ଗୋପୀଙ୍କ ଦହିବିକା

ଅଶୋକ ବହିଦାର ଶୀତ ବଢ଼ି ଚାଲିଛି। ସେ ଭିତରେ ବରଗଡ଼ ଧନୁଯାତ୍ରାର ଉଷ୍ମତା ଦର୍ଶକମାନଙ୍କୁ ନାଟକୀୟତା ଭିତରେ ବାନ୍ଧି ରଖିଛି। ଏଇ ଅବସରରେ ଗୋପପୁରରେ ଅଭିନୀତ ହୋଇ ଚାଲିଛି ଗୋଟିଏ ପରେ ଗୋଟିଏ ଦୃଶ୍ୟ। ଗୋପାଙ୍ଗନାମାନେ ଗୋପଦାଣ୍ଡରେ...

ଗୋପପୁରରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମୁଛି ବରଗଡ଼ ଧନୁଯାତ୍ରା। ଦିନ ଯେତିକି ଗଡ଼ୁଛି ଦର୍ଶକଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ୁଛି। ଗୋପପୁରରେ ଚାଲିଥିବା ଶ୍ରୀକୃଷ୍ଣଙ୍କ ବାଲ୍ୟଳୀଳା ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା ଗୋପପୁରରେ...

ରୋନାଲିସା: ନାଚ ଯାହାର ନିଶା

ବାଲେଶ୍ୱରରୁ କୃଷ୍ଣକୁମାର ମହାନ୍ତି ଟିଭିରେ କିମ୍ବା ଟେପ୍‌ ରେକର୍ଡରେ ଗୀତ ବାଜିଲେ ଛୋଟ ବେଳେ ରୋନାଲିସାଙ୍କର ଗୋଡ଼ ଆପଣାଛାଏଁ ଉଠି ଯାଉଥିଲା। ତାଙ୍କର ସ୍ୱପ୍ନ ଥିଲା ଯେ, ସେ ଜଣେ ଭଲ ନୃତ୍ୟଶିଳ୍ପୀ ହେବେ।...

ଚତୁର୍ଥ ଦିନରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଗୋପପୁରରେ ରାକ୍ଷସଙ୍କୁ ନିହତ କଲେ କୃଷ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। କୃଷ୍ଣଙ୍କୁ ନିହତ କରିବା ପାଇଁ କଂସ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ଗୋପପୁରକୁ ମଥୁରା ନରେଶ ପୁତନା, ବକା, ସକଟା,...

ମଥୁରାର କାରାଗାର

ଅଶୋକ ବହିଦାର ବିଜୁଳି କନ୍ୟାକୁ ଶିଳାରେ ପ୍ରହାର/ ଦେବୀବାଣୀ ମଥୁରାରେ ଏକଛତ୍ରବାଦୀ ସମ୍ରାଟ କଂସାସୁରଙ୍କୁ ଗ୍ରାସିଛି ମୃତ୍ୟୁଭୟ। ପୂର୍ବ ଦୈବୀବାଣୀର ପ୍ରତିଟି ଶବ୍ଦ ତାଙ୍କ ଆଖିରୁ ନିଜ ହଜେଇ ଦେଉଛି। ଦେବକୀଙ୍କ ୭ଟି ସନ୍ତାନକୁ ଶିଳାରେ...

ତୃତୀୟ ଦିନରେ ଧନୁଯାତ୍ରା: ନନ୍ଦୋତ୍ସବରେ ଝୁମିଲେ ଗୋପପୁରବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ଧନୁଯାତ୍ରା ମହୋତ୍ସବର ତୃତୀୟ ଦିନରେ ମହାରାଜା କଂସ ନଗର ଭ୍ରମଣ କରିବା ସହ ଶ୍ୟାମେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲେ। ପରେ ମଥୁରା କାରାଗାରକୁ ପ୍ରବେଶ କରିଥିଲେ ଏବଂ ବିଜୁଳିକନ୍ୟାକୁ ଧରି...

ଧନୁଯାତ୍ରା ଶୁଭାରମ୍ଭ: ରଙ୍ଗମହଲରେ ଚାଲିଛି କଂସଙ୍କ ରାଜୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଉତ୍ସବମୁଖର ହୋଇ ଯାଇଛି ବରଗଡ଼ ସହର। ଆକର୍ଷଣୀୟ ରଙ୍ଗମଞ୍ଚରେ ଚାଲିଛି କଂସଙ୍କ ରାଜୁତି। ମଥୁରା ନଗରୀ ଏବେ କଂସଙ୍କ କବଳରେ। ଅବଶ୍ୟ କଂସ କେବଳ ଅତ୍ୟାଚାରୀ ନୁହନ୍ତି,...

ବରଗଡ଼ ଧନୁଯାତ୍ରାର ଉଦ୍ଘାଟନୀ ଶୋଭାଯାତ୍ରା

ଅଶୋକ ବହିଦାର ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ପ୍ରଥମ ଦିବସ। ସହରର ତଲିପଡ଼ାରେ ଥିବା ଐତିହାସିକ ସମଲେଶ୍ଵରୀ ମନ୍ଦିରରେ ସମସ୍ତ କଳାକାରମାନେ ଏକତ୍ରିତ ହୋଇଛନ୍ତି। ମୁଖ୍ୟ କଳାକାର ଉଗ୍ରସେନଙ୍କ ନେତୃତ୍ଵରେ ମା’ ସମଲେଶ୍ଵରୀଙ୍କଠାରେ...

ବରଗଡ଼ ଧନୁଯାତ୍ରାର ସାହିତ୍ୟିକ ଦିଗ

ଅଶୋକ ବହିଦାର ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେ ଭିତରୁ ଏହାର ସାହିତ୍ୟିକ ମୂଲ୍ୟବୋଧ ଏକ ବିଶେଷ ଦିଗ। ପୌରାଣିକ ସାହିତ୍ୟ ‘ମଥୁରାମଙ୍ଗଳ’ର ନାଟ୍ୟରୂପ ହେଉଛି...

ସଜେଇ ହେଉଛି ବରଗଡ଼ ସହର: ଧନୁଯାତ୍ରାକୁ ସ୍ୱାଗତ କରିବା ପାଇଁ ଚାଲିଛି ପ୍ରସ୍ତୁତି

ଅଶୋକ ବହିଦାର ପାଖେଇ ଆସୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ସଜେଇ ହେଉଛି ବରଗଡ଼ ସହର। କେଉଁଠି ତୋରଣ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି ତ ଆଉ କେଉଁଠି ଚିତ୍ରକର ଚିତ୍ରରେ ଶେଷ ସ୍ପର୍ଶ...