ଯୋଗ ମାଷ୍ଟର ଟ୍ରେନର, ଇନ୍ଷ୍ଟ୍ରକଟର ପାଇଁ ଦରଖାସ୍ତ ଆହ୍ଵାନ, ନଭେମ୍ଵର ୫ ପୂର୍ବରୁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଆୟୁଷ ମିଶନ ଅଧୀନରେ ଓଡ଼ିଶା ଆୟୁଷ ସୋସାଇଟିରେ ଯୋଗ ମାଷ୍ଟର ଟ୍ରେନର ଏବଂ ଇନ୍ଷ୍ଟ୍ରକଟର ନିମନ୍ତେ ଦରଖାସ୍ତ ଆହ୍ଵାନ କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ ନଭେମ୍ଵର ୫ ପୂର୍ବରୁ ଆବେଦନ କରିପାରିବେ।
ପଦବୀ...
ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀରେ ନିଯୁକ୍ତି ସୁଯୋଗ, ନଭେମ୍ଵର ୧୬ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଅଧୀନରେ ସରକାରୀ ମହାବିଦ୍ୟାଳୟରେ ୫ଟି ପିଇଟି ଅଧ୍ୟାପକ ପଦ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୬ ପୂର୍ବରୁ...
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ନିଯୁକ୍ତି ସୁଯୋଗ, ନଭେମ୍ଵର ୧୨ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧୀନରେ ବାୟୋଟେକ୍ କିଷାନ୍ ହବ୍ରେ ବିଭିନ୍ନ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୨ ସୁଦ୍ଧା ଆବେଦନ କରିପାରିବେ।
ପଦବୀ...
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚାକିରି ସୁଯୋଗ, ନଭେମ୍ଵର ୨୩ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗରେ ଶିକ୍ଷକ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର...
ଓଡ଼ିଶା ଖଣି ନିଗମରେ ଚାକିରି ସୁଯୋଗ, ୧୮ ନଭେମ୍ଵର ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଖଣି ନିଗମ ଅଧୀନରେ ୧୨ଟି ମ୍ୟାନେଜର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୮ କିମ୍ଵା ତା ପୂର୍ବରୁ ଆବେଦନ କରିପାରିବେ।
ପଦବୀ ନାମ –...
ଓଡ଼ିଶା ନିର୍ମାଣ ନିଗମ ଅଧୀନରେ ୯ଟି କ୍ଲର୍କ ପଦବୀରେ ନିଯୁକ୍ତି, ନଭେମ୍ବର ୫ ସୁଦ୍ଧା କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ନିର୍ମାଣ ନିଗମ ଅଧୀନରେ ୯ ଗୋଟି କ୍ଲର୍କ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୫ ପୂର୍ବରୁ ଡାକ ଯୋଗେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା...
ଓଡ଼ିଶା ଖଣି ନିଗମରେ ନିଯୁକ୍ତି ସୁଯୋଗ, ୧୮ ନଭେମ୍ଵର ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଖଣି ନିଗମ ଅଧୀନରେ ୧୨ଟି ମ୍ୟାନେଜର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୮ କିମ୍ଵା ତା ପୂର୍ବରୁ ଆବେଦନ କରିପାରିବେ।
ପଦବୀ ନାମ -...
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ନିଯୁକ୍ତି ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗରେ ଶିକ୍ଷକ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର...
ରାଜ୍ୟ ଇସ୍ପାତ ଏବଂ ଖଣିଜ ବିଭାଗ ଅଧୀନରେ ଚାକିରି ସୁଯୋଗ, ଆଜିଠାରୁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଇସ୍ପାତ ଏବଂ ଖଣିଜ ବିଭାଗ ଅଧୀନରେ ଖଣି ଓ ଭୂତତ୍ତ୍ଵ ସେବାରେ ୪୨ଟି ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ଆଜିଠାରୁ ଆବେଦନ...
ବ୍ରହ୍ମପୁର ସହରରେ ଆଶା କର୍ମୀ ପଦବୀରେ ଚାକିରି ସୁଯୋଗ, ନଭେମ୍ଵର ୨ ପୂର୍ବରୁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ସହରରେ ୩୦ଟି ଆଶା ପଦବୀରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୨ ପୂର୍ବରୁ ଡାକ ଜରିଆରେ ଆବେଦନ କରିପାରିବେ।
ପଦବୀ ନାମ - ଆଶା କର୍ମୀ
ପଦବୀ...

















