ଗୁଜୁରାଟ ଭୋଟ: ରାହୁଲ ଗାନ୍ଧିଙ୍କ ନୂଆ ଅବତାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ। ଗୁଜୁରାଟ ବିଧାନସଭା ଭୋଟରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହ୍ରାସ କରିବା ପାଇଁ କଂଗ୍ରେସ ଯୁବରାଜ ଏହି ରଣନୀତି ଆପଣାଇଥିବା ଚର୍ଚ୍ଚା...

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ଜଣକର ଲାଇ ଡିଟେକ୍ସନ୍ ଟେଷ୍ଟ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ସପ୍ତାହେ ବିତିଥିଲେ ମଧ୍ୟ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି। ଏପର୍ଯ୍ୟନ୍ତ ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ିନି। ପୀଡ଼ିତାଙ୍କ ଗାଁର ଅଟକ ରହିଥିବା ୪ ଜଣ ଯୁବକଙ୍କ...

ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ମୁଁ ତୁମ ମଇନା ମୁଁ ତୁମ ଆଇନା ମୁଁ ତୁମରି ଛାଇ’…‘ହାକିମ ବାବୁ’ ସିନେମାର ଏହି ଗୀତ ମନେପଡ଼ିଲେ ଅଶୀ ଦଶକର ଓଡ଼ିଆ ସିନେତାରକା ବିଜୟା ଜେନା ବନାମ ଡଲି ଜେନାଙ୍କ...

ଅଙ୍ଗନବାଡ଼ି ପଲିଟିକ୍ସ: ନବୀନ ନିବାସ ଗଲେ ଗୋଟିଏ ଗୋଷ୍ଠୀ, ଅନ୍ୟ ଗୋଷ୍ଠୀର ଧାରଣା ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଙ୍ଗନବାଡ଼ି ସଂଘରେ ପଲିଟିକ୍ସ। ବିଜେଡି ଓ ବିଜେପିର କାଦୁଅଫିଙ୍ଗା ରାଜନୀତି ଯୋଗୁଁ ସଂଘର ଏକତା ଭାଙ୍ଗି ଯାଇଛି। ଦରମା ବୃଦ୍ଧିକୁ ନେଇ ବିଜେଡି ସମର୍ଥିତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ...

ତେଜିଲା ଅଙ୍ଗନବାଡ଼ି ରାଜନୀତି: ବିଜେଡି ଘେରିଲା କେନ୍ଦ୍ରକୁ, ବିଜେଡିକୁ ବାଣ ମାରିଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି ପରେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିଜେଡି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗଟେ କରିଥିବା ବେଳେ ବିଜେପି ବିଜେଡିକୁ ବାଣ ମାରିଛି। ବିଜେପି,...

ଭୁବନେଶ୍ୱରରେ ଆରମ୍ଭ ହେବ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପାଇପ୍‌ ଲାଇନ୍‌ ଯୋଗେ ହେବ ଗ୍ୟାସ୍‌ ଯୋଗାଣ। ଅକ୍ଟୋବର ୨୦ ତାରିଖରେ ଏହାର ଶୁଭାରମ୍ଭ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ...

ବିଦେଶରେ ଚାକିରି ମୋହ ତୁଟୁଛି: ଦେଶମୁହାଁ ଭାରତୀୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦେଶରେ ଚାକିରି କରୁଥିବା ଭାରତୀୟମାନଙ୍କ ଲାଳସା କମିବାରେ ଲାଗିଛି। ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ଅନୁସାରେ ଆମେରିକା ସମେତ ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା କାରଣରୁ  ପ୍ରବାସୀ...

ଘରୋଇ କ୍ଷେତ୍ରରେ ସଂରକ୍ଷଣକୁ ନୀତି ଆୟୋଗର ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ନେଇ ବିବାଦ ଓ ଆଲୋଚନା ଚାଲିଥିବା ବେଳେ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ଘରୋଇ କ୍ଷେତ୍ର ବା ପ୍ରାଇଭେଟ ସେକ୍ଟରରେ ସଂରକ୍ଷଣକୁ...

ରାଜ୍ୟରେ ଖୋଲିବ ଆଉ ୧୩ ନୂଆ ସ୍ବାସ୍ଥ୍ୟକେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଖୋଲିବ ଆଉ ୧୩ଟି ନୂଆ ସ୍ବାସ୍ଥ୍ୟ କେନ୍ଦ୍ର। ଏହାସହ ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଏଚ୍‌ସି ଏବଂ ୬ଟି ସିଏଚ୍‌ସିରେ ଉପଖଣ୍ଡ ଡାକ୍ତରଖାନା ଭଳି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ...

ରାଜନୈତିକ ଦଳ ପାଇଁ ଆଚ୍ଛେଦିନ୍‌: ବିଜେପି ସବୁଠୁ ଧନୀ, ଦ୍ବିତୀୟରେ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଚ୍ଛେଦିନ୍‌ର ସ୍ଲୋଗାନ୍ ଦେଇ ସରକାର ଗଠନ କରିଥିବା ବିଜେପି ପାଇଁ ଆଛେଦିନ୍‌ ଆସି ଯାଇଛି। ଏହି ପାର୍ଟିର ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି। ବିଜେପି ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ...