ବାହୁବଳୀ ଷ୍ଟାର ପ୍ରଭାସଙ୍କ ସ୍ୱପ୍ନ ହେଲା ସତ – ମହାନାୟକ ବିଗ୍ ବିଙ୍କ ସହ କରିବେ ଫିଲ୍ମ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖୁବଶୀଘ୍ର ବଡ଼ ପରଦାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବାକୁ ଯାଉଛି ବାହୁବଳୀ ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଦୀପିକା ପାଦୁକୋନ। ଏହି ଫିଲ୍ମରେ ବଲିଉଡର ମହାନାୟକ ଅମିତାଭଙ୍କର...

ବୟକଟ୍ ଡର – ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍’ ଟ୍ରେଲରରୁ ଲାଇକ, ଡିସଲାଇକ ଅପ୍ସନ ଗାୟବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି। ୩ ମିନିଟରୁ ଅଧିକ ଲମ୍ବା ଏହି ଟ୍ରେଲର ପ୍ରଶଂସକଙ୍କଠାରୁ ପଜିଟିଭ ରେସପନ୍ସ ପାଇଛି। ଏହି ଫିଲ୍ମରେ...

ମୁରଲୀଧରନଙ୍କ ବାୟୋପିକ୍ ଫିଲ୍ମ କରିବେ ବିଜୟ ସେତୁପତି

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ୍ ସହ ଫିଲ୍ମ ଇଣ୍ଡଷ୍ଟ୍ରୀ ସମ୍ପର୍କ ବିଷୟରେ ଆପଣ ଜାଣିଥିବେ। ନିକଟରେ ଅନେକ କ୍ରିକେଟରମାନଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ମଧ୍ୟ ନିର୍ମାଣ ସରିଲାଣି। ଏବେ ଏହି ଲିଷ୍ଟରେ ସାମିଲ ହେବାକୁ...

ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍’ ଫିଲ୍ମର ଟ୍ରେଲର ରିଲିଜ୍ – ଦେଖନ୍ତୁ, ଭିଡିଓ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଲକ୍ଷ୍ମୀ ବମ୍ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଜବରଦସ୍ତ ହରର୍ କମେଡି ସାଙ୍ଗକୁ ଅକ୍ଷୟଙ୍କ ଦମଦାର ଅଭିନୟ ଏହି ଟ୍ରେଲରରେ ଦେଖିବାକୁ ମିଳିଛି। କରୋନା କାରଣରୁ...

ଏଭରଗ୍ରୀନ ଫିଲ୍ମ ‘ମୈନେ ପ୍ୟାର୍ କିୟା’ରେ ସଲମାନ୍ କେମିତି ପାଇଥିଲେ ସୁଯୋଗ?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ  ୧୯୮୮ରେ ରିଲିଜ୍ ହୋଇଥିଲା ଏକ ସୁପରହିଟ୍ ଫିଲ୍ମ, ଯାହାର ଟାଇଟଲ୍‌ ଥିଲା ‘ମୈନେ ପ୍ୟାର୍ କିୟା’। ଏହି ଫିଲ୍ମ ସଲମାନ୍‌ ଖାନ୍‌ଙ୍କୁ ଷ୍ଟାର ଆକ୍ଟରର ମାନ୍ୟତା ଦେଇଥିଲା। ଠିକ୍ ସେହିପରି...

ଅଡ଼ୁଆରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଖିଲାଡ଼ି କୁମାର ଅକ୍ଷୟଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍'‌ ପାଇଁ ଏବେ ଅଡ଼ୁଆ ସୃଷ୍ଟି ହୋଇଛି। ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର ମାସେ ବାକି ଥିବା ବେଳେ ଏହାକୁ ବୟକଟ୍ କରିବା...

୨୩ ବର୍ଷ ପରେ ପରଦାକୁ ଫେରିବେ ଭାଗ୍ୟଶ୍ରୀ – ସଲମାନଙ୍କ ସହ ଦେଇଥିଲେ ହିଟ୍‌ ଫିଲ୍ମ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୩ ବର୍ଷ ପରେ ପରଦାକୁ ଫେରିବାକୁ ଯାଉଛନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀଙ୍କର କମବ୍ୟାକ ହେବ। ଏହି ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ...

ପିଲାବେଳୁ ବିଗ୍ ବିଙ୍କ ନାଁ ଅମିତାଭ ନଥିଲା – ଜାଣନ୍ତୁ ଏହା ପଛର କାହାଣୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିଗ୍‌ ବି ଭାବେ ସାରାଦେଶରେ ପରିଚିତ ଅମିତାଭ ଜନ୍ମ ହେବା ପୂର୍ବରୁ ତାଙ୍କ ବାପା ତାଙ୍କ ପାଇଁ ଏକ ନାଁ ସ୍ଥିର କରିଥିଲେ। ଅମିତାଭ ଜନ୍ମ ହେବା ପରେ ତାଙ୍କ...

ଗୌରୀଙ୍କୁ ବିବାହ କରିବାକୁ ମିଛ କହିଥିଲେ ଶାହରୁଖ, ୫ ବର୍ଷ କରିଥିଲେ ହିନ୍ଦୁ ହେବାର ନାଟକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦୁନିଆ ଶାହରୁଖଙ୍କ ଦିଓ୍ୱାନା କିନ୍ତୁ ଶାହରୁଖ ଗୌରୀଙ୍କ ଦିଓ୍ୱାନା। ଏକଥା ଶାହରୁଖଙ୍କ ଲଭଷ୍ଟୋରିରୁ ଜଣାପଡ଼େ। କାରଣ ଗୌରୀଙ୍କୁ ବିବାହ କରିବାକୁ ଶାହରୁଖ ୫ ବର୍ଷ ହିନ୍ଦୁ ହେବାର ନାଟକ କରିଥିଲେ।...

ଦୀର୍ଘ ୧ ମାସ ପରେ କରୋନାରୁ ସୁସ୍ଥ ହେଲେ ଅର୍ଜୁନ କପୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୧ ମାସ ପରେ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଏହି ଖୁସି ଖବର ସେ ସୋସିଆଲ ମିଡିଆ ଜରିଆରେ ତାଙ୍କ ପ୍ରଂଶସକଙ୍କୁ ଜଣାଇଛନ୍ତି। ସୁସ୍ଥ ହେବା ପରେ...