ଫେସବୁକରେ ମିଳବ ଟଙ୍କା, ଆସୁଛି ନୂଆ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଫେସବୁକ୍ ତାର ବ୍ୟବହାରକାରୀମାନଙ୍କ ପାଇଁ ଗୋଟିଏ ନୂଆ ଫିଚର ଆଣୁଛି। ଯାହାର ନାଁ ହେଉଛି ନ୍ୟୁଜ୍। ଏହି ଫିଚରରେ କ୍ଲିକ୍ କରିବା ମାତ୍ରେ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ଖବର ଜାଣିପାରିବେ। ତେବେ ଏହି...

ଜାଣନ୍ତୁ, କେମିତି କରିବେ ଆଧାରକାର୍ଡରେ ଫଟୋ ଅପଡେଟ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧାରକାର୍ଡରେ ଥିବା ପୁରୁଣା ଫଟୋକୁ ନେଇ ଚିନ୍ତିତ କି?  ଅତି ସହଜ ଉପାୟରେ ଆପଣ ନିଜ ନୂଆ ଫଟୋ ଅଧାରକାର୍ଡରେ ଅପ୍‌ଡେଟ୍‌ କରିପାରିବେ। ଆପଣ ବିନା କୌଣସି କଷ୍ଟରେ ଆପଣଙ୍କ ଆଧାରକାର୍ଡ ଫଟୋକୁ ବଦଳାଇପାରିବେ।...

ସୋଆ ବର୍ଣ୍ଣ ସେଣ୍ଟର ପକ୍ଷରୁ ଦୀପାବଳି ପାଇଁ ୨୪ ଘଣ୍ଟିଆ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍‌ରେ ଘରକୁ ସଜ୍ଜିତ କରିଥା’ନ୍ତି। ତେବେ ଦୀପାବଳିରେ ଆତସବାଜି...

ନଭେମ୍ବର ୧ରୁ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ

ଓଡ଼ିଶାଲାଇଭ୍ ବ୍ୟୁରୋ   ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ...

ଶୁକ୍ରବାର ବନ୍ଦ ରହିବ ୫ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ବିଭିନ୍ନ ସହରର ଅବସ୍ଥା ବେହାଲ ହୋଇଯାଇଛି। ଆସନ୍ତା ୪୮ ଘଣ୍ଟା ଯାଏଁ ଆହୁରି ବର୍ଷା...

ଏଣିକି ଏମ୍ସରେ ଚିକିତ୍ସା ପାଇଁ କରନ୍ତୁ ଅନଲାଇନ୍ ରେଜିଷ୍ଟ୍ରେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଏମ୍‌ସ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାକରିବା ପାଇଁ ଆପଣଙ୍କୁ ଲମ୍ବା ଲାଇନରେ ରହି ଟିକେଟ୍ କରିବାକୁ ପଡ଼ିବ ନାହିଁ। ଆପଣ ଘରେ ବସି ଡାକ୍ତରଙ୍କଠାରୁ ଆପୋଏଣ୍ଟମେଣ୍ଟ ଆଣିପାରିବେ। ଅନଲାଇନ୍ ଜରିଆରେ ଆପଣ ଘରେ...

ଏଣିକି ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଏକକ ପରୀକ୍ଷା ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହି...

ରାଜ୍ୟର ଶିକ୍ଷକ ତାଲିମ କେନ୍ଦ୍ରଗୁଡ଼ିକରେ ଘୋର ଅଧ୍ୟାପକ ଅଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଉନ୍ନତ କରାଯାଉଛି ବୋଲି ସରକାରଙ୍କ ବାରମ୍ବାର ଦାବି ସତ୍ତ୍ୱେ ବିଭିନ୍ନ ଶିକ୍ଷକ ତାଲିମ ଅନୁଷ୍ଠାନଗୁଡ଼ିକରେ ଶିକ୍ଷକଙ୍କ ଅଭାବ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି।...

ଲାଫିଙ୍ଗ ବୁଦ୍ଧ କିଏ? ଜାଣନ୍ତୁ, ତାଙ୍କ ହସ ପଛର କାରଣ…

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ବିଭିନ୍ନ ଘରମାନଙ୍କରେ ଲାଫିଙ୍ଗ୍ ବୁଦ୍ଧ ଦେଖିବାକୁ ପାଇଥିବେ। ଏହାକୁ ଲୋକ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି ଗ୍ରହଣ କରିଛନ୍ତି। ତେଣୁ ଲୋକମାନେ ଏହି ମୂର୍ତ୍ତିକୁ ଘରେ କିମ୍ବା ତାଙ୍କ...

‘ମୋ ସ୍କୁଲ୍‌’ ଏକ ନୂଆ ସ୍ୱପ୍ନ, ଏକ ନୂଆ ଅଭିଯାନ – ସୁସ୍ମିତା ବାଗ୍‌ଚୀ

ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ ଏହି ଅଭିଯାନର ଅଗ୍ରଗତି ସମ୍ପର୍କରେ ଯାହା କହନ୍ତି। ‘‘ଜୀବନରେ ଆଗେଇ ଯିବା...