‘ଥଲାଇବି’ ଫିଲ୍ମର ସୁଟିଂ ଶେଷ କଲେ କଙ୍ଗନା, ଜୁନ୍ ୨୬ରେ ହେବ ରିଲିଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମ ‘ଥଲାଇବି’ର ସୁଟିଂ ଶେଷ ହୋଇଛି। ଏନେଇ ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ କଙ୍ଗନା ରଣାୱତ ଟୁଇଟ୍ କରି...

ବଲିଉଡ ପରିବାର କଥା: ବାପା ମା’ ସଫଳ, ପିଲାମାନେ ବିଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ଅନେକ ସଫଳ ଅଭିନେତା ଓ ଅଭିନେତ୍ରୀଙ୍କ ପୁଅ ଝିଅମାନେ ବିଫଳ ହୋଇଛନ୍ତି। ସେମାନଙ୍କ ବାପାମାଆ ଦିନେ ବଲିଉଡର ଆକର୍ଷଣର କେନ୍ଦ୍ର ଥିଲେ, ହେଲେ ସେମାନଙ୍କ ପିଲାମାନେ ସେମିତି ଦର୍ଶକୀୟ ଆଦୃତି...

ପଡ଼ିଲା ଦୀପ୍ତିରେଖାଙ୍କ ହାତଗଣ୍ଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କ ହାତଗଣ୍ଠି ପଡ଼ିଛି। ଶୁକ୍ରବାର ଖୋର୍ଦ୍ଧାର ସୌମ୍ୟରଞ୍ଜନ ଶତପଥୀଙ୍କୁ ସେ ବିବାହ କରିଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହୋଟେଲରେ କୋଭିଡ କଟକଣାରେ ଏହି ବିବାହ ଉତ୍ସବ...

୭୦ ବର୍ଷରେ ପଦାର୍ପଣ କଲେ ‘କିଙ୍ଗ୍ ଅଫ୍ ଷ୍ଟାଇଲ’ ରଜନୀକାନ୍ତ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା କିଙ୍ଗ୍‌ ଅଫ୍‌ ଷ୍ଟାଇଲ ରଜନୀକାନ୍ତ ଆଜି ୭୦ବର୍ଷ ବୟସରେ ପାଦ ଦେଇଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା କିଛି କଥା… ଦକ୍ଷିଣ...

ବଲିଉଡ୍ କୋରିଓଗ୍ରାଫର ରେମୋ ଡିସୁଜା ହୃଦଘାତର ଶିକାର, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ଜଣାଶୁଣା କୋରିଓଗ୍ରାଫର ରେମୋ ଡିସୁଜା ଶୁକ୍ରବାର ଅପରାହ୍ଣରେ ହୃଦଘାତର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ମୁମ୍ବାଇର କୋକିଳାବେନ ଧୀରୁଭାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଆଇସିୟୁରେ ରହିଥିବାବେଳେ ତାଙ୍କ...

ଗୋଟିଏ ଟାଇଟଲ, ଦୁଇଟି ଫିଲ୍ମ – ଦର୍ଶକଙ୍କୁ ପସନ୍ଦ ଆସିଛି ଓଲିଉଡର ଏହି ସିନେମା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡରେ ଏମିତି ବି ସିନେମା ବେଳେବେଳେ ନିର୍ମିତ ହୁଏ, ଯାହାର ଟାଇଟଲ୍ କୌଣସି ଏକ ପୂର୍ବ ସିନେମାର ଶୀର୍ଷକ ସହ ସମାନ। ସବୁଠୁ ଖାସ କଥା କେତେକ କଳାକାର ଉଭୟ...

ବିରୁଷ୍କାଙ୍କ ବାହାଘରକୁ ୩ ବର୍ଷ – ବିଜ୍ଞାପନ କରୁ କରୁ ପ୍ରେମରେ ପଡ଼ିଥିଲେ ବିରାଟ, ଅନୁଷ୍କା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ୩ ବର୍ଷ ପୂରଣ ହୋଇଛି। ତୃତୀୟ ବିବାହବାର୍ଷିକୀ ଅବସରରେ ଦୁଇ ସେଲିବ୍ରିଟିଙ୍କ ନିକଟକୁ...

ଫ୍ଲାସବ୍ୟାକ୍ ୨୦୨୦ : ଦୁନିଆକୁ ଅଲବିଦା କହିଲେ ଏହି ଲୋକପ୍ରିୟ ବଲିଉଡ ସେଲିବ୍ରିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ  କେଉଁ ସବୁ ଖ୍ୟାତନାମା ସେଲିବ୍ରିଟି ଦୁନିଆକୁ ଅଲବିଦା କହିଲେ, ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୨୦ର ଏହି ରିପୋର୍ଟରେ। ଆଉ କିଛି ଦିନ ପରେ କ୍ୟାଲେଣ୍ଡରେ ଯୋଡି ହୋଇଯିବ ୨୦୨୧। ପୁରୁଣାବର୍ଷର ଦୁଃଖ କଷ୍ଟକୁ...

ଓଲିଉଡର ଷ୍ଟାର ଦମ୍ପତି – ଏକାଠି ଫିଲ୍ମ କରୁ କରୁ ହୋଇଗଲେ ଜୀବନ ସାଥୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ଏମିତି କିଛି ନାୟକ ନାୟିକା ଅଛନ୍ତି ଯେଉଁମାନେ ପରଦାରେ ସ୍ୱାମୀ, ସ୍ତ୍ରୀ ଭୂମିକା ନିଭାଉ ନିଭାଉ ବାସ୍ତବ ଜୀବନରେ ବି ସେହି ସମ୍ପର୍କରେ ବାନ୍ଧି ହୋଇ ଯାଇଛନ୍ତି। ସବୁଠୁ...

ବାୟୁସେନା ପୋଷାକ ପିନ୍ଧି କାହିଁକି ବିବାଦରେ ଅନିଲ କପୁର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନିଲ କପୁରଙ୍କ ଆଗାମୀ ସିରିଜକୁ ନେଇ ବିବାଦ ବାୟୁସେନା ଉଠାଇଲା ଆପତ୍ତି ବିବାଦୀୟ ସିନ୍‌ ହଟାଇବାକୁ ନେଟଫ୍ଲିକ୍ସକୁ କହିଲା ବାୟୁସେନା କ୍ଷମା ମାଗିଲେ ଅନିଲ କପୁର ବଲିଉଡ ଅଭିନେତା ଅନିଲ କପୁର...