ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 4ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧୀନରେ ବାୟୋଟେକ୍ କିଷାନ୍ ହବ୍‌ରେ ବିଭିନ୍ନ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୨ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା –

  • ସିନିଅର ରିସର୍ଚ ଫେଲୋ – ୧ଟି
  • ୟଙ୍ଗ୍ ପ୍ରଫେସନାଲ – ୧୦ଟି
  • ଫିଲ୍‌ଡ ଆସିଷ୍ଟାଣ୍ଟ – ୨ଟି

ଯୋଗ୍ୟତା –

  • ସିନିଅର ରିସର୍ଚ ଫେଲୋ – କୃଷି / ଭେଟେନାରି ବିଜ୍ଞାନ / ମାଇକ୍ରୋବାୟୋଲୋଜି / ବାୟୋଟେକ୍ନୋଲୋଜି / କମ୍ୟୁନିଟି ବିଜ୍ଞାନ ରେ ମାଷ୍ଟରଡିଗ୍ରୀ କରିଥିବା ଆବଶ୍ୟକ।
  • ୟଙ୍ଗ୍ ପ୍ରଫେସନାଲ – କୃଷି ଭିତ୍ତିକ ବିଷୟରେ ଗ୍ରାଜୁଏଟ କିମ୍ଵା ଡିପ୍ଲୋମା କରିଥିବା ଆବଶ୍ୟକ।
  • ଫିଲ୍‌ଡ ଆସିଷ୍ଟାଣ୍ଟ – ଆଗ୍ରୋ ପଲିଟେକ୍ନିକରୁ କୃଷି / ପ୍ରାଣୀ ବିଜ୍ଞାନ / ମତ୍ସ୍ୟ ବିଜ୍ଞାନ / ହର୍ଟିକଲଚର ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଇଣ୍ଟରଭ୍ୟୁ ପାଇଁ ତାରିଖ ଏବଂ ସମୟ

  • ସିନିଅର ରିସର୍ଚ ଫେଲୋ – ସକାଳ ୧୦ଟା, ୧୨ ନଭେମ୍ଵର ୨୦୨୦
  • ୟଙ୍ଗ୍ ପ୍ରଫେସନାଲ – ସକାଳ ୧୧ଟା, ୧୨ ନଭେମ୍ଵର ୨୦୨୦
  • ଫିଲ୍‌ଡ ଆସିଷ୍ଟାଣ୍ଟ – ସକାଳ ୧୦ଟା, ୧୨ ନଭେମ୍ଵର ୨୦୨୦

ସ୍ଥାନ – କନ୍ଫରେନ୍ସ ହଲ୍‌, ଓୟୁଏଟି, ଭୁବନେଶ୍ଵର

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment