ବ୍ରହ୍ମପୁରରୁ ଗଡ଼ିଲା ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଟ୍ରେନ୍: ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଟ୍ରେନକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଟ୍ରେନ୍ ଆନ୍ଧ୍ରପ୍ରଦେଶର ତିରୁପତି ଏବଂ ଭେଲୋରକୁ ଯାତ୍ରା କରିଛି। ୯୫୭ ଜଣ ବରିଷ୍ଠ...
ମହୋଦଧିରେ ପାପ ଧୋଇଲେ ମହାରାଜା କଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହୋଦଧିରେ ପାପ ଧୋଇଛନ୍ତି ବରଗଡ଼ ଧନୁଯାତ୍ରାର କଂସ। ସାଥୀ କଳାକାରଙ୍କ ସହ ପୁରୀ ମସୁଦ୍ରରେ ବୁଡ଼ ପକାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିର୍ବାଦ ନେଇଛନ୍ତି।
ଶେଷ...
ଧର୍ମର ଜୟ, କଂସଙ୍କ ବଧ ଏବଂ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ଉଦ୍ଯାପିତ ହେଲା ଧନୁଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଧନୁଯାତ୍ରା-ଅନ୍ତିମ ଦିବସ
ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିବସରେ ମଥୁରାନଗରୀରେ ଧର୍ମର ଜୟ ହୋଇ କୃଷ୍ଣଙ୍କ ହାତରେ କଂସଙ୍କ ବଧ ହୋଇଛି।
ଶେଷ ଦିବସରେ ଶ୍ରୀକୃଷ୍ଣ...
ବାପାଙ୍କ ଫର୍ଣ୍ଣିଚର୍ କାମ ମୋତେ ଚିତ୍ର ଦୁନିଆକୁ ଟାଣି ଆଣିଲା: ସଞ୍ଜୟ ରାଉଳ
ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି
ପିଲାଦିନେ କାନ୍ଥ ଓ ଖାତାରେ ଏଣୁତେଣୁ ଗାର ପକାଉଥିଲେ। ଏହାସହ ବାପାଙ୍କ ଫର୍ଣ୍ଣିଚର କାମ ମଧ୍ୟ ପ୍ରଭାବ ପକାଇଥିଲା ସଞ୍ଜୟଙ୍କ ମନରେ। ସେହିଦିନରୁ ଚିତ୍ର ଶିଳ୍ପୀ ହେବା ପାଇଁ...
ଧନୁଯାତ୍ରାର ୧୦ମ ଦିନ: ଗୋପ ଛାଡ଼ି ମଥୁରାରେ ଲୀଳା କରୁଛନ୍ତି ଶ୍ରୀକୃଷ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଶମ ଦିନରେ ପହଞ୍ଚିଛି ବରଗଡ଼ ଧନୁଯାତ୍ରା। ଲୀଳାମୟ ଶ୍ରୀକୃଷ୍ଣ ଗୋପ ଛାଡ଼ି ମଥୁରାରେ ଲୀଳା କରୁଛନ୍ତି। ମଥୁରାରେ ପହଞ୍ଚିବା ପରେ ଶ୍ରୀକୃଷ୍ଣ କୁବୁଜାକୁ ଉଦ୍ଧାର କରିଥିବା ବେଳେ ସୁଦାମା ଓ ରଜକ...
ମଥୁରା ରାଜଦାଣ୍ଡ
ଅଶୋକ ବହିଦାର
ଶ୍ରୀକୃଷ୍ଣ ଓ ବଳରାମଙ୍କ ମଥୁରା ଭ୍ରମଣ
ଗୋପପୁର ସହିତ ବାରବର୍ଷର ସମ୍ପର୍କ ତୁଟାଇ, ଶ୍ରୀକୃଷ୍ଣ ଓ ବଳରାମ ପହଞ୍ଚି ସାରିଛନ୍ତି ମଥୁରାକୁ। ମଥୁରାରେ କଂସଙ୍କ ନିର୍ଦ୍ଦେଶରେ ଚାଲିଛି ଧନୁଯାତ୍ରାର ଆୟୋଜନ।
ଶ୍ରୀକୃଷ୍ଣ ମଥୁରାରେ ପାଦ...
ମଥୁରାରେ ଶ୍ରୀକୃଷ୍ଣ: ସୁଦାମାଙ୍କୁ ଭେଟିଲେ, କୁବୁଜାକୁ ଉଦ୍ଧାର କଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀକୃଷ୍ଣ ମଥୁରାରେ ଉପସ୍ଥିତ। ଗୋପର ଲୀଳା ସାରି ସେ ମଥୁରାକୁ ଆସିଛନ୍ତି ମଥୁରାବାସୀଙ୍କୁ ନିଜ ଲୀଳାରେ ଛନ୍ଦି ଦେବା ପାଇଁ।
ନିଜର ବାଲ୍ୟବନ୍ଧୁ ସୁଦାମାଙ୍କୁ ଭେଟିଛନ୍ତି ଶ୍ରୀକୃଷ୍ଣ। ଏକ ଆବେଗମୟ ଦୃଶ୍ୟ ସୃଷ୍ଟି...
ଓଡ଼ିଶୀ ନୃତ୍ୟ ମହାକୁମ୍ଭର ଅନ୍ତିମ ସନ୍ଧ୍ୟା: ମନ ମୋହିଲା ଋଷିଆ ନୃତ୍ୟଶିଳ୍ପୀଙ୍କ ନୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ...
ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିନ: ଅଭିନୟ – ନୃତ୍ୟରେ ବିଭୋର ହେଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଚତୁର୍ଥ ଦିବସ। ପୂର୍ବାହ୍ନ...
ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସ: ଏକକ ନୃତ୍ୟରୁ ଆରମ୍ଭ, ଦଳଗତ ନୃତ୍ୟରେ ଶେଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସରେ ଓଡ଼ିଶୀ ନୃତ୍ୟରେ ଦର୍ଶକ...




















