ଇଭିଏମ୍‌ରେ ଯାନ୍ତ୍ରିକ ତୃଟି ଲାଗି ମତଦାନରେ ବିଳମ୍ବ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଯାଇଛି। କିନ୍ତୁ ଇଭିଏମ୍‌ରେ ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରେ ମତଦାନ କରିବାରେ ବିଳମ୍ବ ହୋଇଥିବା ସୂଚନା...

ମୁଖ୍ୟମନ୍ତ୍ରୀଙ୍କ ଫୋକସ ପଶ୍ଚିମ –  ଆଜି କନ୍ଧମାଳ,ସୋନପୁର,ବୌଦ୍ଧ ଜିଲ୍ଲା ଗସ୍ତ କରିବେ ନବୀନ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆଜି ୪ଲୋକସଭା ଓ ୨୮ ବିଧାନସଭା ଆସନ ଲାଗି ମତଦାନ ଚାଲିଛି। ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ଆଜି...

ପ୍ରଥମ ପର୍ଯ୍ୟାୟ ଲାଗି ନିଜ ମତାଧିକାର ସାବ୍ୟସ୍ତ କରିବେ ୬୦ଲକ୍ଷରୁ ଅଧିକ ଭୋଟର

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି। ୪ ଲୋକସଭା (କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ନପୁର,କୋରାପୁଟ)ସହ ୨୮ ବିଧାନସଭା ଆସନ ଲାଗି ଭୋଟ ଦେଉଛନ୍ତି ଭୋଟର। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେଉଛି।...

ଛତିଶଗଡ଼ରେ ମତଦାନ ପୂର୍ବରୁ ୪ ନକ୍ସଲ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାର ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ଭୋଟଗ୍ରହଣ ପୂର୍ବରୁ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଛତିଶଗଡ଼ର ବିଜାପୁର ଜିଲ୍ଲାର ବିଦ୍ରେ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ୪ ନକ୍ସଲଙ୍କୁ...

ବ୍ରେଲ ବାଲାଟ ପେପରରେ ଭୋଟ ଦେବେ ଭିନ୍ନକ୍ଷମ ଭୋଟର

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ପ୍ରଥମ ଥର ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିନ୍ନକ୍ଷମ ଭୋଟରଙ୍କ ଲାଗି ବ୍ରେଲ ବାଲାଟପେପର ବ୍ୟବସ୍ଥା କରାଯାଇଛି। ସକାଳା ୭ଟାରୁ ଚାଲିଛି ପ୍ରଥମ ପର୍ଯ୍ୟାୟ ଲାଗି ମତଦାନ। ୪ ଲୋକସଭା ଲାଗି...

ନିଜ ପୁଅ ଓ ପରିବାର ସହ ଭୋଟ ଦେଲେ ଭକ୍ତଦାସ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ କଳହାଣ୍ଡିର କଂଗ୍ରେସ ସାଂସଦ ପ୍ରାର୍ଥୀ ଭକ୍ତଚରଣ ଦାସ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ନିଜ ପୁଅ ତଥା ଭବାନୀପାଟଣାର ବିଧାୟକ ପ୍ରାର୍ଥୀ ସାଗର ଦାସ ଓ ପତ୍ନୀଙ୍କ ସହ ଆସି...

ଆଜି ଭୋଟ – ସମ୍ବେଦନଶୀଳ ବୁଥ ଉପରେ ରହିଛି ପୋଲିସର କଡ଼ା ନଜର

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୪ ଲୋକସଭା ସହ ୨୮ବିଧାନସଭା ଆସନରେ ଲାଗି ଜନତା ଜନାର୍ଦ୍ଦନ...

ଆଜି ବହୁ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭିତରେ ରୋମାଞ୍ଚକର ଟକ୍କର...

ଜୟପୁରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଜୟପୁରରେ ଯାନ୍ତ୍ରିକ ତ୍ରୁଟିଯୋଗୁଁ ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବ ହେଉଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ବିଳମ୍ବ ହୋଇଛି। ମତଦାନ ଆରମ୍ଭ ହୋଇପାରିନଥିବାରୁ ଭୋଟରମାନେ ଧାଡ଼ିରେ ଠିଆ...

ଆଜି ଜନାଦେଶ – ୨୦୧୯

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆଜି ସାଧାରଣ ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୪ଲୋକସଭା ସହ ୨୮ ବିଧାନସଭା ଆସନ ଲାଗି ମତଦାନ...