ଜ୍ୟାକି ଶ୍ରଫଙ୍କ ବାପାଙ୍କ କଥା ସତ ହୋଇଥିଲା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ଜଗୁ ଦାଦା ଓରଫ୍ ଜ୍ୟାକି ଶ୍ରଫ୍ଙ୍କ ସମ୍ପର୍କରେ ଆପଣ ଅନେକ କଥା ତ ଜାଣିଥିବେ, ହେଲେ ତାଙ୍କ ସଂଘର୍ଷ ସମୟର ଏସବୁ କଥା କ’ଣ ଜାଣନ୍ତି।
ଆସନ୍ତୁ ଜଗୁ ଦାଦାଙ୍କ...
ଓଲିଉଡର ଟପ୍ ହିରୋମାନେ ବି ସୁଟିଂବେଳେ ଆହତ ହୋଇଥିଲେ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସୁଟିଂ ସେଟରେ ବେଳେବେଳେ ଅଘଟଣ ଘଟିଥାଏ। ବଲିଉଡ୍ ଭଳି ଓଲିଉଡରେ ବି ସୁଟିଂ ସେଟରେ ନାୟକ ଆହତ ହେବାର ଘଟଣା ମଝିରେ ମଝିରେ ଶୁଣିବାକୁ ମିଳିଥାଏ।
ଓଲିଉଡରେ ସୁଟିଂ ସେଟରେ ନାୟକ...
ଓଲିଉଡର ତିନି ଟପ୍ ହିରୋଇନ୍ ଦୁଇଜଣ ନ୍ୟୁକମରଙ୍କ ସହ କରିଛନ୍ତି ରୋମାନ୍ସ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଭଳି ଓଲିଉଡରେ ବି ଟପ୍ ହିରୋଇନ୍ମାନେ ନ୍ୟୁକମରଙ୍କ ଅପୋଜିଟରେ କାମ କରିବାକୁ ସହଜରେ ରାଜି ହୋଇନଥାନ୍ତି। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ବି ଘଟିଛି।
ଆସନ୍ତୁ ଜାଣିବା ଏଯାବତ୍ କେଉଁ...
ଦାମିକା ସେଟ୍ ପାଇଁ ଚର୍ଚ୍ଚାରେ ଏହିସବୁ ହିନ୍ଦୀ ସିନେମା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଏଭଳି ଅନେକ ସିନେମା ନିର୍ମିତ ହୋଇଛି, ଯାହା କେବଳ କାହାଣୀ ବା ସଙ୍ଗୀତ ପାଇଁ ନୁହେଁ, ବରଂ ସୁଟିଂ ସେଟ୍ ପାଇଁ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା କେଉଁ ବଲିଉଡ...
ଓଲିଉଡ ସେଲିବ୍ରିଟିମାନଙ୍କ ସମାଜସେବା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ଅଭିନେତାମାନେ ଅଭିନୟ ସାଙ୍ଗକୁ ସମାଜସେବା କରୁଥିବାର ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସବ୍ୟସାଚୀ, ଶ୍ରୀତମ ଦାସ, ଆକାଶ ଦାସ ନାୟକ ଓ ଚନ୍ଦନ କର।
ଆସନ୍ତୁ ଜାଣିବା କେଉଁ...
ପଙ୍କଜ ଉଧାସଙ୍କ ଗୀତ ଶୁଣି ରାଜ କପୁରଙ୍କ ଆଖିରେ ଲୁହ ଆସିଥିଲା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଗଜଲ୍ ସମ୍ରାଟ୍ ପଙ୍କଜ ଉଧାସ କେତୋଟି ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ‘ଚିଠି ଆୟି ହେ ଆୟି ହେ ଚିଠି ଆୟି ହେ’, ‘ବଡ଼େ ଦିନୋଁ କେ ବାଦ୍ ହମ୍ ବତନୋଁ କା...
ଓଲିଉଡର ଚର୍ଚ୍ଚିତା ନାୟିକା ଶୀତଲଙ୍କ କିଛି ବ୍ୟକ୍ତିଗତ କଥା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ଜଣେ ଚର୍ଚ୍ଚିତା ନାୟିକା ହେଲେ ଶୀତଲ୍। ସେ ୨୦୧୫ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ଯିଏ ଯାହା କହୁ ମୋର ଢ଼ୋ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ଦେଇଥିଲେ।
ଏବେ...
ଅନୁଭବଙ୍କ ସହ ଥରଟିଏ ସ୍କ୍ରିନ୍ ସେୟାର କରିଛନ୍ତି ଓଲିଉଡର ଏହିସବୁ ନାୟକ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ତାଙ୍କର ପନ୍ଦରବର୍ଷର କ୍ୟାରିଅର୍ ଭିତରେ କେତେକ ନାୟକଙ୍କ ସହ ଏକାଧିକ ବାର କାମ କରିଛନ୍ତି। ହେଲେ ଏମିତି କିଛି ଅନ୍ୟ ନାୟକ ଅଛନ୍ତି, ଯେଉଁମାନଙ୍କୁ...
ବଲିଉଡର ପପୁଲାର୍ କମେଡିଆନ୍ ଅଶ୍ରାନିଙ୍କ ସଫଳତାର ଯାତ୍ରା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
‘ହମ୍ ଅଗ୍ରଜୋଁ କେ ଜମାନେ କେ ଜେଲର୍ ହେଁ…'। ଏହା ହେଉଛି ବଲିଉଡର ବ୍ଲକବଷ୍ଟର ମୁଭି 'ଶୋଲେ'ର ଏକ ବହୁ ଚର୍ଚ୍ଚିତ ସଂଳାପ। ଏହି ସଂଳାପ ପାଇଁ ଅଭିନେତା...
ଟେଲି ସିରିଏଲରୁ ସିନେମା: ଏବେ ଯାତ୍ରାରେ ଲୋକପ୍ରିୟ ଲରେନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡ ସେଲିବ୍ରିଟିମାନେ ଯାତ୍ରା ଜଗତରେ ଯୋଗ ଦେବା ଆଉ ବଡ଼ କଥା ହୋଇରହିନାହିଁ। ପ୍ରାୟ ତିନିବର୍ଷ ଧରି ଏମିତି ଜଣେ କଳାକାର ଯାତ୍ରାରେ ସକ୍ରିୟ ଅଛନ୍ତି। ସେ ହେଉଛନ୍ତି ଲରେନ୍ସ।
ଆସନ୍ତୁ ଜାଣିବା ଓଲିଉଡରୁ...





















