ସୌନ୍ଦର୍ଯ୍ୟ ବଢ଼ାଏ ସଜନା ଛୁଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର...
ଷ୍ଟାରସନ୍ ବାବୁସାନଙ୍କ ଅବତାର! ରୋମିଓରୁ ସୁନ୍ଦରଗଡ଼ର ସଲମାନ ଖାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡ଼ର ଷ୍ଟାରସନ୍ ବାବୁସାନ୍ ଜଣେ ଜନ୍ମଜାତ କଳାକାର। ସେ ପରଦାରେ ସୁନା ପିଲା ସାଜିଛନ୍ତି ଫିଲ୍ମ ‘ସୁନାପିଲା, ଟିକେ ସ୍କୃ ଢ଼ିଲା’ରେ। ଏବେ ସେ ଆସୁଛନ୍ତି ପୁଣି ଏକ ନୂଆ ରୂପରେ।...
ଜଷ୍ଟିସ୍ ଦୀପକ ମିଶ୍ର କିଏ? ପଢ଼ନ୍ତୁ ଏହି ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚର୍ଚ୍ଚାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଭାରତୀୟ ନ୍ୟାୟପାଳିକା ଇତିହାସରେ ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିବାରୁ ସାରା ଦେଶ ହୁଲସ୍ତୁଲ୍ ହେଉଛି।...
ଉଷସୀଙ୍କୁ ଅସଦାଚରଣ: ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହେଲା ୩ ଜଣିଆ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗରେ ଅନୁଗୁଳ ପୋଲିସ ଗଠନ କରିଛି ତିନି ଜଣିଆ ସ୍ୱତନ୍ତ୍ର ଟିମ୍। ଅନୁଗୁଳ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ଟିମ୍।
ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ...
ପ୍ରଧାନ ବିଚାରପତିଙ୍କୁ ନେଇ ବିବାଦ: ଲାଭ କମ୍ କ୍ଷତି ଅଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
୭ଟି ବିରୋଧୀ ଦଳ ପକ୍ଷରୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଦ୍ଵାରା ଖାରଜ ହେବ ଏହା ଆଗରୁ ପ୍ରାୟତଃ ଜଣାଥିଲା।...
ମହାଭିଯୋଗ ପ୍ରସ୍ତାବ ଖାରଜ: ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିବା ପରେ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ। ଏହି ନିଷ୍ପତ୍ତି ବିରୋଧରେ ଦଳ ସୁପ୍ରିମକୋର୍ଟ ଯିବ ବୋଲି କଂଗ୍ରେସ ନେତା କପିଲ...
ସ୍ତ୍ରୀର ଦ୍ୱିତୀୟ ବିବାହରେ ସ୍ୱାମୀ ରକ୍ତମୁଖା: କୋର୍ଟରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ତ୍ରୀର ଦ୍ୱିତୀୟ ବିବାହକୁ ସହି ପାରିଲାନି ସ୍ୱାମୀ
ସ୍ୱାମୀ ସାଜିଲା ବଇରି
କୋର୍ଟ ପରିସରରେ ସ୍ତ୍ରୀକୁ ଗୋଡ଼ା ଗୋଡ଼ାଇ ହାଣିଲା ସ୍ୱାମୀ
ପ୍ରେମ ବିବାହ କରିଥିଲେ ରମେଶ-ସଙ୍ଗୀତା
ସମ୍ବଲପୁର ଫ୍ୟାମିଲିକୋର୍ଟ ପରିସରରେ...
ମହାଭିଯୋଗ ପ୍ରସ୍ତାବ ଖାରଜ: ବିରୋଧୀଙ୍କ ୫ ଅଭିଯୋଗର ଉତ୍ତର ରଖିଲେ ଉପ-ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଛି। ପ୍ରଧାନ ବିଚାରପତିଙ୍କ ବିରୋଧରେ ବିରୋଧୀ ଆଣିଥିବା ୫ଟି ଅଭିଯୋଗର ଉତ୍ତର ରଖିଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି...
ମଦ ନଦେବାରୁ କଂଗ୍ରେସ ନେତାଙ୍କ ପୁଅ ଜେସିକାଙ୍କୁ ମାରିଥିଲେ ଗୁଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡ ଘଟଣାରେ ଆସିଛି ନୂଆ ମୋଡ଼। ଜେଲରେ ସଜା କାଟୁଥିବା ହତ୍ୟାକାରୀ ମନୁଶର୍ମାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ପତ୍ର ଲେଖିଛନ୍ତି ଜେସିକାଙ୍କ ଭଉଣୀ ସବରୀନା ଲାଲ୍।
ମଡେଲ...
ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ: ଭଇଁଷା କଲେଜରେ କ୍ରାଇମବ୍ରାଞ୍ଚର ଛାନଭିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଛାନଭିନ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ରବିବାର ଭଇଁଷା କଲେଜ ଅଧ୍ୟାପକଙ୍କୁ ଉଠାଇ ନେବା ପରେ ଆଜି କଲେଜରେ ପଶିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।
କଲେଜରେ...





















