ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗରେ ଶିକ୍ଷକ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୨୩ ସୁଦ୍ଧା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

ଅଧ୍ୟକ୍ଷ – ୧୪୪ଟି

ଶିକ୍ଷକ – ୫୯୩ଟି

ମୋଟ୍ – ୭୩୭ଟି

ଦରମା

  • ଅଧ୍ୟକ୍ଷ – ୬୭,୭୦୦ ଟଙ୍କା(ମାସିକ)
  • ଶିକ୍ଷକ – ୧୭,୩୮୦ ଟଙ୍କାରୁ ୪୭,୬୦୦ ଟଙ୍କା(ମାସିକ)

ଆବେଦନ ପାଇଁ ବୟସ ସୀମା

ଅଧ୍ୟକ୍ଷ

  • ସର୍ବନିମ୍ନ – ୩୨ ବର୍ଷ
  • ସର୍ବାଧିକ – ୫୦ ବର୍ଷ

ଶିକ୍ଷକ

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଆବେଦନ ପାଇଁ ସାଧାରଣ ଯୋଗ୍ୟତା

  • ଭାରତୀୟ ନାଗରିକ ହୋଇଥିବେ।
  • ଶାନ୍ତ ଏବଂ ସରଳ ମାନସିକଧାରୀ ବ୍ୟକ୍ତି ହୋଇଥିବେ।
  • ଏକପତ୍ନୀକ ହୋଇଥିବେ।

ଆବେଦନ ଆରମ୍ଭ୨୨ ଅକ୍ଟୋବର ୨୦୨୦

ଆବେଦନ ଶେଷ୨୩ ନଭେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ

Comment