ଡିସେମ୍ବର ୨୨ରୁ ‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍-୨୦୧୭’
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଡିସେମ୍ବର ୨୨ରୁ ଶୁଭାରମ୍ଭ ହେବ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍-୨୦୧୭। ଏହି ଉତ୍ସବକୁ ଉଦଘାଟନ କରିବେ ସଦ୍ଗୁରୁ ଜାଗୀ ବାସୁଦେବ। ଏହା ଦୁଇଦିନ ଧରି ଚାଲିବ ଏବଂ ଏଥିରେ ଶତାଧିକ କବି, ଲେଖକ...
ଐତିହାସିକ ବାଲିଯାତ୍ରା ଶୁଭାରମ୍ଭ: ମହାନଦୀପଠାରେ ୭ ଦିନ ଚାଲିବ ମେଳା
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଏହାକୁ ଉଦ୍ଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଏହି ଅବସରରେ ବାଲିଯାତ୍ରାର ଅତୀତର ଗୌରବ ଗାଥାକୁ ମନେ ପକାଇଛନ୍ତି। ସାଧବ ପୁଅଙ୍କ ବୋଇତ...
୧୧୦୦ କିଲୋର ଖେଚୁଡ଼ି ସାଜିଲା ବିଶ୍ୱ ରେକର୍ଡ଼
(ଓଡ଼ିଶାଲାଇଭ୍ ବ୍ୟୁରୋ)
ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଫୁଡ୍ ଫେଷ୍ଟରେ ମହକିଲା ସେଫ୍ ସଞ୍ଜୀବ କପୁର୍ଙ୍କ ହାତ ରନ୍ଧା ଖେଚୁଡ଼ି। ବାବା ରାମଦେବ ଦେଲେ ଖାଣ୍ଟି ଗୁଆ ଘିଅ ଛୁଙ୍କ।
୫୦୦ କିଲୋ ଚାଉଳ, ୩୦୦...
‘ଆର୍ଟ ଅନ୍ ଦି ସ୍ମାର୍ଟସିଟି’ କର୍ମଶାଳା ଉଦ୍ଘାଟିତ
(ଓଡ଼ିଶାଲାଇଭ୍ ବ୍ୟୁରୋ)
[youtube https://www.youtube.com/watch?v=kPrdewOKmGA]
ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ 'ଆର୍ଟ ଅନ୍ ଦି ସ୍ମାର୍ଟ ସିଟି' ଶୀର୍ଷକ ଦୁଇ ଦିନିଆ କର୍ମଶାଳା ଶୁଭାରମ୍ଭ ହୋଇଛି। ଏହା ୩ ତାରିଖରେ ଉଦ୍ଘାଟିତ ହୋଇଯାଇଛି।
ଇଲା ପଣ୍ଡା ସେଣ୍ଟର ଫର୍...
‘ମେଡ୍ ଇନ ଓଡ଼ିଶା’ ପାଇଁ ଦୁଇ ଭଉଣୀଙ୍କ ଲଢ଼େଇ
ଅନୁଜ ଦାସ
ପିଲାବେଳେ ପାରମ୍ପରିକ ପୋଷାକ ପିନ୍ଧୁଥିବା ଦୁଇ ଭଉଣୀ ଅନୀତା-ଅମ୍ବ୍ରିତା ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। 'ମେଡ୍ ଇନ୍ ଓଡ଼ିଶା' ପ୍ରଡକ୍ଟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ଦୁଇ ଭଉଣୀ...
ସଙ୍ଗୀତରେ ‘ମାନ୍ନା ଦେ’ଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ 'ମାନ୍ନା ଦେ'ଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଭୁବନେଶ୍ବରରେ ଆୟୋଜିତ ହୋଇଛି 'ମାନ୍ନା ଦେ ନାଇଟ୍'। ସୁଷମା ସଙ୍ଗୀତ ସଦନ ପକ୍ଷରୁ ଏହି କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପଠାରେ...
ଶିଶୁମେଳା ଟୁମ୍ପୁଲୁ ଟୁମ୍ପା-୨୦୧୭: ୯ ଜଣଙ୍କୁ ମିଳିଲା ଶ୍ରେଷ୍ଠ କୁନି ଚିତ୍ରକର ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲିପାଟଣା ବ୍ଲକ୍ର ବିଶ୍ୱନାଥପୁର ଗାଁରେ ଆୟୋଜିତ ହୋଇଯାଇଛି ଟୁମ୍ପୁଲୁ ଟୁମ୍ପା ୨୦୧୭। ଏଥିରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୩୦ଟି ସ୍କୁଲର ପ୍ରାୟ ୪୦୦ରୁ ଅଧିକ ପିଲା ଭାଗ ନେଇଥିଲେ। କୁନିକୁନି...
‘ସ୍ପିକମାକେ’ ପକ୍ଷରୁ ଅଲ୍-ନାଇଟ୍ କନ୍ସର୍ଟ ‘ୟାମିନି’ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍ଫର୍ମିଂ ଆର୍ଟ୍ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅଲ୍-ନାଇଟ୍ କନ୍ସର୍ଟ 'ୟାମିନି'।
‘ସ୍ପିକ୍ମାକେ’ ପକ୍ଷରୁ ଭୁବନେଶ୍ୱରରେ...
ଇଣ୍ଡିଆ କ୍ଲିନ୍ କୁକ୍ ଷ୍ଟୋଭ୍ ଫୋରମ୍-୨୦୧୭ରେ ସାମିଲ୍ ହେବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨୪ରୁ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଯାଉଛି ‘ଇଣ୍ଡିଆ କ୍ଲିନ୍ କୁକ୍ ଷ୍ଟୋଭ୍ ଫୋରମ୍ ୨୦୧୭ ’। ଏଥିରେ ଓଡ଼ିଶା ସାମିଲ୍ ହେବ ବୋଲି ଇଣ୍ଡିଆ କ୍ଲିନ୍...
ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ: ଲୋକାର୍ପଣ କଲେ ଜନକଲ୍ୟାଣକାରୀ ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ବଲାଙ୍ଗୀର ସହର ପାଇଁ ୫୫.୩୬ କୋଟି...





















