ଓଡ଼ିଶା ଆଗ୍ରୋ ଇଣ୍ଡିଷ୍ଟ୍ରିଜରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୨୫ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ ଲିମିଟେଡ୍‌ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୫ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ। ଡିଷ୍ଟ୍ରିକ୍ଟ୍‌...

ITBP ଅଧିନରେ ଜେନେରାଲ୍ ଡ୍ୟୁଟି ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ସୁଯୋଗ, ଦରମା ମିଳିବ ୭୫ ହଜାର

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡୋ ତିବତୀୟ ସୀମା ସୁରକ୍ଷା ବଳ (ITBP) ଅଧିନରେ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମାର୍ଚ୍ଚ ୨୪ ତାରିଖ ହେବାକୁ ଯାଉଛି...

VSSUTର ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୧୩ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜୀରେ ସମୁଦାୟ ୧୨ ପଦବୀରେ ୩୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୩...

ଇଣ୍ଡିଆନ୍ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୧୦ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ୍‌ ବ୍ୟାଙ୍କରେ ୮ଟି ପଦବୀ(ସ୍ପେସିଆଲିଷ୍ଟ୍‌ ଅଫିସର)ରେ ସମୁଦାୟ ୧୩୮ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରି ୧୦ ଯାଏଁ ଆବେଦନ କରିପାରିବେ। ପଦବୀ ଆସିଷ୍ଟାଣ୍ଟ ମ୍ୟାନେଜର କ୍ରେଡିଟ୍‌...
Job search

ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ୬୫ ଗ୍ରାମ ରୋଜଗାର ସେବକଙ୍କ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ୬୫ ଜଣ ଗ୍ରାମ ରୋଜଗାର ସେବକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମ ପ୍ରାର୍ଥୀମାନେ ଆବେଦନ କରିପାରିବେ। ମହାତ୍ମା ଗାନ୍ଧୀ ନାସ୍‌ନାଲ୍‌...

ଏପ୍ରିଲ ୮ରେ ପରାଦୀପରେ ସୈନ୍ୟବାହିନୀ ନିଯୁକ୍ତି ରାଲି – ମାର୍ଚ୍ଚ ୨୩ ଯାଏଁ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୮ ତାରିଖରୁ ୧୫ ତାରିଖ ଯାଏଁ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ସୈନ୍ୟବାହିନୀ ନିଯୁକ୍ତି ରାଲି। ଇଚ୍ଛୁକ ପ୍ରାର୍ଥୀମାନେ ଆଜିଠୁ ମାର୍ଚ୍ଚ ୨୩ ଯାଏଁ କରିପାରିବେ ଆବେଦନ।...

ପୁରୀ ଉତ୍କଳ ବାଳାଶ୍ରମରେ ନିଯୁକ୍ତି ସୁଯୋଗ – ଫେବ୍ରୁଆରି ୧୪ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ କୁମ୍ଭାରପଡ଼ାସ୍ଥିତ ଉତ୍କଳ ବାଳାଶ୍ରମରେ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୁଦାୟ ୧୫ଟି ପଦବୀରେ ଏହି ନିଯୁକ୍ତି ଦିଆଯିବ। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ।...

ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜୀରେ ୧୨ଟି ପଦବୀରେ ଚାକିରି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜୀରେ ୧୨ଟି ପଦବୀ ଖାଲି ରହିଛି। ଏହି ପଦବୀରେ ୩୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ...

ରାଜସ୍ଥାନ ସେଣ୍ଟ୍ରାଲ୍‌ ୟୁନିଭର୍ସିଟିରେ ଫାଇନାନ୍ସ ଅଫିସର୍‌ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନ ସେଣ୍ଟ୍ରାଲ୍‌ ୟୁନିଭର୍ସିଟିରେ ଫାଇନାନ୍ସ ଅଫିସର୍‌ ପଦବୀରେ ରହିଛି ଚାକିରି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୦ ଯାଏଁ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା: ଯେକୌଣସି ବିଭାଗରେ ୫୫% ସହ ସ୍ନାତକ ଡିଗ୍ରୀ ହାସଲ...

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଆଣ୍ଡ୍‌ ଆପ୍ଲିକେସନ୍‌ସ୍‌ରେ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଆଣ୍ଡ୍‌ ଆପ୍ଲିକେସନ୍‌ସ୍‌ରେ (ଗଣିତ ଏବଂ ପ୍ରୟୋଗ ପ୍ରତିଷ୍ଠାନ) ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୭ ତାରିଖ...