ମାଡ଼ି ଆସୁଛି ଝଡ଼: ଓଡ଼ିଶା ସମେତ ୧୩ ରାଜ୍ୟରେ ବର୍ଷା, ବଢ଼ିବ ପବନର ବେଗ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୩ ରାଜ୍ୟରେ ହାଇ ଆଲର୍ଟ
ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ଆଶଙ୍କା
ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ବହିବ ପବନ
ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ
ଉତ୍ତର ଭାରତରେ...
ଇମ୍ଫା ସପକ୍ଷରେ ବାହାରିଲେ ଧର୍ମେନ୍ଦ୍ର ପ୍ରଧାନ, ସମସ୍ୟା ସମାଧାନ ପାଇଁ ରତନ ଟାଟାଙ୍କୁ କଲେ ନିବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫ ଦିନ ହେଲା ଇମ୍ଫା କାରଖାନାରେ ଲାଗି ରହିଛି ଅଚଳାବସ୍ଥା। ଏହି ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାଟା ଟ୍ରଷ୍ଟସ୍ର ଅଧ୍ୟକ୍ଷ ରତନ ଟାଟାଙ୍କୁ କରିଛନ୍ତି ନିବେଦନ।
ଥେରୁବାଲିସ୍ଥିତ...
ସାଢ଼େ ୩ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ପ୍ରଣବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧଳ ସାମନ୍ତ ବ୍ରଦର୍ସଙ୍କ ସହ ଲିଙ୍କ୍ ରଖିବା ଅଭିଯୋଗରେ ଇଡି ଅଧିକାରୀ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସଢ଼େ ୩ ଘଣ୍ଟା ଧରି ଜେରା କରିଛନ୍ତି।
ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ...
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ଜମି ଅଧିକାର: ଦୁଇ ହଜାର ପରିବାରକୁ ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବାସଉପଯୋଗୀ ବସତି ମିଶନର ଶୁଭାରମ୍ଭ
୧ ବର୍ଷରେ ୧୦ ଲକ୍ଷ ଲୋକଙ୍କୁ ମିଳିବ ଜମି ଅଧିକାର ପ୍ରମାଣପତ୍ର
ବସ୍ତିବାସିନ୍ଦାଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦିଆଯାଇଛି: ମୁଖ୍ୟମନ୍ତ୍ରୀ
ଟାଟା...
ମିଶନ କର୍ଣ୍ଣାଟକ: ଶଗଡ଼ରେ ବସିଲେ, ସାଇକେଲ ଚଲାଇଲେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରୋଡ ସୋ’। କର୍ଣ୍ଣାଟକ ରାଜ୍ୟର କୋଲାରରେ ସାଇକେଲ ଚଳାଇ ଦରଦାମ ବୃଦ୍ଧିର ପ୍ରତିବାଦ କରିଛନ୍ତି ରାହୁଲ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ...
୨୦୧୯ ନିର୍ବାଚନ: ଆଗୁଆ ପ୍ରାର୍ଥୀ ଘୋଷଣା କରିବେ ବିଜେଡି-ବିଜେପି-କଂଗ୍ରେସ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନର ବହୁ ଆଗରୁ ପ୍ରାର୍ଥୀ ଚୟନ କରିବାକୁ କଂଗ୍ରେସ କହିବା ପରେ ଏବେ ସେହି ରାସ୍ତାରେ ପାଦ ଦେଇଛନ୍ତି ବିଜେଡି ଏବଂ ବିଜେପି।
୨୦୧୯ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେଉଛି...
ବିନା ହ୍ୱାଟସଆପ ଆପ୍ରେ ବି ଚାଟ୍ କରିପାରିବେ: ଆସିଲା ନୂଆ ଫିଚର
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ୱାଟସଆପ ଏକ ନୂଆ ଫିଚର ଲଞ୍ଚ କରିଛି। ଏହି ଫିଚର ବ୍ୟବହାର କରି ହ୍ୱାଟସଆପ ଆପ୍ ନଖୋଲି ମଧ୍ୟ ନିଜ ବନ୍ଧୁଙ୍କୁ ମେସେଜ ପଠାଇ ପାରିବେ।
ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପ...
ଇଡିରେ ହାଜର ହେଲେ ପ୍ରଣବ ବଳବନ୍ତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମସ୍ତ କାଗଜପତ୍ର ସହ ଇଡି ଅଫିସରେ ହାଜର ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ।
ଧଳ ସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି...
ଦୀପକ ମିଶ୍ରଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ଖାରଜ: ସୁପ୍ରିମକୋର୍ଟ ଗଲେ କଂଗ୍ରେସର ଦୁଇ ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ମାମଲା ଥମିବାର ନାଁ ନେଉ ନାହିଁ। ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଦ୍ୱାରା ମହାଭିଯୋଗ ମାମଲା ଖାରଜ ହେବା ବିରୋଧରେ...
ପାର୍ସଲ ବୋମା ବିସ୍ଫୋରଣ: ରିମାଣ୍ଡ ଶେଷ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ପୁଞ୍ଜିଲାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରର ସରିଛି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ରିମାଣ୍ଡ ଶେଷ ପରେ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ବଲାଙ୍ଗୀର ଜିଲ୍ଲାର...





















