ବିଜୟ ମହାନ୍ତିଙ୍କୁ ଅଶ୍ରୁଳ ବିଦାୟ – ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ, ଜ୍ୱାଇଁ ଦେଲେ ମୁଖାଗ୍ନି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ।
ଚିର ନିଦ୍ରାରେ ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ଗତକାଲି ରାତିରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଆଖି ବୁଜିଥିବା...
‘ପୃଥ୍ୱୀରାଜ ଚୌହନ’ରୁ ‘ଆକବର’ – ସବୁ ଚରିତ୍ରରେ ଛାଇଛନ୍ତି ଏହି ଅଭିନେତା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଭାରତର ଇତିହାସ ସହିତ ଜଡ଼ିତ ଅନେକ କାହାଣୀକୁ ଟିଭି ପରଦାରେ ଦେଖାଯାଇଛି। ଏହି ଐତିହାସିକ ସିରିଏଲରେ ଅଭିନୟ କରି ଅନେକ କଳାକାର ବେଶ୍ ସଫଳତା ପାଇଛନ୍ତି। ଏହି ସଫଳ ଅଭିନେତାମାନଙ୍କ...
ଆରପାରିରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି – ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ବିଭାଗର ଗଭୀର ଶୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ୭୦ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓଡ଼ିଆ...
ଅଭିନେତା ବିଜୟ ମହାନ୍ତି ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଫିଲ୍ମର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଗୁରୁତର ହୋଇ ଯାଇଛନ୍ତି। ତାଙ୍କୁ ଭୁବନେଶ୍ୱର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଗତ କିଛିଦିନ ତଳେ ବିଜୟ ମହାନ୍ତି ଅସୁସ୍ଥ ଥିଲେ।...
ବଲିଉଡରେ ନିଜ ବାପା-ମାଙ୍କଠାରୁ ଅଧିକ ସଫଳ ହୋଇଛନ୍ତି ଏହି କଳାକାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ନିଜର ଲୋକପ୍ରିୟତା ବଜାୟ ରଖିବା ସେତେ ସହଜ ନୁହେଁ। କଠିନ ପରିଶ୍ରମ କରି ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରଥାନ୍ତି କଳାକାର। ତେବେ ସଫଳ ହେବାର ସ୍ୱପ୍ନ ନେଇ...
‘ସୁଇସାଇଡ ୟା ମର୍ଡର’ – ସୁଶାନ୍ତଙ୍କ ବାୟୋପିକରେ ଅଭିନୟ କରିବେ ଅବିକଳ ତାଙ୍କ ଭଳି ଦେଖାଯାଉଥିବା ସଚିନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଜୀବନୀକୁ ନେଇ ବଲିଉଡରେ ଏକ ଫିଲ୍ମ ନିର୍ମିତ ହେବାକୁ ଯାଉଛି। ଏହି ଫିଲ୍ମର ଟାଇଟଲ ରହିଛି ‘ସୁଇସାଇଡ ୟା ମର୍ଡର’। ସବୁଠୁ...
କମ ଦିନରେ ସଫଳ ନାୟକ ଭିକି କୌଶଲ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଭିକି କୌଶଲ ହେଉଛନ୍ତି ବଲିଉଡ୍ର ସେହି ଷ୍ଟାର ଯିଏକି ଖୁବ କମ୍ ସମୟରେ ସଫଳତା ପାଇଛନ୍ତି। ତାଙ୍କ ବାପା ବଲିଉଡ୍ରେ ଆକ୍ସନ ଡିରେକ୍ଟର ଥିଲେ ମଧ୍ୟ ସେ କେବେ ଫାଇଦା...
ଅଭିନୟ ପୂର୍ବରୁ କେଉଁ ପ୍ରଫେସନରେ ଥିଲେ ଆପଣଙ୍କ ପ୍ରିୟ ଟିଭି କଳାକାର?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ପାଇଁ ବହୁ କଠିନ ପରିଶ୍ରମ କରିଥାନ୍ତି ଟିଭି କଳାକାର। ପ୍ରତିଦିନ ସବୁଘରେ ଟିଭି ସୋ'ଗୁଡ଼ିକୁ ନେଇ ଚାଲିଥାଏ ଚର୍ଚ୍ଚା। କେତେକ କ୍ଷେତ୍ରରେ ବଡ଼...
କିଏ କରନ୍ତି କ୍ୟାଟ୍ରିନାଙ୍କ ଓ୍ୱାର୍କଆଉଟ ପ୍ଲାନ?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜ ଫିଟନେସକୁ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କ୍ୟାଟ୍ରିନା ତାଙ୍କ ଫିଟନେସକୁ ବେଶ୍ ଗୁରୁତ୍ୱ ଦେଇଥାନ୍ତି। ନିଜ ଓ୍ୱର୍କଆଉଟ ପ୍ଲାନ ନିଜେ କରନ୍ତି।...
କିପରି ଥିଲା ପ୍ରିୟଙ୍କା ଚୋପ୍ରାଙ୍କ ଟଲିଉଡରୁ ହଲିଉଡର ସଫର୍?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ନିଜ ଦମରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା। ହେଲେ ବହୁତ କମ ଲୋକ ଜାଣିଥିବେ ଯେ ପ୍ରିୟଙ୍କା ନିଜର ଅଭିନୟର ଆରମ୍ଭ ଟଲିଉଡ...





















