OMCରେ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ଖଣି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ www.omcltd.in ସାଇଟ୍ରୁ ଆବେଦନପତ୍ର...
ଭାରତୀୟ ରେଲଓ୍ଵେରେ ଚାକିରି ସୁଯୋଗ, ଓଡ଼ିଶାରେ ୧,୨୧୬ ପଦବୀ ପାଇଁ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତଟ ରେଳରେ ନିଯୁକ୍ତି ସୁଯୋଗ। ୧,୨୧୬ ପଦବୀ ପାଇଁ କରିପାରିବେ ଆବେଦନ।
ଭାରତୀୟ ରେଲଓ୍ଵେର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବତଟ ରେଳ ପାଇଁ ଏହି ନିଯୁକ୍ତି ଦିଆଯିବ। ୧,୨୧୬...
ଖିମ୍ଜି ଟାଓ୍ଵାରରେ ଫ୍ରଣ୍ଟ ଅଫିସ୍ ଏକ୍ଜିକ୍ୟୁଟିଭ ପାଇଁ ଚାଲିଛି ଓ୍ଵାକ୍-ଇନ୍-ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ସହିଦନଗରସ୍ଥିତ ଖିମ୍ଜି ଟାଓ୍ଵାରରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫ୍ରଣ୍ଟ ଅଫିସ୍ ଏକ୍ଜିକ୍ୟୁଟିଭ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯାଉଛି। ଏନେଇ ଏକ ଓ୍ଵାକ୍-ଇନ୍-ଇଣ୍ଟରଭ୍ୟୁ କରାଯାଉଛି। ଏହା ଡିସେମ୍ଵର...
ଫକିରମୋହନ ବିଶ୍ଵବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଫକିରମୋହନ ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୬।
ବାଲେଶ୍ଵରସ୍ଥିତ ଫକିରମୋହନ ବିଶ୍ଵବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି।...
OSRTCରେ ଡ୍ରାଇଭର, କଣ୍ଡକ୍ଟର ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆର୍ଟିସି)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଡ୍ରାଇଭର ଓ କଣ୍ଡକ୍ଟର ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୧୦ରୁ...
ପୁରୀ ଜିଲ୍ଲାରେ ୩୧ ଶିକ୍ଷା ସହାୟକ ପଦବୀ ପାଇଁ ନିଯୁକ୍ତି – ଡିସେମ୍ଵର ୧୩ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲାରେ ଶିକ୍ଷା ସାହୟକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୧୩ ଯାଏଁ ଆବେଦନ କରିପାରିବେ। ଏହା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବିଭିନ୍ନ ହାଇସ୍କୁଲ, ଆଶ୍ରମ...
CBSEରେ ୩୫୭ ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର ୧୬ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସ୍ଇରେ ୩୫୭ ପଦରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୧୬।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ)ରେ ଚାକିରି କରିବାର ବଡ଼ ସୁଯୋଗ। ସିବିଏସ୍ଇର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ...
ଓଡ଼ିଶାରେ ୮୪ଟି ହୋମଗାର୍ଡ ପଦବୀରେ ନିଯୁକ୍ତି – ଡିସେମ୍ଵର ୩୧ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
୮୪ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ଡିସେମ୍ଵର ୩୧।
ରାଜ୍ୟ ଗୃହରକ୍ଷୀ ନିର୍ଦ୍ଦେଶାଳୟ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ ୮୪ଟି ହୋମଗାର୍ଡ ସ୍ଵେଚ୍ଛାସେବୀ ପଦବୀ ପାଇଁ...
ଭାରତୀୟ ଡାକରେ ବାହାରିଲା ନିଯୁକ୍ତି – ଓଡ଼ିଶାରେ ୩୦ଟି ପଦବୀ ପାଇଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ନିଯୁକ୍ତି ଦିଆଯିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପିଏ, ଏସ୍ଏପିଏ, ପୋଷ୍ଟମ୍ୟାନ, ମେଲ୍ଗାର୍ଡ ଓ ଏମ୍ଟିଏସ୍ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ...
OSSTET ପରୀକ୍ଷା ପାଇଁ ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ବିଜ୍ଞପ୍ତି, ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୧୬।
ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ...





















