ବିଧାନସଭାରେ ଟାମାଟୋ ତାତି: ଗୃହରେ ହଙ୍ଗାମା କଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାର ବିରୋଧୀଙ୍କ ହୋହଲ୍ଲା। ଶୂନ୍ୟକାଳରେ ଉଠିଛି ଟମାଟୋ ଅଭାବୀ ବିକ୍ରି ପ୍ରସଙ୍ଗ। ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖାଯାଇଛି। ଟମାଟୋର ଅଭାବି ବିକ୍ରିକୁ ନେଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ।...

ଆନା ହଜାରେଙ୍କ ଅନଶନ ଆରମ୍ଭ: ଆସନ୍ତୁ ଜାଣିବା କ’ଣ ରହିଛି ଆନାଙ୍କ ଦାବି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଦିଲ୍ଲୀର ଦିଲ୍ଲୀ ରାମ ଲୀଳା ମଇଦାନରେ ଚାଷୀଙ୍କ ହକ୍ ଓ ଭ୍ରଷ୍ଟାଚାର ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ରାଜଘାଟରେ ମହାତ୍ମା ଗାନ୍ଧି ଶ୍ରଦ୍ଧାଜ୍ଞଳି ଅର୍ପଣ କରିବା ପରେ...

ବିଚକ୍ଷଣ ଶିଶୁ ଚାହୁଁଛନ୍ତି କି? ଗର୍ଭାବସ୍ଥାରେ ଖାଆନ୍ତୁ ଅଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତ୍ୟେକ ଗର୍ଭବତୀ ମା’ ଚାହାନ୍ତି ତାଙ୍କ ଗର୍ଭସ୍ଥ ଶିଶୁ ବିଚକ୍ଷଣ ହେବା ସହ ତା’ ମସ୍ତିଷ୍କ ଭଲ ଭାବେ ବିକଶିତ ହେଉ। ତେଣୁ ଗର୍ଭାବସ୍ଥାରେ ନିଜ ଖାଦ୍ୟ ଉପରେ ସ୍ଵତନ୍ତ୍ର ଦୃଷ୍ଟି...

ଫେସବୁକରୁ ଡାଟା ଚୋରି ପାଇଁ ନିଜକୁ ଦାୟୀ କଲେ ମାର୍କ ଜୁକରବର୍ଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡାଟା ଚୋରିକୁ ନେଇ ଝଡ଼ ବହିବା ପରେ ନିଜକୁ ଦାୟୀ କରିଛନ୍ତି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ। ଫେସ୍‌ବୁକ୍‌ ପ୍ଲାଟଫର୍ମରେ ଯାହା ବି ଘଟୁଛି ସେଥିପାଇଁ ମୁଁ ଦାୟୀ ବୋଲି କହିଛନ୍ତି...

ଶୁକ୍ରବାର ରାଜ୍ୟ ବଜେଟ୍: ଚାଷ-ଜଳସେଚନ-ଗ୍ରାମୀଣ ବିକାଶକୁ ମିଳିପାରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଶୁକ୍ରବାର ଅଉପସ୍ଥାପିତ କରିବେ ବଜେଟ୍। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ବଜେଟ୍‌ରେ ସବୁ ବର୍ଗର ଲୋକଙ୍କୁ ଅଗ୍ରାଧିକାର ଦେବେ ବୋଲି ଆଶା...

ଓଇଆରସିର ଘୋଷଣା: ବଢ଼ିବନି ବିଜୁଳି ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ରାଜ୍ୟରେ ବଢ଼ିବ ନାହିଁ ବିଜୁଳି ଦର। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ...

ସାବଧାନ! ଖରାଦିନେ ଥଣ୍ଡା ପାଣି ପିଉଛନ୍ତି କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ଅତିରିକ୍ତ ଗରମ ଲାଗିଲେ କିମ୍ବା ବାହାରୁ ଘରକୁ ଫେରିଲେ ଥଣ୍ଡା ପାଣି ପିଇବାର ଅଭ୍ୟାସ ଅଛି କି? ଯଦି ଅଛି ତାହାଲେ ଏଥିରୁ ଦୂରେଇ ରହୁନ୍ତୁ। କାରଣ ଥଣ୍ଡା ପାଣି...

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ବଲାଙ୍ଗିର ଗଲା କ୍ରାଇମବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବା ପାଇଁ ବଲାଙ୍ଗିର ଯାଇଛି କ୍ରାଇମବ୍ରାଞ୍ଚ ଟିମ୍‌। ପୀଡ଼ିତାଙ୍କ ବୟାନ ପରେ ତତ୍ପରତା ଦେଖାଇଛି କ୍ରାଇମବ୍ରାଞ୍ଚ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଭିନ୍ନ...

ପାଣି ସମ୍ପର୍କିତ ଏକ ଚମତ୍କାର ପୁସ୍ତକ

ଭାସ୍କର ପରିଛା   ପାଣି ଏବେ କେବଳ ସରକାରୀ ସ୍ତରରେ ବା କୋର୍ଟ କଚେରୀରେ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିନାହିଁ, ସାଧାରଣ ଲୋକମାନେ ମଧ୍ୟ ଏହାର ଗୁରୁତ୍ୱକୁ ବୁଝିବା ଆରମ୍ଭ କଲେଣି। ଆଜି (ମାର୍ଚ୍ଚ ୨୨)ତାରିଖ...

କେମିତି ନିର୍ବାଚନକୁ ପ୍ରଭାବିତ କରେ ଫେସବୁକ : ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକାରେ ୫କୋଟି ଫେସବୁକ ବ୍ୟବହାକାରୀଙ୍କ ଡାଟା ଚୋରି କରି ନିର୍ବାଚନରେ ବ୍ୟବହାର କରୁଥିବା ଖୁଲାସା ହେବା ପରେ ଭାରତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ପୁଣି ଥରେ ବିବାଦରେ...