ଫେବ୍ରୁଆରି ୨୦ରେ ଆଇଟିଏଓ ପକ୍ଷରୁ ଆଇଟି କନକ୍ଲେଭ – ୨୦୧୮
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=_2ZiJVOOT6k]
ଭୁବନେଶ୍ୱରରେ ଆଇଟିଏଓ ପକ୍ଷରୁ ୫ମ ଆଇଟି କନକ୍ଲେଭ
କନକ୍ଲେଭର ଶୀର୍ଷକ ରହିଛି 'ସ୍ମାର୍ଟ ସିଟି ସ୍ମାର୍ଟ ଲିଙ୍କ୍'
ଯୋଗ ଦେବେ ଆଇଟି କ୍ଷେତ୍ର ସହ ବହୁ ଜଡ଼ିତ ବ୍ୟକ୍ତି
...
ଶେଷ ହେଲା ଧଉଳି-କଳିଙ୍ଗ ମହୋତ୍ସବ: କଥକ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦ୍ଯାପିତ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ କଥକ, କୁଚିପୁଡି,...
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଠାକୁରଙ୍କୁ ତିନୋଟି ମାଳ ପିନ୍ଧାଇଲେ ନେପାଳ ରାଜା
ସ୍ୱର୍ଣ୍ଣ ଅଳଙ୍କାର ଭୂଷିତ କଲେ
କର୍ପୁର ଆଳତୀ ସହ ନୈବେଦ୍ୟ ଅର୍ପଣ କଲେ
ବିଶ୍ୱ ଶାନ୍ତି ପାଇଁ ଶ୍ରୀଜିଉଙ୍କୁ ପ୍ରାର୍ଥନା...
ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଭାରତନାଟ୍ୟମ୍ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ଧଉଳି-କଳିଙ୍ଗ ମହୋତ୍ସର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିଭୋର କରିଥିଲା ଭାରତନାଟ୍ୟମ୍ ଏବଂ ସମରକଳା ନୃତ୍ୟ ମାଲଖମ୍ବ।
୧୪ତମ ଧଉଳି କଳିଙ୍ଗ ମହୋତ୍ସବର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ...
ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ରବିବାର ଶ୍ରୀଜିଉଙ୍କୁ ଦର୍ଶନ କରିବେ ନେପାଳ ରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋର୍ ୩ଟାରେ ଖୋଲିବ ଶ୍ରୀମନ୍ଦିର ଦୁଆର
ସାଢ଼େ ୯ଟାରେ ଶେଷ ହେବ ଭୋଗମଣ୍ଡପ କାର୍ଯ୍ୟକ୍ରମ
୧୦ଟାରେ ଶ୍ରୀମନ୍ଦିରକୁ ଶୋଧ କରାଯିବ
୧୧ଟାରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ନେପାଳ ରାଜା
ରତ୍ନ...
ଜାତୀୟ କଳା ପ୍ରଦର୍ଶନୀରେ ଅନନୋନ୍ସ ଆର୍ଟ ଗ୍ରୁପ୍ ଚିତ୍ରଶିଳ୍ପୀଙ୍କ ସଫଳତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ଦୀନଦୟାଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟରେ ଚାରିଦିନିଆ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ବାଲେଶ୍ୱର ଜିଲ୍ଲାର ଚିତ୍ରଶିଳ୍ପୀ ସନ୍ଦୀପ୍ କୁମାର ଦେବଙ୍କ କଳାକୃତି ୫୫ ହଜାରରେ ବିକ୍ରି ହୋଇଛି।
ବାଲେଶ୍ୱରର ଅନନୋନ୍ସ...
ଆରମ୍ଭ ହେଲା ଧଉଳି- କଳିଙ୍ଗ ମହୋତ୍ସବ: ମଣିପୁରି ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ସନ୍ଧ୍ୟାରେ ମଣିପୁରି ଓ ଛଉ ନୃତ୍ୟରେ ଦର୍ଶକ ବିଭୋର ହୋଇଛନ୍ତି।
ଶାନ୍ତିସ୍ତୂପ ଧଉଳି ପାଦଦେଶରେ...
ଲିଙ୍ଗରାଜଙ୍କୁ ଦର୍ଶନ କଲେ ନେପାଳ ରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ଗୁରୁବାର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ନେପାଳ...
୧୧ରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବେ ନେପାଳ ନରେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ବର୍ଷ ପରେ ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି। ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ୧୧ ତାରିଖରେ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବେ।
ଶ୍ରୀଜିଉଙ୍କୁ...
୯ରୁ ୧୪ ତମ ଧଉଳି-କଳିଙ୍ଗ ମହୋତ୍ସବ: ଏଥର ‘ନଦୀ’ ଥିମକୁ ନେଇ ପରିବେଷଣ ହେବ ନୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତିସ୍ତୂପ ଧଉଳି ପାଦ ଦେଶରେ ଚାଲିବ ମହୋତ୍ସବ
୧୧ ତାରିଖ ଯାଏଁ ଚାଲିବ ମହୋତ୍ସବ
'ନଦୀ' ଥିମ୍କୁ ନେଇ ନୃତ୍ୟ ପରିବେଷଣ କରିବେ ନୃତ୍ୟଶିଳ୍ପୀ
ରୁଚିବୁଦ୍ଧ ସମ୍ମାନ ପାଇବେ ନୃତ୍ୟଗୁରୁ ପଦ୍ମବିଭୂଷଣ...




















