ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଖଣି ନିଗମ ଅଧୀନରେ ୧୨ଟି ମ୍ୟାନେଜର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୮ କିମ୍ଵା ତା ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ – ମ୍ୟାନେଜର

ପଦବୀ ସଂଖ୍ୟା –

  • ସାଧାରଣ ବର୍ଗ – ୫ଟି
  • ଏସ୍‌ସି – ୨ଟି
  • ଏସ୍‌ଟି – ୪ଟି
  • ଏସ୍‌ଇବିସି – ୧ଟି
  • ମୋଟ୍ – ୧୨ଟି

ଦରମା – ୬୭,୭୦୦ – ୨,୦୮,୭୦୦ ଟଙ୍କା (ମାସିକ)

ଆଶାୟୀ ପ୍ରାର୍ଥୀମାନେ ଡାକ ଯୋଗେ ଆବେଦନ କରନ୍ତୁ।

ଆବେଦନ ପାଇଁ ଶେଷ ତାରିଖ – ୧୮ ନଭେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment