ବିଳମ୍ବ ହେଲେ ବି ଅଫଲାଇନରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ କଟକଣା ମାନି ପରୀକ୍ଷା ହଲରେ ବସିବେ ମାଟ୍ରିକ, +୨ ପରୀକ୍ଷାର୍ଥୀ।
କରୋନା କାରଣରୁ ଡେରିରେ ହେଲେ ବି ଅଫଲାଇନରେ ହିଁ ହେବ ମାଟ୍ରିକ୍ ଓ +୨ ପରୀକ୍ଷା। ଏନେଇ ବିଦ୍ୟାଳୟ ଓ...
କନ୍ତିରା ଗାଁ’ର ନନ୍ଦ ମାଷ୍ଟ୍ରେ – ୭୦ ବର୍ଷ ହେଲା ମାଗଣାରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ
ଓଡ଼ିଶାଲାଇଭ୍ ବ୍ୟୁରୋ
୭୦ ବର୍ଷ ହେଲା ଛୋଟ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ନନ୍ଦ ମାଷ୍ଟ୍ରେ।
ବୟସ ଆସି ଶହେ ଟପିଲାଣି। କାନକୁ ବି ଆଉ ଭଲ ଭାବେ ଶୁଭୁନି। ତା’ ଭିତରେ ବି ଛୋଟ...
ରାଜ୍ୟରେ କେବେ ଖୋଲିବ ସ୍କୁଲ, କଲେଜ? – ବିଭାଗ ଉପରେ ନିଷ୍ପତ୍ତି ଛାଡ଼ିଲେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ନେବ ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି।
କୋଭିଡ୍ ପରିସ୍ଥିତି ଭିତରେ ରାଜ୍ୟରେ କେବେ ଖୋଲିବ ସ୍କୁଲ,କଲେଜ? ପିଲାମାନେ ପୁଣି କେବେ ବହି ବସ୍ତାନୀ...
ଟିଟିଲାଗଡ଼: ଧବଳେଶ୍ୱର ହାଇସ୍କୁଲର ବିକାଶ ପଛରେ ଦୁଇ ଭାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଧବଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ। ୧୯୬୨ରେ ଏହା ପ୍ରତିଷ୍ଠା ହେବା ଦିନଠାରୁ ଏଯାବତ୍ ସ୍କୁଲ ପ୍ରତି ଅବଦାନ ଦେଇ ଆସିଛନ୍ତି ଦୁଇଭାଇ। ସେମାନେ ହେଲେ ରାମହରି ସାହୁ...
ସୈନିକ ସ୍କୁଲରେ ନାମଲେଖା ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ke9iJpLjz84]
୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସୈନିକ ସ୍କୁଲରେ ନାମଲେଖା ସୁଯୋଗ
ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ
ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ...
କଳାପଟାରୁ ଟାବ୍ଲେଟ୍ – ବଦଳୁଛି ଶିକ୍ଷାଦାନର ଧାରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରମ୍ପରିକ ଧାରାରୁ ବାହାରି ଡିଜିଟାଲ ପ୍ଲାଟଫର୍ମରେ ମାତୃଭାଷାରେ ପିଲାଙ୍କୁ ସୃଜନଶୀଳ ଶିକ୍ଷା ପ୍ରଦାନ କରିବା ଏକ ନୂଆ ରାସ୍ତା ନିଶ୍ଚୟ। ଏହି ରାସ୍ତାରେ ଚାଲିଛି "ଆଭେତି ଲର୍ଣ୍ଣିଂ'। ଓଡ଼ିଶାର ଗ୍ରାମାଞ୍ଚଳରେ ଏହି...
‘ଉତ୍କଳ’ ହେଉ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ବିଶ୍ୱବିଦ୍ୟାଳୟର ୭୮ ତମ ପ୍ରତିଷ୍ଠା ଦିବସ ଅବସରରେ ଧର୍ମେନ୍ଦ୍ର ଏନେଇ...
ସୁନ୍ଦରଗଡ଼ରେ ୭୦ଟି ସ୍କୁଲର ପିଲାଙ୍କୁ ଗୋଟିଏ ଶ୍ରେଣୀରେ ଯୋଡ଼ୁଛି ‘ଭର୍ଚୁଆଲ୍ କ୍ଲାସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର କୋଭିଡ୍ ପରିସ୍ଥିତିରେ ଶିକ୍ଷାକ୍ଷେତ୍ରରେ ଡିଜିଟାଲ୍ ମାଧ୍ୟମର ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଆନନ୍ଦର କଥା, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ୨୦୧୯ ମସିହାରେ ଏହିଭଳି ଅଭିନବ ଶିକ୍ଷାଦାନ ଆରମ୍ଭ କରିଥିଲା।
‘ଭର୍ଚୁଆଲ୍...
କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗରେ ପୁଣି ଆଗରେ ସୋଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ମାନଜନକ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ୨୦୨୧ ରାଙ୍କିଙ୍ଗରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)। ବୁଧବାର ଏହି ରାଙ୍କିଙ୍ଗ ପ୍ରକାଶ ପାଇଥିବା ବେଳେ...
ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ପାଇଁ ଗାଇଡଲାଇନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଶମ ଓ ଯୁକ୍ତ ୨ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ସ୍ଥିତିରେ ପରୀକ୍ଷା ହେବାକୁ ଥିବାରୁ ଏଥିପାଇଁ ଜାତୀୟ ସ୍ତରରେ ଗାଇଡଲାଇନ...





















