ନୂଆବର୍ଷ ପାଳିଲେ ଜଗା-କାଳିଆ

ଓଡ଼ିଶାଲାଇଭ୍‍ ବ୍ୟୁରୋ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଇଂରାଜୀ ନୂଆବର୍ଷ ପାଳିଛନ୍ତି ଯୋଡାମୁଣ୍ଡ ଅଲଗା ହୋଇଥିବା ଶିଶୁ ଜଗା-କାଳିଆ। ଉଭୟଙ୍କ ମୁଣ୍ଡରେ ଥିଲା ଫ୍ୟାନ୍ସ ଟୋପି। ପିନ୍ଧିଥିଲେ ରଙ୍ଗବେରଙ୍ଗର ନୂଆ...

ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ପ୍ଲିଜ୍ ୱେଟ୍…

ଭାସ୍କର ପରିଚ୍ଛା ଡେସ୍କଟପରେ କୌଣସି ନୂଆ ସଫ୍ଟୱେର୍ ଭର୍ତ୍ତି କଲାବେଳେ ଯେଭଳି ସ୍କ୍ରିନରେ ଲେଖା ଆସେ 'ଲୋଡିଂ... ପ୍ଲିଜ୍ ୱେଟ୍', କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା କଥାଟି ମଧ୍ୟ...

ଡେଡଲାଇନ୍ ସୁଦ୍ଧା ଦେଇ ପାରିଲେନି ଜରିମାନା: ବନ୍ଦ ହେଲା ୭ଟି ଖଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ବେଆଇନ ଖଣିଜ ଉତ୍ତୋଳନ ଓ ଖନନ କରିଥବା ସଂସ୍ଥାଗୁଡିକଠାରୁ ଜରିମାନା ଆଦାୟ ସମୟସୀମା ଶେଷ ହୋଇଛି। ରାଜ୍ୟର ମୋଟ୍ ୧୫୨ଜଣ ବେଆଇନ ଖଣି ଉତ୍ତୋଳନକାରୀଙ୍କଠାରୁ ୧୭ ହଜାର ୫୦୦କୋଟି ଟଙ୍କା ...

ମଥୁରାରେ ଶ୍ରୀକୃଷ୍ଣ: ସୁଦାମାଙ୍କୁ ଭେଟିଲେ, କୁବୁଜାକୁ ଉଦ୍ଧାର କଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀକୃଷ୍ଣ ମଥୁରାରେ ଉପସ୍ଥିତ। ଗୋପର ଲୀଳା ସାରି ସେ ମଥୁରାକୁ ଆସିଛନ୍ତି ମଥୁରାବାସୀଙ୍କୁ ନିଜ ଲୀଳାରେ ଛନ୍ଦି ଦେବା ପାଇଁ। ନିଜର ବାଲ୍ୟବନ୍ଧୁ ସୁଦାମାଙ୍କୁ ଭେଟିଛନ୍ତି ଶ୍ରୀକୃଷ୍ଣ। ଏକ ଆବେଗମୟ ଦୃଶ୍ୟ ସୃଷ୍ଟି...

ବିଜେପୁରରେ ମନକୁ ଛୁଇଁଲା କି ମନ୍ କି ବାତ୍?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଦଖଲ ପାଇଁ ଅଭିଯାନ ଆରମ୍ଭ କରିଛି ବିଜେପି। ଡିସେମ୍ବର ୩୧ରେ ବିଜେପୁରର ୨୭୦ଟି ବୁଥ୍‌ର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ ଶୁଣାଇଛି ବିଜେପି। ହେଲେ ଓଡ଼ିଶା କିମ୍ବା ବିଜେପୁର...

ଡିସେମ୍ବର ୩୧ରେ ୩୮ ହଜାର ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୭ ଶେଷ ଦିନରେ ରେକର୍ଡ ଭାଙ୍ଗିଛି ନନ୍ଦନକାନନ। ଡସେମ୍ବର ୩୧ରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି ନନ୍ଦନକାନନ। ୨୦୧୫-୧୬ ଶେଷ ଦିନ ତୁଳନାରେ ଏହା ଅଧିକ ବୋଲି ଟିକେଟ ବିକ୍ରିରୁ ଜଣାପଡ଼ିଛି। ବିଦାୟ...

କେନ୍ଦ୍ର ସରକାରଙ୍କ ନୂଆବର୍ଷ ଭେଟି: ହେଲିକପ୍ଟରରେ ମିଳିବ ସ୍ୱାସ୍ଥ୍ୟସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁର୍ଗମ ଅଞ୍ଚଳବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ହେଲିକପ୍ଟର ମାଧ୍ୟମରେ ସେମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସରକାର କରିଛନ୍ତି ଯୋଜନା। ଦେଶର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କେନ୍ଦ୍ର...

ନୂଆବର୍ଷରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ, ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଢ଼େ ୧୧ଟାରେ ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଜଗମୋହନ ସ୍ଥିତି ଅନୁଧ୍ୟାନ କଲେ ସ୍ୱର୍ଗଦ୍ୱାର ଯାଇ ବିଜୁବାବୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା...

ଇଂରାଜୀ ନବବର୍ଷକୁ ବରୋଧ: ଶ୍ରୀମନ୍ଦିର ଆଗରେ ଆଦିତ୍ୟ ବାହିନୀର ବିକ୍ଷୋଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆବର୍ଷକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ପୁରୀରେ ଆଦିତ୍ୟ ବାହିନୀ କରିଛି ବିରୋଧ। ଅପସଂସ୍କୃତିର ପ୍ରଚାର ବନ୍ଦ ଦାବିରେ ଏହି ସଙ୍ଗଠନ କରିଛି ବିକ୍ଷୋଭ। "ପ୍ରତିବର୍ଷ ଜାନୁଆରୀ ପହିଲାରେ...

କଂଗ୍ରେସ: ନିରଞ୍ଜନଙ୍କୁ ମିଳୁନାହିଁ ପ୍ରସାଦ

ଭାସ୍କର ପରିଚ୍ଛା କୁହାଯାଏ ଭାଗ୍ୟରେ ଥିଲେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମିଳେ। ଏହା କହିବାର ତାତ୍ପର୍ଯ୍ୟ ହେଉଛି ପ୍ରାପ୍ୟ ଓ ପ୍ରାପକଙ୍କ ଭିତରେ ଥିବା ବା ବଢୁଥିବା ଦୂରତା। ୨୦୧୭ ବର୍ଷଟି ଓଡିଶା କଂଗ୍ରେସ ପାଇଁ ସେଭଳି...