ଉତ୍ତର ଭାରତରେ ଭୂକମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଥରିଲା ଉତ୍ତର ଭାରତ। କାଶ୍ମୀରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସାରା ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି। ଉତ୍ତର ଭାରତର ବିଭିନ୍ନ ଜାଗାରେ ଭୂକମ୍ପ ଝଟକା ଲାଗିଛି। ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ...

ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ କରଞ୍ଜ: ବଢିପାରେ ଚୀନ ଓ ପାକିସ୍ତାନର ଚିନ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୋର୍ପିଅନ୍‌ ଶ୍ରେଣୀର ବୁଡା ଜାହାଜ 'ଆଇଏନ୍‌ଏସ୍‌ କରଞ୍ଜ' ନୌସେନାରେ ସାମିଲ ମାଜଗୋନ ଡକ୍‌ରେ ନୌସେନାରେ ସାମିଲ  ହେଲା ସ୍କୋର୍ପିଅନ୍‌ ଶ୍ରେଣୀର ବୁଡା ଜାହାଜ ଆଇଏନ୍‌ଏସ୍‌ କରଞ୍ଜ। ଗୁପ୍ତରେ ଶତ୍ରୁ ପକ୍ଷ ଉପରେ ଆକ୍ରମଣ...

ଗାନ୍ଧିଜୀଙ୍କ ହତ୍ୟାର ଗୁମର ଖୋଲିବ ଫିଲ୍ମ ‘ହେ ରାମ ହମନେ ଗାନ୍ଧି କୋ ମାର୍ ଦିଆ’

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ହତ୍ୟା କାହାଣୀ ଉପରେ ଆଧାରିତ ଫିଲ୍ମ ‘ହେ ରାମ ହମନେ ଗାନ୍ଧି କୋ ମାର ଦିଆ ’ର ଫାର୍ଷ୍ଟ ଲୁକ୍ ଜାରି ହୋଇଛି। ମହାତ୍ମା ଗାନ୍ଧିଙ୍କ ୭୦ତମ...

ବିସ୍ମୟ ବାଳକଙ୍କ ରେକର୍ଡ: ଗୋଟିଏ ଇନିଂସରେ ୧,୦୪୫ ରନ ପାଳି ଖେଳିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୪ ବର୍ଷ ବୟସର ତାନିସ୍କ ଗାଭାଟେ କ୍ରିକେଟ୍‌ରେ ରଚିଛନ୍ତି ନୂଆ ଇତିହାସ। ଗୋଟିଏ ଇନିଂସରେ ୫୧୫ଟି ବଲ୍‌ର ସମ୍ମୁଖୀନ ହୋଇ କରିଛନ୍ତି ୧,୦୪୫ ରନ୍‌। ମୁମ୍ବାଇ ନିକଟରେ ଖେଳାଯାଇଥିବା ଏକ ସ୍ଥାନୀୟ କ୍ରିକେଟ...

ବୁଧବାର ଚନ୍ଦ୍ରଗ୍ରହଣ: ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ରାତିରେ ଏକାସାଙ୍ଗରେ ଦେଖିବାକୁ ମିଳିବ ସୁପରମୁନ୍, ବ୍ଲୁ ମୁନ୍ ଏବଂ ଚନ୍ଦ୍ରଗ୍ରହଣ। ଏହି ମହାଜାଗତିକ ଦୃଶ୍ୟକୁ ବୈଜ୍ଞାନିକମାନେ କହୁଛନ୍ତି 'ସୁପର ବ୍ଲୁ ବ୍ଲଡ ମୁନ୍'। ବୁଧବାର ହେଉଛି ମାଘ ପୂର୍ଣ୍ଣିମା। ଏହିଦିନ...

ବୈଜୟନ୍ତଙ୍କୁ ଚାଲେଞ୍ଜ ଦେଲେ ପ୍ରମିଳା, ଟୁଇଟରରେ ଜବାବ ଦେଲେ କେନ୍ଦ୍ରାପଡ଼ା ସାଂସଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହେବା ପରେ ବି ବିବାଦ ଥମୁନି। କେନ୍ଦ୍ରାପଡ଼ା ଏମ୍‌ପିଙ୍କୁ ମଙ୍ଗଳବାର ପ୍ରମିଳା ମଲ୍ଲିକ ଚାଲେଞ୍ଜ ଦେବା ପରେ ସାଂସଦ ଏହାର କଡ଼ା ଜବାବ ଦେଇ ରାଜନୀତିକୁ...

ଶାସକ ଦଳର କର୍ମୀ ସାଜିଛନ୍ତି ସରକାରୀ ବାବୁ: ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯାଇଥିଲା ଟିମ୍‌ ଉପ-ନିର୍ବାଚନକୁ ଅବାଧ, ମୁକ୍ତ କରିବାକୁ ଦାବି ବିଜେପୁର ଉପ-ନିର୍ବାଚନକୁ ଅବାଧ ମୁକ୍ତ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର: ଫେରିପାଇବେ ଜମାରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଟ୍‌ପଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ରାଜ୍ୟ ସରକାର। ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର କ୍ଷୁଦ୍ରଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରାଥମିକ ପର୍ଯ୍ୟାୟରେ ୬୨୧୫ଜଣ...

ବିଜେପୁର ଉପ-ନିର୍ବାଚନ ପାଇଁ ସମରସଜ୍ଜା: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସମଗ୍ର ରାଜ୍ୟରେ ରାଜନୀତି ପାଣିପାଗ ବେଶ୍ ସରଗରମ। ବିଜେପୁରରେ ହେବ ଉପ-ନିର୍ବାଚନ। ଏଥିପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ବିଜେଡି ଓ ବିଜେପି ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ କଂଗ୍ରେସ...

ଟିମ୍ ଇଣ୍ଡିଆର କମାଲ୍: ପାକିସ୍ତାନକୁ ହରାଇ ଜୁନିଅର୍ କ୍ରିକେଟ୍ ବିଶ୍ୱକପ ଫାଇନାଲରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନିଅର୍ କ୍ରିକେଟ୍ ବିଶ୍ଵକପ୍‌ରେ ମେନ ଇନ ବ୍ଲୁର କମାଲ୍। ସେମିଫାଇନାଲରେ ପାକିସ୍ଥାନକୁ ହରାଇ ୭ ତମ ଥର ପାଇଁ ଏହି କ୍ରିକେଟ୍‌ ମହାସମରର ଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ। ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ...