ଥଣ୍ଡାରେ ପିଅନ୍ତୁ ଗରମା ଗରମ୍ ସୁପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖାଇବା ପୂର୍ବରୁ ଅଧିକାଂଶ ଲୋକ ଏବେ ସୁପ୍‌ ପିଇବାକୁ ପସନ୍ଦ କରିଥାନ୍ତି। ତେବେ ଥଣ୍ଡାରେ ଏମିତି କିଛି ସୁପ୍‌ ପିଅନ୍ତୁ ଯାହା ଶରୀରକୁ ସତେଜ ରଖିଥାଏ। ଥଣ୍ଡାରେ ସମସ୍ତଙ୍କୁ ଗରମା ଗରମ୍ ଖାଦ୍ୟ...

ଧନୁଯାତ୍ରାରେ କିଣାବିକା: ଅପେକ୍ଷାରେ ରହିଥାନ୍ତି ବ୍ୟବସାୟୀ-ଗ୍ରାହକ

ଅଶୋକ ବହିଦାର ବରଗଡ଼ ଧନୁଯାତ୍ରାରେ କେବଳ କଳାକାରମାନେ ଉପକୃତ ହୁଅନ୍ତି ନାହିଁ, ବରଗଡ଼ ସହରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ। ରାସ୍ତା କଡ଼ର ଛୋଟ ଦୋକାନୀଙ୍କଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀମାନେ ଧନୁଯାତ୍ରାରେ ଭଲ...

ଆରମ୍ଭ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ସାମିଲ ହୋଇଛନ୍ତି ୨୫ ରାଜ୍ୟର ବୁଣାକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଙ୍ଗାରଙ୍ଗ ପରିବେଷରେ ଉଦଘାଟିତ ହେଲା ତୋଷାଳି ମେଳା ଉଦଘାଟନୀ ଉତ୍ସବରେ ଓଡ଼ିଶୀ ନାଚିଲେ ୧୦୮ ନୃତ୍ୟ ଶିଳ୍ପୀ ଡସେମ୍ବର ୨୭ ତାରିଖ ଯାଏଁ ଚାଲିବ ମେଳା କୃତୀ ହସ୍ତଶିଳ୍ପୀମାନଙ୍କୁ ମିଳିଲା...

ଅଦରକାରୀ ଜିନିଷରୁ ତନ୍ମୟୀ ସୃଷ୍ଟି କରିପାରନ୍ତି ଆକର୍ଷଣୀୟ ସୋ-ପିସ୍

ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି ଖାତାରେ ପାଠ ଲେଖିବା ବଦଳରେ କରୁଥିଲେ ଚିତ୍ର। ବ୍ୟାଗ୍‌ରେ ବହି ରଖିବା ବଦଳରେ ବାହାରୁଥିଲା ପୁଳା ପୁଳା ଚିରାକାଗଜ। ପିଲାବେଳର ଏହି ଅଭ୍ୟାସ ହିଁ ତନ୍ମୟୀ ପାଢ଼ୀଙ୍କୁ ଆଜି...

ଧନୁଯାତ୍ରା ଇତିହାସରେ ଚର୍ଚ୍ଚିତ “କଂସ”

ଅଶୋକ ବହିଦାର ସାତ ଦଶନ୍ଧିର ଧନୁଯାତ୍ରାରେ 'କଂସ' ଚରିତ୍ର ପାଇଁ ଅନେକ ଅଭିନେତା ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିଛନ୍ତି। ସେମାନଙ୍କ ଭିତରୁ କେତେ ଜଣ ଆଉ ଇହଜଗତରେ ନାହାନ୍ତି। ଅଥଚ ଲୋକଙ୍କ ହୃଦୟରେ...

ବିଶ୍ୱ ଶିଳ୍ପୀ ଦିବସ ଉଦଘାଟିତ: ପ୍ରଦର୍ଶନୀରେ ସ୍ଥାନ ପାଇଛି ୧୨ଟି ଦେଶର ଶିଳ୍ପୀଙ୍କ ଚିତ୍ରକଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦ ତାରିଖ ଯାଏଁ ଚାଲିବ ଚିତ୍ରକଳା ପ୍ରଦର୍ଶନୀ ୪ ଜଣ ବରିଷ୍ଠ ଶିଳ୍ପୀଙ୍କୁ ମିଳିଲା 'ଶିଳ୍ପୀ ସମ୍ରାଟ ସମ୍ମାନ-୨୦୧୭' ୨୮ ଜଣଙ୍କୁ ସ୍ୱତନ୍ତ୍ର ସମ୍ମାନ ୧୪ ଜଣଙ୍କୁ 'ଓଡ଼ିଶା ମଡର୍ଣ୍ଣ...

ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଜୟୀ ରାଜଗୁରୁ: ଉପ-ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟୀ ରାଜଗୁରୁ ଫାଉଣ୍ଡେସନ୍ ତରଫରୁ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ୍ ଇଣ୍ଡିଆଠାରେ ୨୧୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଶ୍ରାଦ୍ଧବାର୍ଷିକୀରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

ରାଜ ଦରବାରରେ କଂସ

ଅଶୋକ ବହିଦାର ବିନା କଂସରେ ରାଜଦରବାରରେ ଚମକ ନଥାଏ। ନଥାଏ ଦର୍ଶକଙ୍କ ଆଗ୍ରହ। କଂସଙ୍କ ଉପସ୍ଥିତି ହିଁ ବାନ୍ଧି ରଖିଥାଏ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଅନେକ ସମୟ ଧରି। କଂସ ଏହି ଦରବାରରେ ଅନେକଙ୍କୁ...

୪୬ତମ ନୌସେନା ଦିବସରେ ଯୁଦ୍ଧ କୌଶଳ ପ୍ରଦର୍ଶନ କଲେ ଯବାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା: ପୂର୍ବତଟ ନୌସେନା ପକ୍ଷରୁ ୪୬ତମ ନୌସେନା ଦିବସ ପାଳିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଶାଖାପାଟଣା ସହରର ରାମକୃଷ୍ଣ ସମୁଦ୍ରକୂଳରେ ଆୟୋଜିତ ହୋଇଯାଇଛି। ୧୯୭୧ ମସିହା ଡିସେମ୍ବର ୪ ତାରିଖରେ ଭାରତ...

ପୁରାଣର ଖଳନାୟକ କଂସ- ବରଗଡ଼ ଧନୁଯାତ୍ରାର ନାୟକ

ଅଶୋକ ବହିଦାର ବରଗଡ଼ ଧନୁଯାତ୍ରା ଉପରେ ପ୍ରତିଦିନ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ରିପୋର୍ଟ - ୫ ଡିସେମ୍ବର ୨୦୧୭ରୁ ୫ ଜାନୁୟାରୀ ୨୦୧୮ ଭାରତୀୟ ଲୋକନାଟକ ପରମ୍ପରାରେ ପ୍ରାୟତଃ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ ପରିବେଷଣ...