‘ଲୈଲା ଓ ଲୈଲା’ ସିନେମାରେ ଯୁବତାରକା ସ୍ୱରାଜ ବାରିକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶୁ କଳାକାରରୁ ଓଡ଼ିଆ ସିନେତାରକା ହେବା ମଧ୍ୟରେ ଅଭିନେତା ସ୍ୱରାଜ ବାରିକ୍ଙ୍କ ଅନେକ ସଂଘର୍ଷ ତଥା ନିଷ୍ଠାର ପ୍ରମାଣ ଦେଇସାରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ସନେମା ‘ତୁ ମୋ ଲଭ୍ ଷ୍ଟୋରି’ର...
‘ସାରେ ଜହାଁ ସେ ଅଚ୍ଛା’, ଆମିରଙ୍କ ପତ୍ନୀ ସାଜିବେ ପ୍ରିୟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ଏଥର ମହାକାଶ ଯିବା ପାଇଁ ପ୍ରସ୍ତୁତ| ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ୍ରେ ଅଭିନୟ କରିବା ପାଇଁ ସମ୍ମତି ଦର୍ଶାଇ ସାରିଛନ୍ତି, ଯାହାର ଶୀର୍ଷକ...
ନବମ ଶ୍ରେଣୀରୁ ହିରୋଇନ୍; ସନ୍ମୀରାଙ୍କ ‘ଲୈଲା ଓ ଲୈଲା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସିନେଇଣ୍ଡଷ୍ଟ୍ରିର ନବାଗତା ନାୟିକା ସନ୍ମୀରା ନିଜର ନିଚ୍ଛକ ଓ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାକୁ ବେଶ୍ ତତ୍ପର। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ସପନର ପଥେ ପଥେ’ରେ...
କଙ୍ଗନାକୁ ସୋନା ମହାପାତ୍ର କହିଲେ ‘ସରକସ୍ କରୁଛ’!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସମସ୍ୟା ଦୂର ହେବା ନାମ ଧରୁନାହିଁ। ହ୍ରିତ୍ୱିକ୍ ରୋଶନଙ୍କ ସହ ବିବାଦକୁ ନେଇ ରିତିକଁକ୍ ପୁର୍ବ ପତ୍ନୀ ସୁଜାନ କଙ୍ଗନାଙ୍କୁ ଝାଡ଼ିବା ପରେ ଗାୟିକା ସୋନା...
ଆଙ୍ଗ୍ରି ୟଙ୍ଗ୍ ମ୍ୟାନ ଉଦୟନ୍ ଅପରାଜିତ୍ଙ୍କ ‘ବଦମାସ୍-ଟୋକା’
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତୀକ୍ଷା ପରେ ‘ବଦ୍ମାସ-ଟୋକା’ ଉଦୟନ୍ ଅପରାଜିତ୍ଙ୍କର ପ୍ରଥମ ଓଡ଼ିଆ ସିନେମା ସାରା ଓଡ଼ିଶାରେ ମୁକ୍ତିଲାଭ କରିବା ଦିନ ପାଖେଇ ଆସୁଛି। ଏସ କେ ଏଣ୍ଟରଟେନମେଣ୍ଟ ବ୍ୟାନର ନିବେଦିତ ଏହି ସିନେମାର...
ଭାଇ ଭାଉଜ: ମଞ୍ଚରୁ ରୁପେଲି ପରଦା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୬୭ ମସିହାରେ କେବଳ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ପ୍ରଥମଟି ଥିଲା ଅରୁନ୍ଧତୀ ଓ ଦ୍ୱିତୀୟଟି ଭାଇ ଭାଉଜ। ଜଣେ ଗରିବ ଚାଷୀ ଓ ଜମି ମାଲିକଙ୍କୁ ନେଇ ଏହି ଚଳଚ୍ଚିତ୍ରର...
୧୦୦୦ କୋଟିର ଫିଲ୍ମ, ‘ବାହୁବଳି’ର କ୍ରେଜ୍ କମାଇବ ‘ରାଣ୍ଡାମୁଝମ’!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗ୍ ବଜେଟ୍ ଫିଲ୍ମକୁ ନେଇ ଏବେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି ହୋଇଛି।
ବାହୁବଳି-୧ ଏବଂ ୨ରେ ଯେତିକି ଅର୍ଥ ବ୍ୟୟ ହୋଇଥିଲା ତାଠୁ ଦୁଇଗୁଣା ବଜେଟରେ ଏକ ଫିଲ୍ମ ନିର୍ମାଣ...
ବାହାରେ ବାଘ ଲାଞ୍ଜ ହେବା ଅପେକ୍ଷା ନିଜ ଜାଗାରେ ବିଲେଇର ମୁଣ୍ଡ ହୋଇ ରହିବା ଶ୍ରେୟସ୍କର – ପପୁ...
ନିକଟରେ ବାଲାଜି ଫିଲ୍ମସ ପାଇଁ ଏକ ବିଜ୍ଞାପନର ସୁଟିଂ କରୁଥିବା ସମୟରେ ତାଙ୍କ ଅଭିନୟକୁ ପରଖିଲା ପରେ ନିର୍ଦ୍ଦେଶକ ପ୍ରିୟଦର୍ଶନ ତାଙ୍କର ପରବର୍ତ୍ତୀ ସିନେମାରେ ଅଭିନୟ କରିବା ପାଇଁ ପପୁଙ୍କୁ ଅଫର୍ ଦେଇଛନ୍ତି।...
ପୁଣି ତେଜିଲା କଙ୍ଗନା-ହ୍ରିତିକ ବିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
“ମୋତେ କ୍ଷମା ମାଗନ୍ତୁ ହ୍ରିତିକ”-କଙ୍ଗନା
ଦୁଇ ବର୍ଷ ଧରି ହ୍ରିତିକ ରୋଶନ ମୋ ଜୀବନକୁ ନର୍କ କରିଦେଇଥିଲେ, ଏଭଳି ଅଭିଯୋଗ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ। ସେ କହିଛନ୍ତି, ହ୍ରିତିକ ରୋଶନ...
ଦଶହରା ପାଇଁ ନିର୍ମିତ ‘ଶିବା-ନଟ୍ ଆଉଟ୍’ରେ ଅରିନ୍ଦମ ଓ ଅର୍ଚ୍ଚିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସିନେଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ନାୟକ ଅରିନ୍ଦମ ରୟ ଏଥର ଦଶହରାରେ ଧମାଲ ମଚାଇବା ପାଇଁ ଏକ୍ଦମ୍ ପ୍ରସ୍ତୁତ।
ଓଲିଉଡ୍ ସେନ୍ସେସନ୍ ଅର୍ଚ୍ଚିତାଙ୍କ ସହ ଅରିନ୍ଦମ୍...