କପିରାଇଟ୍ ମୁକ୍ତ ହେଲା ସରକାରଙ୍କ ସୋସିଆଲ୍ ମିଡିଆ ପେଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ସୋସିଆଲ ମିଡିଆ ପାଲଟିଛି ଗଣମାଧ୍ୟମ ଓ ସାଧାରଣ ଜନତାଙ୍କ ପାଇଁ ସୂଚନାର ମୂଳ ଉତ୍ସ। ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି ଫେସ୍ବୁକ୍, ହ୍ୱାଟସ୍ଆପ୍, ଟୁଇଟର୍। ଏହାକୁ ଦୃଷ୍ଟିରେ ରଖି...
ଜେଇଇ ମେନ୍ ଏପ୍ରିଲ୍ ୮ରେ; ଅନଲାଇନରେ ହେବ ଜେଇଇ ଆଡଭାନ୍ସଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ ପରୀକ୍ଷା ଦେବେ ୪୬ ହଜାର ଛାତ୍ରଛାତ୍ରୀ
ଆସନ୍ତା ଏପ୍ରିଲ୍ ୮ରେ ଅନୁଷ୍ଠିତ ହେବ ଜେଇଇ ମେନ୍ ୨୦୧୮। କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ଜେଇଇ ମେନ୍ ଓ ଜେଇଇ...
ଯୁକ୍ତ ୨ ପରୀକ୍ଷା ଦେବେ ୩ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୧୧୦ କେନ୍ଦ୍ରରେ ହେବ ପରୀକ୍ଷା
ସବୁ କେନ୍ଦ୍ରରେ ସୁରକ୍ଷା କଡ଼ାକଡ଼ି
୨୦୨ ହବରେ ଲାଗିବ ସିସିଟିଭି
ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଚଳିତ ବର୍ଷ ଓଡ଼ିଶାର...
ଡାହାଣୀ ସନ୍ଦେହରେ ପିଉସୀଙ୍କୁ ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଅନ୍ଧବିଶ୍ୱାସ ସମାଜରୁ ଦୂର ହୋଇନି। ଶିକ୍ଷା ଓ ସଚେତନତା ଅଭାବରୁ ବସାବାନ୍ଧି ବସିଛି କୁସଂସ୍କାର ଓ ଅନ୍ଧବିଶ୍ୱାସ। ଡାହାଣୀ ସନ୍ଦେହରେ ସମ୍ପର୍କୀୟ ପିଉସୀଙ୍କୁ ହତ୍ୟା କରିବା ଘଟଣା...
ବିଜେପିରେ ମିଶିଲେ ତିନି ତଲାକ ଆବେଦନକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ତଲାକ୍ ମାମଲାର ଆବେଦନକାରୀ ଇଶରତ୍ ଯାହାନ୍ ବିଜେପିରେ ଯୋଗ ଦେଇଛନ୍ତି। ହାୱଡାସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ।
ବିଜେପିରେ ଯୋଗ ଦେବା ପରେ ଇଶରତ୍ ପ୍ରଧାନମନ୍ତ୍ରୀ...
ସୁଧହାର କମାଇଲା ଏସବିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ସୁଧହାର ଏବଂ ବେଞ୍ଚ ମାର୍କ (ବିପିଏଲ୍ଆର୍)ରେ ୩୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ଏହି ବ୍ୟବସ୍ଥା ନୂଆବର୍ଷର ପ୍ରଥମଦିନରୁ ଲାଗୁ ହୋଇଛି।
ଏବେ ଏସ୍ବିଆଇ ଗ୍ରାହକମାନଙ୍କ...
ଧଉଳି ଓ ନନ୍ଦନକାନନରେ ନୂଆବର୍ଷ ପାଳିଲେ ରାଜ୍ୟପାଳ ଦମ୍ପତି; କୁନି କୁନି ପିଲାଙ୍କୁ ଦେଲେ ଆଶିର୍ବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ରାଜ୍ୟପାଳ ଡକ୍ଟର ଏସ୍ସି ଜମିର୍ ପରିବାର ସହ ଐତିହାସିକ ଧଉଳି ଓ ନନ୍ଦନକାନନରେ ନୂଆବର୍ଷ ପାଳିଛନ୍ତି। ଧଉଳିର ଐତିହାସିକ କୀର୍ତ୍ତି ଓ ପ୍ରାକୃତିକ ଶୋଭାକୁ ସେ ମନଭରି ଉପଭୋଗ କରିଥିଲେ।...
ଏୟାରଟେଲ୍ ଟିଭି ଆପ୍ ପ୍ରସ୍ତୁତ; ଜୁନ୍ ପର୍ଯ୍ୟନ୍ତ ମାଗଣାରେ ମନୋରଞ୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇ ଭାରତୀ ଏୟାରଟେଲ୍ ଆଉ ପାଦେ ଆଗେଇଛି। ନୂଆବର୍ଷରେ ଗ୍ରାହକମାନଙ୍କୁ ଦେଇଛି ନୂତନ ଭେଟି। ଶୁଭାରମ୍ଭ କରିଛି ଟିଭି ଆପ୍।
ଏହି ଏୟାରଟେଲ୍ ଆପରେ ରହିଛି ୩୦୦ରୁ ଅଧିକ...
ଭାରତରେ ପ୍ରତି ୩ ଦିନରେ ଗୋଟିଏ ବାଘ ଟଳିପଡ଼ୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ହିସାବ ଅନୁଯାୟୀ ପ୍ରତି ୩ଦିନରେ ଗୋଟିଏ ବାଘ ମୃତ୍ୟୁମୁଖରେ ପଡ଼ୁଛି। ଗତ ୨ବର୍ଷ ଧରି ଭାରତରେ ବାଘ ମୃତ୍ୟୁ ସଂଖ୍ୟା ବାର୍ଷିକ ୧୦୦ ଟପିଯାଇଛି। ଏହା...
ମଥୁରା ରାଜଦାଣ୍ଡ
ଅଶୋକ ବହିଦାର
ଶ୍ରୀକୃଷ୍ଣ ଓ ବଳରାମଙ୍କ ମଥୁରା ଭ୍ରମଣ
ଗୋପପୁର ସହିତ ବାରବର୍ଷର ସମ୍ପର୍କ ତୁଟାଇ, ଶ୍ରୀକୃଷ୍ଣ ଓ ବଳରାମ ପହଞ୍ଚି ସାରିଛନ୍ତି ମଥୁରାକୁ। ମଥୁରାରେ କଂସଙ୍କ ନିର୍ଦ୍ଦେଶରେ ଚାଲିଛି ଧନୁଯାତ୍ରାର ଆୟୋଜନ।
ଶ୍ରୀକୃଷ୍ଣ ମଥୁରାରେ ପାଦ...





















