୁତ...
ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ରେ ମୁଖ୍ୟ ଆକର୍ଷଣ ପାଲଟିଲା ‘ଗାନ୍ଧୀଜୀ’ ଷ୍ଟଲ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=CMJ6QdJYy-c]
୨ୟ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ...
କେମିତି କରିବେ ମାଂସ ଡାଲମା?
ଓଡ଼ିଶାଲାଇଭ୍ ବ୍ୟୁରୋ
ମଟନ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ମଟନକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରିପାରିବେ। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଭିନ୍ନ ଷ୍ଟାଇଲ୍ରେ ମଟନ ଡାଲମା ବା ମାଂସ ଡାଲମା।
ସାମଗ୍ରୀ
ଖାସି...
କୋଣାର୍କ ଉତ୍ସବ ଉଦ୍ଯାପିତ – ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ବିଭୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବ ଗୁରୁବାର ଉଦ୍ଯାପିତ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ନୃତ୍ୟନାଟିକା...





















