ଉଷସୀଙ୍କୁ ଅସଦାଚରଣ: ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହେଲା ୩ ଜଣିଆ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗରେ ଅନୁଗୁଳ ପୋଲିସ ଗଠନ କରିଛି ତିନି ଜଣିଆ ସ୍ୱତନ୍ତ୍ର ଟିମ୍। ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ଟିମ୍। ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ...

ବଲିଉଡ ନାୟିକାଙ୍କୁ ଫିଲ୍ମରେ ନ୍ୟୁଡ୍ ସିନ୍ ପାଇଁ ସ୍ୱାମୀ ଉତ୍ସାହିତ କରନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ହେଟ୍‌ ଷ୍ଟୋରି-୨’ ଫେମ୍ ବଲିଉଡ ହିରୋଇନ୍ ସୁରଭିନ୍ ଚାୱଲା ୨୦୧୫ରେ ଯେତେବେଳେ ନିଜର ଲାଇଫଟାଇମ୍‌ ବୟଫ୍ରେଣ୍ଡ୍ ଅକ୍ଷୟ ଠକ୍‌କରଙ୍କୁ ଇଟାଲିରେ ବିବାହ କରିଥିଲେ, ସେତେବେଳେ ସମସ୍ତଙ୍କୁ ସେ ଚକିତ କରିଥିଲେ। ସୁରଭିନ୍ ‘କହିଁ...

କୋଏଲଙ୍କ ଲେଉଟାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ ଅଭିନେତ୍ରୀ କୋଏଲ ବାନାର୍ଜୀ ପ୍ରାୟ ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି। ଅଭିନେତା ବବି ମିଶ୍ରଙ୍କୁ ବିବାହ କରିବା ପରେ ‘ଦିପୁ ଦ ଡ୍ୟାନସର ବଏ’ ଫିଲ୍ମ ଜରିଆରେ ପରଦା...

ତାଏକୋଣ୍ଡୋ ଜାଣିଥିଲି ବୋଲି ବର୍ତ୍ତିଗଲି ନଚେତ ସେମାନେ ମୋ ସହ ରେପ୍ କରିଥାନ୍ତେ: ଉଷସୀ ମିଶ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ। ଯାତ୍ରା ଚାଲିଥିଲା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିବା ସହ ତାଙ୍କ ଗାଡ଼ି ମଧ୍ୟ ଭାଙ୍ଗିବା ନେଇ ହୋଇଛି ଅଭିଯୋଗ। ଅନୁଗୁଳ କଣିହାଁ...

ଏହି ନାୟିକାମାନଙ୍କ ସହ ଆସୁଛନ୍ତି ଓଲିଉଡ ଷ୍ଟାର ସମ୍ବିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ ଅଭିନେତା ସମ୍ବିତ୍‌ଙ୍କ ପାଇଁ ୨୦୧୮ ସଫଳତମ ବର୍ଷ ହେବାକୁ ଯାଉଛି। ବର୍ଷ ଆରମ୍ଭରୁ ସମ୍ବିତ୍‌ଙ୍କ ଅଭିନୀତ ‘ହାପି ଲକି’ ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏବର୍ଷ ଆହୁରି ଅନେକ...

ଏହି ନିର୍ଦ୍ଦେଶକମାନଙ୍କ ସହିତ କାମ କରିନାହାନ୍ତି ବଲିଉଡର ବେବୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ଼ର ବେବୋ ଓରଫ୍ କରିନା କପୁର ଖାନ୍ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସେ ଜଣେ ଏମିତି ନାୟିକା ଯିଏ କି ବଲିଉଡ଼ର ଅଧିକାଂଶ ଟପ୍ ହିରୋଙ୍କ ସହ କାମ କରିଛନ୍ତି। କରିନା...

ବଲିଉଡ ସେଲିବ୍ରିଟିମାନଙ୍କ ସମାଜସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ବି-ଟାଉନ୍‌ର ସେଲିବ୍ରିଟିମାନେ ଅନେକ ସମୟରେ ସମାଜସେବାରେ ମଧ୍ୟ ଜଡ଼ିତ ହୋଇଥାନ୍ତି। ସେମାନଙ୍କ ଭିତରୁ କେତେକ ଏହି କ୍ଷେତ୍ର ପାଇଁ ଅଧିକ ଚର୍ଚ୍ଚିତ। ଆସନ୍ତୁ ଜାଣିବା ସେହିଭଳି କିଛି ବି-ଟାଉନ୍ ସେଲିବ୍ରିଟିମାନଙ୍କ ସମ୍ପର୍କରେ.. ଅକ୍ଷୟ...

ରିଆଲିଟି ସୋ’ରୁ ସିନେ ଅଭିନେତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଆଲିଟି ସୋ’ରୁ ଫିଲ୍ମ ପରଦାରେ ଏଣ୍ଟ୍ରି କରିବା ସେତେଟା ସହଜ ନୁହେଁ। କିନ୍ତୁ ଓଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଦକ୍ଷ ଅଭିନୟ ଦ୍ୱାରା ଫିଲ୍ମ ପରଦାରେ ଅଭିନେତ୍ରୀ ହେବାର ସୌଭାଗ୍ୟ ଲାଭ...

ଯାତ୍ରା ପାର୍ଟି ବନ୍ଦ ହେବନି: ମୁଣ୍ଡ ଟେକିଲେଣି ନୂଆ ପାର୍ଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଲିଉଡ ମାଲିକ ମହାସଂଘ ପକ୍ଷରୁ କିଛିମାସ ତଳେ ଘୋଷଣା କରାଯାଇଥିଲା ଯେ ଆଉ ସେମାନଙ୍କ ପକ୍ଷରେ ପାର୍ଟି ଚଳାଇବା ସମ୍ଭବପର ନୁହେଁ ସେମାନେ ଗୁଡ଼ାଏ କ୍ଷତି ସହୁଛନ୍ତି। ଯାତ୍ରା କଳାକାରମାନଙ୍କର ପାରିଶ୍ରମିକକୁ...

ବଲିଉଡର କେଉଁ ସୁପରଷ୍ଟାରଙ୍କ ପ୍ରାଇସ୍ କେତେ! ପଢ଼ନ୍ତୁ ଏହି ରିପୋର୍ଟ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ୍‍ ଏପରି ଏକ ମାୟାନଗରୀ, ଯେଉଁଠି କିଏ ରାତାରାତି ହୋ‍ଇଯାଏ ସୁପରଷ୍ଟାର ତ କିଏ ମଧ୍ୟ ହୋ‍ଇଯାଏ ଆଉଟଡେଟେଡ ଷ୍ଟାର। ଷ୍ଟାରଡମ୍‍ ସହ ବଢ଼ିଥାଏ ସେହି ସୁପରଷ୍ଟାରଙ୍କ ପ୍ରାଇସ୍‍। ଆସନ୍ତୁ...