ଓ୍ୱାଇନାଡ ରଖିପାରେ ରାହୁଲଙ୍କ ମାନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। କେରଳରେ ୨୦ ଲୋକସଭା ସିଟ୍ ପାଇଁ ଭୋଟ୍ ଗଣତି ଜାରି ରହିଛି। ଏଥିରେ କଂଗ୍ରେସ ୧୨ଟି ସିଟରେ ଆଗରେ ରହିଛି।...

ବିହାରରେ ଏନଡିଏ କରୁଛି ଲିଡ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଚାଲିଛି ଭୋଟ୍ ଗଣତି। ୧୧ଟା ମଧ୍ୟରେ ବିହାରର ୪୦ଟି ସିଟରୁ ଏନଡିଏ ଆଗରେ ରହିଛି। ବିହାରରେ ଏନଡିଏ ୪୦ ସିଟରୁ ୩୮ ସିଟ୍ ଆଗରେ ଚାଲିଛି। ଅନ୍ୟପକ୍ଷରେ ବିହାରର ମହାଗଠବନ୍ଧନ...

ଓଡ଼ିଶାରେ ବିଜେପିର ‘ଫନି’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ଲୋକସଭା ଆସନରେ ବିଜେପି ଖୁବ୍ ଭଲ ପ୍ରଦର୍ଶନ କରିଛି। ଯାହା ଆଶା କରାଯାଉଥିଲା ବିଜେପି ପ୍ରାର୍ଥୀମାନେ ୧୫ଟି ଆସନରେ ଆଗୁଆ ଅଛନ୍ତି। ଶାସକ ବିଜେଡିର ପ୍ରାର୍ଥୀମାନେ ମାତ୍ର ୫ଟି ଆସନରେ...

ନରେନ୍ଦ୍ର ମୋଦି କ୍ଷମତାକୁ ଫେରିବା ସ୍ପଷ୍ଟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭୋଟ ଗଣତିରୁ ପ୍ରାୟ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ଯାଉଛନ୍ତି। ସକାଳ ସାଢ଼େ ନଅଟା ସୁଦ୍ଧା ଆସୁଥିବା...

ଫଳାଫଳ ପୂର୍ବରୁ ଠାକୁରଙ୍କ ଶରଣରେ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ କିଛି ଘଣ୍ଟାପରେ ଆସିବ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ। କେଉଁଠି ପୂଜା ତ କେଉଁଠି ହୋମ କରୁଛନ୍ତି ନେତା। ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରାର୍ଥୀମାନେ ଜିତିବା ପାଇଁ କରୁଛନ୍ତି ଭଗବାନଙ୍କ...

ନବରଙ୍ଗପୁରରେ ରମେଶ ମାଝି ଆଗରେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବରଙ୍ଗପୁରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଗଣତିରେ ବର୍ତ୍ତମାନ ସୁଦ୍ଧା ପ୍ରଥମ ରାଉଣ୍ଡରେ ଏମପି ପ୍ରାର୍ଥୀ ବିଜେପିର ବଳଭଦ୍ର ମାଝି ୧୨୯୬, ବିଜେଡିର ରମେଶ ଚନ୍ଦ୍ର ମାଝି ୨୦୪୪, କଂଗ୍ରେସର...

ଭୁବନେଶ୍ୱରରେ ଡିସ୍‌ପ୍ଲେ ବୋର୍ଡରୁ ଭୋଟର ଜାଣିବେ ନିର୍ବାଚନ ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ସମୟ ପରେ ଆସିବ ୨୦୧୯ ନିର୍ବାଚନର ଫଳାଫଳ। ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ସାରା ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବ। ପ୍ରତି...

ଯଦି ବିଜେପି ଓଡ଼ିଶାରେ ବିରୋଧୀ ଆସନରେ ବସେ…

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ଫଳ ଆସିବା ପୂର୍ବରୁ ଓଡ଼ିଶାରେ କେଉଁ ଦଳ କେତେ ଆସନ ପାଇବ ସେନେଇ ବିଭିନ୍ନ ସଂସ୍ଥା ଏବଂ ନ୍ୟୁଜ ଚ୍ୟାନେଲ କରିଛନ୍ତି ଏକଜିଟ୍ ପୋଲ୍। ଏକଜିଟ୍ ପୋଲର ଆକଳନ...

ଭୋଟ ଗଣତିର ଟିକିନିଖି ଖବର ଜାଣନ୍ତୁ ଓଡ଼ିଶାଲାଇଭରେ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ନିର୍ବାଚନ ଫଳାଫଳର ଟିକିନିଖି ଖବର ପାଠକ ଓ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ କରାଯାଇଛି ବିଶେଷ ପ୍ରସ୍ତୁତି। ୨୩ ତାରିଖ ଦିନ ସକାଳ ୮ଟାରୁ ଭୋଟ ଗଣତିର...

ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲ ନିର୍ବାଚନ ଫଳାଫଳ ପ୍ରସାରଣ କରିପାରିବେ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଫଳାଫଳ ମନୋରଞ୍ଜନ ଚ୍ୟାନେଲଗୁଡ଼ିକ ପ୍ରସାରଣ କରିପାରିବେ ନାହିଁ। ଭୋଟ ଗଣତିର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏ ସମ୍ପର୍କରେ...