ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (OSSC) ଅଧୀନରେ କମ୍ୱାଇନଡ୍ ଅଡିଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ସେପ୍ଟେମ୍ବର ୨୮ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା – ୧୬୧

  • ଆବେଦନ ଆରମ୍ଭ –  ୨୮ ଅଗଷ୍ଟ ୨୦୨୦
  • ଆବେଦନର ଶେଷ ତାରିଖ – ୨୮ ସେପ୍ଟେମ୍ବର ୨୦୨୦

ବୟସ

  • ଇଚ୍ଛୁକ ପ୍ରାର୍ଥୀଙ୍କର ବୟସ ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

  • ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ
  • କମ୍ପ୍ୟୁଟର ପିଜିଡିସିଏ କୋର୍ସ କରିଥିବା ଆବଶ୍ୟକ଼

ଆବେଦନ ଫି’

  • ସାଧାରଣ ବର୍ଗ – ୨୦୦ ଟଙ୍କା
  • ଏସସି/ଏସଟି – କୌଣସି ଶୁଳ୍କ ନାହିଁ

ଅଧିକ ଜାଣିବା ପାଇଁ  କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ

Comment