ବିରାଟଙ୍କଠାରୁ ଅଧିକ ପାଠ ପଢ଼ିଛନ୍ତି ଅନୁଷ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱାଦଶ ଯାଏଁ ପାଠ ପଢ଼ିଛନ୍ତି ବିରାଟ
ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଅନୁଷ୍କା
ପାଠ ସହ ମଡେଲିଂ ଉପରେ ଦେଉଥିଲେ ଫୋକସ୍
ମୁମ୍ବାଇରେ ଆରମ୍ଭ ହୋଇଛି ବିରାଟ-ଅନୁଷ୍କାଙ୍କ ଦ୍ୱିତୀୟ ରିସେପସନ୍।...
ସଚିବାଳୟ ବାହାରେ ବସିଲା କ୍ୟାବିନେଟ୍: ଅଲଗା ହେବ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଥର ପାଇଁ ସଚିବାଳୟ ବାହାରେ ପୁରୀ ସର୍କିଟ ହାଉସ୍ରେ ବସିଥିବା କ୍ୟାବିନେଟ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏହି କ୍ୟାବିନେଟ୍ରେ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟକୁ ଦିଆଯାଇଛି ଗୁରୁତ୍ୱ।
ସଚିବାଳୟ ବାହାରେ ଆଜି...
ସିମ୍ପୁଲ୍ ହୁଅ, ଲୋକଙ୍କ ପାଇଁ କାମ କର: ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=NCKnX9JyeCA]
ଶ୍ରୀକ୍ଷେତ୍ରରେ ବିଜେଡି ପ୍ରତିଷ୍ଠା ଦିବସ
ହୃଦୟର କଥା କହିଲେ ନବୀନ
ସିମ୍ପ୍ଲିସିଟି, ହାଇ ଥିଙ୍କିଙ୍ଗ୍ ଏବଂ ସେବା ଉପରେ ଫୋକସ୍
ଲୋକଙ୍କ ପ୍ରତି ସମର୍ପିତ ହେବାକୁ ଆହ୍ୱାନ
ନବୀନ...
ମଥୁରାର କାରାଗାର
ଅଶୋକ ବହିଦାର
ବିଜୁଳି କନ୍ୟାକୁ ଶିଳାରେ ପ୍ରହାର/ ଦେବୀବାଣୀ
ମଥୁରାରେ ଏକଛତ୍ରବାଦୀ ସମ୍ରାଟ କଂସାସୁରଙ୍କୁ ଗ୍ରାସିଛି ମୃତ୍ୟୁଭୟ। ପୂର୍ବ ଦୈବୀବାଣୀର ପ୍ରତିଟି ଶବ୍ଦ ତାଙ୍କ ଆଖିରୁ ନିଜ ହଜେଇ ଦେଉଛି। ଦେବକୀଙ୍କ ୭ଟି ସନ୍ତାନକୁ ଶିଳାରେ...
ଧନୁଯାତ୍ରା ଶୁଭାରମ୍ଭ: ରଙ୍ଗମହଲରେ ଚାଲିଛି କଂସଙ୍କ ରାଜୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଉତ୍ସବମୁଖର ହୋଇ ଯାଇଛି ବରଗଡ଼ ସହର। ଆକର୍ଷଣୀୟ ରଙ୍ଗମଞ୍ଚରେ ଚାଲିଛି କଂସଙ୍କ ରାଜୁତି।
ମଥୁରା ନଗରୀ ଏବେ କଂସଙ୍କ କବଳରେ। ଅବଶ୍ୟ କଂସ କେବଳ ଅତ୍ୟାଚାରୀ ନୁହନ୍ତି,...
ବରଗଡ଼ ଧନୁଯାତ୍ରାର ଉଦ୍ଘାଟନୀ ଶୋଭାଯାତ୍ରା
ଅଶୋକ ବହିଦାର
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ପ୍ରଥମ ଦିବସ। ସହରର ତଲିପଡ଼ାରେ ଥିବା ଐତିହାସିକ ସମଲେଶ୍ଵରୀ ମନ୍ଦିରରେ ସମସ୍ତ କଳାକାରମାନେ ଏକତ୍ରିତ ହୋଇଛନ୍ତି। ମୁଖ୍ୟ କଳାକାର ଉଗ୍ରସେନଙ୍କ ନେତୃତ୍ଵରେ ମା’ ସମଲେଶ୍ଵରୀଙ୍କଠାରେ...
2ଜି ରାୟକୁ ନେଇ ସାପ-ଚୁଚୁନ୍ଦ୍ର। ଖେଳରେ ଫସିଛି ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଆଇର ସ୍ୱତନ୍ତ୍ର କୋର୍ଟ 2ଜି ମାମଲାରେ ଡିଏମକେର ଦୁଇ ନେତା ଏ ରାଜା ଓ କାନିମୋଝି ଓ ଅନ୍ୟମାନଙ୍କୁ ନିର୍ଦ୍ଦୋଷ କହି ଛାଡ଼ିଦେବା ପରେ ବିଜେପିର ଅବସ୍ଥା ଠିକ୍ ସାପ-ଚୁଚୁନ୍ଦ୍ରା ଖେଳ...
ବରଗଡ଼ ଧନୁଯାତ୍ରାର ସାହିତ୍ୟିକ ଦିଗ
ଅଶୋକ ବହିଦାର
ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେ ଭିତରୁ ଏହାର ସାହିତ୍ୟିକ ମୂଲ୍ୟବୋଧ ଏକ ବିଶେଷ ଦିଗ।
ପୌରାଣିକ ସାହିତ୍ୟ ‘ମଥୁରାମଙ୍ଗଳ’ର ନାଟ୍ୟରୂପ ହେଉଛି...
ଆସନ୍ତା ଜାନୁଆରୀରେ ‘ହାପି ଲକି’, ଜ୍ୟୋତି ଓ ଏଲିନା ଏକାଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଭାଇ ଓ ଦୁଇ ଭଉଣୀଙ୍କ ପ୍ରେମ କାହାଣୀକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନର ନୂଆବର୍ଷର ଉପହାର ‘ହାପି ଲକି’ର ସୁଟିଙ୍ଗ୍ ଜୋରସୋରରେ ଆଗେଇ ଚାଲିଛି। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଏହି...
ବରଗଡ଼ ଧନୁଯାତ୍ରା: ତିକ୍ତ-ମଧୁର ଅନୁଭୂତିକୁ ନେଇ ଆଗେଇ ଚାଲିଛି ବିଶ୍ୱପ୍ରସିଦ୍ଧ ରଙ୍ଗମଞ୍ଚ
ଅଶୋକ ବହିଦାର
ବରଗଡ଼ ଧନୁଯାତ୍ରାର ଇତିହାସ ବହୁତ ଲମ୍ବା। ଏହାର ଅୟମାରମ୍ଭକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତଥାପି ବରଗଡ଼ ଧନୁଯାତ୍ରା ପରମ୍ପରାକୁ ଜାବୁଡ଼ି ଧରି ଆଗକୁ ଆଗେଇ ଚାଲିଛି।
ଧନୁଯାତ୍ରାର ଉତ୍ପତ୍ତି
୧୯୪୭ ମସିହାରେ ବରଗଡ଼ରେ...





















