ପାଖେଇ ଆସୁଛି ଦଶହରା: ଏଥର କଟକରେ ଆଉ ୩ ଚାନ୍ଦି ମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଚାନ୍ଦି ମେଢ଼ ସଂଖ୍ୟା ୨୭ ଛୁଇଁଲା ଛତ୍ରବଜାର, ବିଡ଼ାନାସୀ, ଗଙ୍ଗାମନ୍ଦିରରେ ହେବ ଚାନ୍ଦି ମେଢ଼ ୭ଟି ମଣ୍ଡପରେ ସୁନା ମୁକୁଟରେ ଝଲସିବେ ମା’ କଟକ : ଏଥର କଟକ ଦଶହରାରେ ଚମକିବ...

କୋଣାର୍କରୁ ହଟିବ ଲୁହା ଭାରା, ଲାଗିବ ଷ୍ଟିଲ୍ ବିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲୁହା ଭାରାରୁ ମୁକୁଳିବ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିରକୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ୍‌ ବିମ୍‌ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ବିଶେଷଜ୍ଞ ଟିମ୍‌। ଉତ୍ତରାଖଣ୍ଡ ରୁର୍କିସ୍ଥିତ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ...

“ରସରକେଲି” ନୃତ୍ୟରେ ପାରମ୍ପରିକ ବେଶଭୂଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=QshhOCnHLH4] ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକପ୍ରିୟ ଲୋକନୃତ୍ୟ ମଧ୍ୟରୁ ଗୋଟିଏ ହେଲା 'ରସରକେଲି'।  କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ଏହି ସାଂସ୍କୃତିକ ଲୋକନୃତ୍ୟର ମାନ୍ୟତା ବହୁ ପରିମାଣରେ ରହିଛି।...

କାମ ଦେଲାନି ଥଇଥାନ ପ୍ୟାକେଜ : ମଠ ଉଚ୍ଛେଦକୁ ବିରୋଧ, ମହନ୍ତ-ସରକାର ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାକେଜ ଘୋଷଣାର ୨୪ ଘଣ୍ଟା ନପୂରୁଣୁ ବିରୋଧ ଭଙ୍ଗା ହୋଇପାରିଲାନି ବଡ଼ ଆଖଡ଼ା ମଠ ପୁରୀରେ ଏକାଠି ହେଲେ ସାଧୁସନ୍ଥ ମଠ ପାଚେରୀରେ ବସି ରହିଲେ ସାଧୁସନ୍ଥ ପ୍ରଶାସନକୁ ପୂରାଇ...

ନୂଆଁଖାଇରେ ‘ଡାଲଖାଇ’ ତାଳେ ତାଳେ ଝୁମିଲେ ପଶ୍ଚିମ ଓଡ଼ିଶାବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=FEFBn95G3LU] ପଶ୍ଚିମ ଓଡ଼ିଶାର ଜଣାଶୁଣା ଲୋକନୃତ୍ୟ ଡ଼ାଲଖାଇ। ଡ଼ାଲଖାଇ ଗୀତର ତାଳେ ତାଳେ ଲୋକମାନେ ଝୁମି ଉଠିଥାନ୍ତି। ବିଶେଷ କରି ଗଣପର୍ବ ନୂଆଁଖାଇରେ ଏହି ନୃତ୍ୟରେ ସମସ୍ତେ ନାଚିଥାନ୍ତି। ଏହି ଲୋକନୃତ୍ୟ...

ନୂଆଁଖାଇରେ ‘ରଙ୍ଗବତୀ’ର ଧୂନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=dehVDCK6WTU] ‘‘ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା’’ ଓଡ଼ିଶାର ଏହି ଲୋକପ୍ରିୟ ସମ୍ବଲପୁରୀ ଗୀତ ଏବେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ବିଶ୍ୱସ୍ତରରେ ଏହି ଗୀତ ଏବେ...

ମଠ ଉଚ୍ଛେଦକୁ ବିରୋଧ – ବଡ଼ ଆଖଡ଼ା ମଠ ପାଚେରୀରେ ବସି ରହିଲେ ସାଧୁସନ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଙ୍ଗୁଳି, ମଙ୍ଗୁ ଏବଂ ରଘୁନନ୍ଦନ ପାଠାଗାର ଉଚ୍ଛେଦ ସୁରୁଖୁରୁରେ ହେବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଛି। ମଠ ଉଚ୍ଛେଦକୁ ଜୋରଦାର ବିରୋଧ କରାଯାଇଛି।...

ଇନ୍ଦୋରରେ ପୂଜା ପାଇଲେ ଆକର୍ଷଣୀୟ ଚକୋଲେଟ ଗଣେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରିବେଶ ପ୍ରଦୂଷଣକୁ କମ୍ କରିବା ପାଇଁ ଚଳିତ ବର୍ଷ ଅନେକ ସ୍ଥାନରେ ଇକୋ ଫ୍ରେଣ୍ଡଲୀ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। କିନ୍ତୁ ଇନ୍ଦୋରର ଗୋଟିଏ ପରିବାର ଚକଲେଟ୍ ଗଣେଶ ତିଆରି କରି ପୂଜା...

ଆଜି ନୂଆଁଖାଇ – ଇଷ୍ଟ ଦେବୀଙ୍କ ପାଖରେ ଲାଗି ହେଲା ନବାନ୍ନ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏନେଇ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ଏଥିପାଇଁ ଆଜି ସମ୍ଵଲପୁରର ମା’ ସମଲେଶ୍ଵରୀଙ୍କ ପାଖରେ ୧୦ଟା ୧୫ ମିନିଟରେ ନବାନ୍ନ ଲାଗି ହୋଇଛି। ତେଣେ...

ନୂଆଁଖାଇ ଜୁହାର

ଓଡ଼ିଶାଲାଇଭ୍‌  ବ୍ୟୁରୋ ନୂଆଁଖାଇ ଜୁହାର। ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା। ଆଜି ସମସ୍ତେ ଏକତ୍ରିତ ଖାଇବେ ନବାନ୍ନ। ପ୍ରଥମେ ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ...