‘ମିଶନ-୧୨୦’ର ସମୀକ୍ଷା କରିବେ ଅମିତ ଶାହା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଜୁଲାଇରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୭ ସେପ୍ଟେମ୍ବର ମାସରେ ଓଡ଼ିଶା ନେତାଙ୍କୁ ଦେଇଥିବା ଟାସ୍କର ସମୀକ୍ଷା କରିବେ। ଜୁଲାଇ ମାସ ପ୍ରଥମ ସପ୍ତାହରେ ବିଜେପି ରାଷ୍ଟ୍ରୀୟ...

ଭାରତ-ପାକିସ୍ତାନ ଭିତରେ ମିଠା ଦିଆନିଆ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୂରତା ଦେଖାଦେଇଛି। ଇଦ୍‌ ଉପଲକ୍ଷେ ଚଳିତବର୍ଷ ଅଟାରି ସୀମାରେ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଅଦଳବଦଳ...

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଭାରତୀୟ ଯବାନ ସହିଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ-କଶ୍ମୀରର ନୌସେନା ସେକ୍ଟରରେ ପାକ ସେନା ପକ୍ଷରୁ ଭାରତୀୟ ପୋଷ୍ଟ ଉପରେ ପଥରମାଡ଼ ଓ ଗୁଳିବର୍ଷଣ କରାଯାଇଛି। ପାକ୍‌ ଆକ୍ରମଣରେ ବିକାଶ ଗୁରୁଙ୍ଗ ନାମକ ଭାରତୀୟ ଯବାନ ସହିଦ୍‌ ହୋଇଛନ୍ତି। ଜମ୍ମୁ-କଶ୍ମୀରର ନୌସେନା...

ବାରିପଦା ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣା: ପୀଡ଼ିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦାର ବେତନଟୀ ଥାନା ଅଧୀନ ଗରୁଡ଼ବସା ଗାଁରେ ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏଥିସହ ପୀଡ଼ିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଶନିବାର...

ଆଉ ତିନିଦିନ ବଢ଼ିଲା ସ୍କୁଲ ଛୁଟି: ୧୮ବଦଳରେ ୨୧ରେ ଖୋଲିବ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ସ୍କୁଲ ଛୁଟିକୁ ଆଉ ୩ଦିନ ବଢ଼ାଇ ଦିଆଯାଇଛି। ଫଳରେ ୧୮ତାରିଖରେ ସ୍କୁଲ ଖୋଲିଯିବାକୁ ଥିବାବେଳେ...

ଲଜ୍ଜା! ରଜ ଦୋଳି ଦେଖାଇ ନେବାକୁ କହି ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦାରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାରିପଦା ଜିଲା ବେତନଟୀ ଥାନା ଅଧୀନ ଗରୁଡ଼ବସା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ୮ବର୍ଷ ଝିଅ ସହ ଦୁଷ୍କର୍ମ...

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାସ୍ଥ୍ୟ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ନୋଙ୍କ ମାଆ ସରସ୍ୱତୀ ଜେନାଙ୍କର ଶନିବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ବିୟୋଗ। ସ୍ୱାସ୍ଥ୍ୟ...

ଆଫଗାନିସ୍ତାନ ବିପକ୍ଷରେ ଭାରତର ଐତିହାସିକ ଟେଷ୍ଟ ବିଜୟ: ଭାଙ୍ଗିଲା ବହୁ ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ଆଫଗାନିସ୍ଥାନ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ଇନିଂସ୍ ଓ ୨୬୨ ରନ୍‌ରେ ଜିତି ଯାଇଛି। ୧୪୧ ବର୍ଷ ଟେଷ୍ଟ ଇତିହାସରେ ୪ର୍ଥ ଥର ଗୋଟିଏ ଦିନରେ ୨ଥର ଆଉଟ...

ରଜରେ ଦର୍ଶକମାନେ ମିସ୍‌ କରୁଛନ୍ତି ଏହିସବୁ ହିଟ୍‌ ଯୋଡ଼ି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏଥର ରଜବଜାରରେ ଓଡ଼ିଆ ସିନେପ୍ରେମୀମାନେ କେତେଜଣ ଲୋକପ୍ରିୟ ଯୋଡ଼ିକୁ ପରଦାରେ ଦେଖିବାକୁ ପାଉନାହାନ୍ତି। ଆସନ୍ତୁ ଜାଣିବା ସେହି ଯୋଡ଼ିମାନେ କିଏ? ଅନୁଭବ-ବର୍ଷା ଓଲିଉଡର ଏକ ଲୋକପ୍ରିୟ ଯୋଡ଼ି ହେଲେ ଅନୁଭବ ଓ ବର୍ଷା...

୨୪ ଘଣ୍ଟାର ଟପ୍ ଟେନ୍ ନ୍ୟୁଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧. ପାକିସ୍ତାନ ତାଲିବାନ ମୁଖ୍ୟ ମୁଲ୍ଲା ଫଜଲୁଲା ଡ୍ରୋନ ଆକ୍ରମଣରେ ମୃତ ୨. ଶନିବାର ସମଗ୍ର ଦେଶରେ ପାଳିତ ହେବ ଇଦୁଲ ଫିତର। ୩. କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଲେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ...