ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ପାକିସ୍ତାନ ତାଲିବାନ ମୁଖ୍ୟ ମୁଲ୍ଲା ଫଜଲୁଲା ଡ୍ରୋନ ଆକ୍ରମଣରେ ମୃତ

୨. ଶନିବାର ସମଗ୍ର ଦେଶରେ ପାଳିତ ହେବ ଇଦୁଲ ଫିତର।

୩. କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଲେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ତାଙ୍କୁ କେହି ଛୁଇଁ ପାରିବେନି।

୪. ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ ମହାରାଣା ପ୍ରତାପ ଥିଲେ ମହାନ, ଆକବର ନୁହେଁ।

୫. ଏୟାର ଓଡ଼ିଶା ପକ୍ଷରୁ ଜଗଦଲପୁର-ରାୟପୁର-ଭାଇଜାଗ ବିମାନ ଉଡ଼ାଣ ଆରମ୍ଭ।

୬. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘର ନିକଟରେ ଉଡ଼ନ୍ତା ଥାଳିଆ ଦେଖାଗଲା, ସୁରକ୍ଷା କର୍ମଚାରୀ କହିଲେ ବ୍ୟସ୍ତର କିଛି କାରଣ ନାହିଁ।

୭. ଅନ୍ୟ ମେଟ୍ରୋ ସହର ତୁଳନାରେ ମୁମ୍ବାଇରେ ବରିଷ୍ଠ ନାଗରିକଙ୍କ ଅଧିକ ଯତ୍ନ ନିଆଯାଇଥାଏ: ରିପୋର୍ଟ।

୮. ମୁରଲୀ ବିଜୟ -ଦିନେଶ କାର୍ତ୍ତିକ ପ୍ରଥମ ଥର ପାଇଁ ଟେଷ୍ଟ ଖେଳୁଛନ୍ତି।

୯. ଅରବିନ୍ଦ କେଜରିୱାଲଙ୍କ ଧାରଣାକୁ ନାପସନ୍ଦ କଲେ ଶିଲା ଦୀକ୍ଷିତ, କହିଲେ କାମ ନଥିଲେ ଲୋକେ ଏୟା କରନ୍ତି।

୧୦. ଉଚ୍ଚ ତେଲ ଦର ଓ ଜିଏସଟି ଯୋଗୁଁ ରାଜ୍ୟମାନଙ୍କର ରାଜସ୍ୱ ବଢ଼ିବା ସମ୍ଭାବନା।

Comment