ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡୋ ତିବତୀୟ ସୀମା ସୁରକ୍ଷା ବଳ (ITBP) ଅଧିନରେ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମାର୍ଚ୍ଚ ୨୪ ତାରିଖ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

  • ଏହି ନିଯୁକ୍ତି ସିଆଇଏସ୍‌ଏଫ୍‌ ଏବଂ ଏମ୍‌ଡିଆର୍‌ଏଫ୍‌ ନିମନ୍ତେ ଉଦ୍ଦିଷ୍ଟ।
  • ଏହା ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ
  • ଦରମା– ୭୫,୦୦୦ ଟଙ୍କା

ବୟସ ସୀମା

୬୭ ବର୍ଷରୁ କମ୍‌ ବୟସ୍କ

ଇଣ୍ଟରଭ୍ୟୁ ପାଇଁ କେଉଁଠାକୁ ଯିବେ?

ଦି ଇନ୍‌ସ୍ପେକ୍ଟର ଜେନେରାଲ (ମେଡିକାଲ), ରିଫେରାଲ୍‌ ହସ୍ପିଟାଲ୍‌, ଆଇଟିବିପି, ସିଆଇଏସ୍‌ଏଫ୍‌ କ୍ୟାମ୍ପ୍‌, ସୁଥାନିଆ, ପୋ-ସୁରଜପୁର, ଗ୍ରେଟର୍‌ ନୋଏଡ଼ା, ଜିଲ୍ଲା- ଗୌତମ ବୁଦ୍ଧ ନଗର, ୟୁପି, ପିନ୍‌- ୨୦୧୩୦୬

ଇଣ୍ଟରଭ୍ୟୁ ସମୟ

୨୦୨୦ ମାର୍ଚ୍ଚ ୨୪ ସକାଳ ୯ଟା

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ itbpolice.nic.in ଲଗ୍‌ଇନ୍‌ କରନ୍ତୁ।

ସୌଜନ୍ୟ – ଚାକିରି ପ୍ଲସ୍

Comment