ଏଲପିଜି ମୂଲ୍ୟ ବୃଦ୍ଧିକୁ ମହିଳା ବିଜେଡିର ବିରୋଧ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧିକୁ ନେଇ ଆଜି ମହିଳା ବିଜେଡି ପ୍ରତିବାଦ କରିଛି। ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ହାତରେ ଗ୍ୟାସ୍ ସିଲିଣ୍ଡର ଧରି ମହିଳା ବିଜେଡି କର୍ମୀମାନେ...
୧୦ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆସନ୍ତା ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ୧୧ ତାରିଖରେ କିଟ୍ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ...
ଜମୁଛି ରାଜନୀତି ଯାତ୍ରା: ଦାମଙ୍କ ‘ସ୍ୱାମୀ ଛାଡ଼ି’ ପରେ ମହାରଥୀଙ୍କ ‘ସୁନ୍ପାମ୍ପୁଡି’
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାମୀ ଛାଡ଼ିଅଙ୍ଗନବାଡ଼ି ମନ୍ତବ୍ୟ ପାଇଁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ହଟହଟା ହେବା ପରେ ଏବେ ପ୍ରଦୀପ ମହାରଥୀ ସର୍ବସାଧାରଣ ସଭାରେ ସୁନ୍ପାମ୍ପୁଡି ଶବ୍ଦ ଉଚ୍ଚାରଣ କରି ଅଡ଼ୁଆରେ ପଡ଼ିଛନ୍ତି।
ଯାଜପୁର...
ପୋଲିସ ଖୋଜୁଛି ପଲିଟିକାଲ ଲିଙ୍କ୍: ଗୋଲକଙ୍କୁ ପୁଣି ଜେରା କରିବ ଛତ୍ରପୁର ପୋଲିସ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ନେତା ଗୋଲକଙ୍କୁ ନେଇ ଗୋଳିଆ ହେଉଛି ରାଜ୍ୟ ରାଜନୀତି। ବୁଧବାରର ମାରାଥନ୍ ଜେରା ପରେ ଗୋଲକଙ୍କଠାରୁ ପୋଲିସ ପାଇନି ସନ୍ତୋଷଜନକ ଉତ୍ତର। ଫଳରେ ଗୋଲକଙ୍କୁ ପୁଣି ତଦନ୍ତକାରୀ ଟିମ୍ ଜେରା...
ପ୍ରତିଭାସମ୍ପନ୍ନ କଳାକାରଙ୍କୁ ସୁଯୋଗ ଦେଉଛି କୋଣାର୍କ ଫେଷ୍ଟିଭାଲ୍ ମଞ୍ଚ: ସଙ୍ଗୀତା ଗୋସାଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=gvn8ZLiJxK4]
କୋଣାର୍କ ଫେଷ୍ଟିଭାଲ୍। ଡିସେମ୍ବର ମାସର ଶୀତୁଆ ସନ୍ଧ୍ୟାରେ ଦର୍ଶକ ଏବଂ ପର୍ଯ୍ୟଟକଙ୍କୁ ମତୁଆଲା କରେ। ରଙ୍ଗିନ୍ ଆଲୁଅର ଲୁଚକାଳି ଖେଳରେ ଓଡ଼ିଶୀ ଓ ଶାସ୍ତ୍ରୀୟ ନୃତ୍ୟର ତାଳେତାଳେ ବିଭୋର ହୋଇଯାଆନ୍ତି...
୨୪ ଘଣ୍ଟାର ୧୦ଟି ଟପ ହେଡଲାଇନ
ଓଡ଼ିଶାଲାଇଭ୍ ବ୍ୟୁରୋ
୧. କମଲ ହସନ କହିଲେ ହିନ୍ଦୁ ଆତଙ୍କବାଦ ବୋଲି କିଛି ନିଶ୍ଚିତ ଭାବରେ ଅଛି। ସେମାନେ ଆଜିକାଲି ହିଂସାରେ ହିଁ ଲିପ୍ତ ରହୁଛନ୍ତି।
୨. ବିରାଟ କୋହଲିଙ୍କୁ ଆଇସିସିର କ୍ଲିନ ଚିଟ୍। କହିଲେ...
ଗ୍ୟାସ୍ ମୂଲ୍ୟ ବୃଦ୍ଧିର ପ୍ରତିବାଦ: ଶୁକ୍ରବାର ରାଜଭବନ ଘେରିବ ମହିଳା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
"ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧିର ପ୍ରତିବାଦ କରିଛି ମହିଳା ବିଜେଡି। ଏହାକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ। ଏହାସହ ଶୁକ୍ରବାର ରାଜଭବନ ସମ୍ମୁଖରେ ମହିଳା ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବ",- ସାମ୍ବାଦିକ...
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବି: ରଜଭବନ ଆଗରେ ଧାରଣା ଦେଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଂଗ୍ରେସ ଅନୁସୂଚିତ ଜାତି, ଜନଜାତି ସେଲ୍ ରାଜଧାନୀରେ ଗର୍ଜିଛି। ଏହି ସେଲ୍ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଶଗରିଆ ଏବଂ ପୂର୍ବତନ...
ବାଲିମେଳା ଜଳଭଣ୍ଡାରରେ ଛଡ଼ାଗଲା କୁମ୍ଭୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ମୁନ୍ତା ଗାଁରୁ ଉଦ୍ଧାର ହୋଇଥିବା ବିଶାଳ କୁମ୍ଭୀରକୁ ଆଜି ବାଲିମେଳା ଜଳଭଣ୍ଡାରରେ ଛଡ଼ାଯାଇଛି। ବନବିଭାଗ କୁମ୍ଭୀରଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଡିଏଫ୍ଓଙ୍କ ଉପସ୍ଥିତିରେ ଜଳଭଣ୍ଡାରରେ ଛଡ଼ା ଯାଇଥିଲା। ମଙ୍ଗଳବାର...
“ଓଡ଼ିଶୀ ନୃତ୍ୟକୁ ବିଶ୍ୱରେ ଲୋକପ୍ରିୟ କରାଇବା ମୋର ଲକ୍ଷ୍ୟ”- ମାସାକୋ ଓନୋ
ଅନ୍ୟାନ୍ୟ ସମସ୍ତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ତୁଳନାରେ ଓଡ଼ିଶୀର ମୁଦ୍ରା, ଭଙ୍ଗୀ ଓ ଅଙ୍ଗଚାଳନାକୁ ଆୟତ୍ତ କରିବା ସବୁଠାରୁ କଷ୍ଟସାଧ୍ୟ। ତଥାପି ଏହି ନୃତ୍ୟ ପ୍ରତି ତାଙ୍କର ଭଲପାଇବା ଯୋଗୁଁ ସାତଦରିଆ ପାରି...





















